Public App Logo
ଜୟପୁର: ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଏମିତି ଟେଷ୍ଟିଙ୍ଗ ମେସିନ୍ ଅଛି ଯାହା ଓଡିଶାର କେଉଁ ମେଡିକାଲ (DHH) ରେ ନାହିଁ । ଏମିତି ବ୍ୟବସ୍ଥା ପାଇଁ ସ୍ଥାନୀୟ ଲୋକ ଓ ବିଧାୟକଙ୍କୁ ଧନ୍ୟବାଦ ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । Dr. Mukesh Mahaling Taraprasad Bahinipati District Magistrate Koraput CMO Odisha - Koraput Town News