Public App Logo
ଜିଓ ଟାୱାରରୁ ବ୍ୟାଟେରୀ ଚୋରିର ପର୍ଦାଫାସ! ୬ ଜଣ ଗିରଫ, ୪୬ ବ୍ୟାଟେରୀ ସହ ବିଭିନ୍ନ ସାମଗ୍ରୀ ଜବତ କୋରାପୁଟ ଜିଲ୍ଲା ବନ୍ଧୁଗାଁ ଓ ନାରାୟଣପାଟଣା ବ୍ଲକର ବିଭିନ୍ନ ଜିଓ ଟାୱାରରୁ ଲକ୍ଷାଧିକ ଟଙ୍କାର ବ୍ୟାଟେରୀ ଚୋରି ଘଟଣାର ପର୍ଦାଫାସ କରିଛି ବନ୍ଧୁଗାଁ ପୋଲିସ। ଘଟଣାରେ ୬ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ଅଭିଯୁକ୍ତଙ୍କ ଠାରୁ ୪୬ଟି ବ୍ୟାଟେରୀ, ୬ଟି ମୋବାଇଲ, ୨ଟି ବାଇକ, ଗୋଟିଏ ପିକଅପ୍ ଭ୍ୟାନ୍ ଓ ଗୋଟିଏ ବୋଲେରୋ ଜବତ କରିଛି ପୋଲିସ। 📍 ବନ୍ଧୁଗାଁ, କୋରାପୁଟ #Koraput #Bandhugaon #JioTower #BatteryTheft #PoliceAction #CrimeNews #KoraputNews #OdishaNews - Koraput Town News