Public App Logo
Profile Picture

TIK NIK NEWS

@usr30697911
878Followers
0Following
ସ୍କୁଲ ଗେଟରେ ତାଲା ମାରି ପ୍ରତିବାଦ 
ବୌଦ କଣ୍ଟାମାଲ ବ୍ଲକ ତେନ୍ତୁଳିଖୁଣ୍ଟି ସ୍କୁଲରେ ଶିକ୍ଷକ ଙ୍କ ବଦଳି ପାଇଁ ପ୍ରତିବାଦ ଶୁଣନ୍ତୁ ଅଭିଭାବକ କଣ କହୁଛନ୍ତି
କଣ୍ଟାମାଲ ବ୍ଲକ ତେନ୍ତୁଳିଖୁଣ୍ଟି ସ୍କୁଲରେ ଶିକ୍ଷକ ଙ୍କ ବଦଳି ପ୍ରତିବାଦ ରେ ପ୍ରତିବାଦ ଚିତ୍ର
ମନମୁଣ୍ଡା ଥାନା କାପାସିରା ହତ୍ୟାକାଣ୍ଡ ଘଟଣା ଅଭିଯୁକ୍ତ ଗିରଫ ସହ କୋଟଚାଲାଣ
<nis:link nis:type=tag nis:id=ସୁବର୍ଣ୍ଣପୁର_ଜିଲ୍ଲାର_ନୂଆ_ଜିଲ୍ଲାପାଳ_ଦେବାଶିଷ_ସିଂ nis:value=ସୁବର୍ଣ୍ଣପୁର_ଜିଲ୍ଲାର_ନୂଆ_ଜିଲ୍ଲାପାଳ_ଦେବାଶିଷ_ସିଂ nis:enabled=true nis:link/>
ସୁବର୍ଣ୍ଣପୁର ଜିଲ୍ଲାପାଳ କିଏ ହେବ ତାକୁ ନେଇ ନାନା କଳ୍ପନାଜଳ୍ପନା ଦେଖା ଦେଇଥିଲା। କାରଣ, ପୂର୍ବତନ ଜିଲ୍ଲାପାଳ ଡ.ନୃପରାଜ ସାହୁ ଯେଉଁ ଭଳି ଜିଲ୍ଲାରେ କାମ କରିଥିଲେ, ସେହି ଅନୁସାରେ ଜଣେ ଉତ୍ତରାଧିକାରୀ ବାଛିବାକୁ ରାଜ୍ୟ ସରକାରଙ୍କୁ ମାସେ ଲାଗିଗଲା। ୨ ଦିନ ତଳେ କଂଗ୍ରେସ ପକ୍ଷରୁ ଏଫଆଇଆର୍ ପ୍ରସଙ୍ଗରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ ବେଳେ ଜିଲ୍ଲାପାଳ କାହାନ୍ତି ବୋଲି ପ୍ରଶ୍ନ ଉଠିଥିଲା। ମାସେ ହେଇଗଲା ଜିଲ୍ଲାରେ ଜଣେ ନେତୃତ୍ବ ନେଉଥିବା ଜିଲ୍ଲା ମୁଖ୍ୟ ନଥିବାରୁ ସରକାରଙ୍କୁ ସମାଲୋଚନାର ଶିକାର ହେବାକୁ ପଡୁଥିଲା। ଏହିକ୍ରମରେ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗରେ ଅତିରିକ୍ତ ସଚିବ ଭାବେ କାର୍ଯ୍ୟରତ ଦେବାଶିଷ ସିଂ(ଆଇଏଏସ-୨୦୧୫ ବ୍ୟାଚ)ଙ୍କୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି। ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କାର୍ଯ୍ୟାଳୟରୁ ଏହି ନିଯୁକ୍ତି ନେଇ ସୂଚନା ମିଳିଛି। ନୂଆ ଜିଲ୍ଲାପାଳ ଶ୍ରୀ ସିଂଙ୍କୁ ନେଇ ଜିଲ୍ଲାବାସୀ ସ୍ବାଭାବିକ ଭାବେ ଅନେକ ଆଶା କରିବେ। କେତେଦୂର ଜିଲ୍ଲାର ୨ ନିର୍ବାଚନମଣ୍ଡଳୀର ବିକାଶ, ଦୀର୍ଘଦିନରୁ ବନ୍ଦ ପଡିଥିବା ବିକାଶ ପ୍ରକଳ୍ପକୁ ତ୍ବରାନ୍ବିତ କରିବେ ଓ ଚାଷୀଙ୍କ ଧାନ କିଣା ସମସ୍ୟା ସହ ରାଜନୈତିକ ହସ୍ତକ୍ଷେପକୁ କେମିତି ପରିଚାଳନା କରିବେ ତା’ ଉପରେ ଅନେକଙ୍କ ନଜର ରହିଛି। ଅନ୍ୟପଟେ ସଦ୍ୟ ଅନ୍ୟ ଜିଲ୍ଲା ଓ କାରଖାନାର ଶିଳ୍ପ ପାଉଁଶ ପକାଇବା ପାଇଁ ସୋନପୁର ଜିଲ୍ଲାର ୨୦ ଏକରରୁ ଅଧିକ ଜମି ଦେଇଥିବା ନେଇ ଉଠିଥିବା ବିବାଦର କେମିତି ସମାଧାନ କରିବେ ତା’ ଉପରେ ସମସ୍ତଙ୍କ ନଜର ରହିଛି। ଏଥିସହିତ ବିଜେପି-ବିଜେଡି ରାଜନୀତି ମଧ୍ୟରେ ସମନ୍ୱୟ ରଖି ଦାୟିତ୍ବ ପରିଚାଳନା କରିବେ ନା ଅତିଷ୍ଠ ହୋଇଯିବେ; ତାହାର ଉତ୍ତର ଶ୍ରୀ ସିଂ ଦାୟିତ୍ବ ଗ୍ରହଣ ପରେ ପରେ ଜଣାପଡିବ ବୋଲି ଆଲୋଚନା ଆରମ୍ଭ ହେଲାଣି। ସୁବର୍ଣ୍ଣପୁର ଜିଲ୍ଲାବାସୀ ନୂଆ ଜିଲ୍ଲାପାଳ ଶ୍ରୀ ସିଂଙ୍କ ଆଗମନକୁ ଅପେକ୍ଷା କରିଥିବାବେଳେ ଜିଲ୍ଲା ପ୍ରତି ତାଙ୍କ ଦୃଷ୍ଟିଭଙ୍ଗୀ କେମିତି ତା’ହା ଜାଣିବାକୁ ଅନେକଙ୍କ ମଧ୍ୟରେ ଉତ୍ସୁକତା ରହିଛି।
ବିଧାୟକ ଙ୍କୁ ପୋଲିସ ଏମିତି ବ୍ୟବହାର କେତେ ଦୂରଠିକ 
ଜଣେ ଲୋକ ପ୍ରତିନିଧି I କଂଗ୍ରେସ ଦଳ ଆଗ ଧାଡିର ନେତା ବର୍ତମାନ ର ବିଧାୟକ ସାଗର ଦାସ ଙ୍କୁ ପୋଲିର ଏମିତି ବ୍ୟବହାର I ସୋସିଆଲ ମିଡ଼ିଆ ରେ ଭାଇରାଲ
ଫେରାର ଅଭିଯୁକ୍ତ କୁ ଧରିବାକୁ ଯାଇ ନାକେଦମ୍ ପୋଲିସ । ଶେଷରେ ଦମକଳ ବାହିନୀ ସାହାଯ୍ୟରେ ବୋଟ୍ ଯୋଗେ ମହାନଦୀ ଭିତରେ ହେଲା ସର୍ଚ୍ ଅପରେସନ। ହେଲେ ମିଶନ ଫେଲ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଧର୍ମଶାଳା ଫାଣ୍ଡି ପୋଲିସ ଗଞ୍ଜେଇ ଧରିବାବେଲେ ଜଣେ ଅଭିଯୁକ୍ତ ଫେରାର ମାରିଥିଲା । ଅନ୍ୟ ଦୁଇ ଜଣକୁ ଅଟକ ରଖିଥିବାବେଳେ ସ୍କୁଟି ଓ ଗୋଟିଏ kTM ବାଇକ ଜବତ୍ କରିଛି ପୋଲିସ । 
@highlight
ଚୋରି ମାମଲାରେ ଅଭିଯୁକ୍ତ ଗିରଫ 
​ବୌଦ୍ଧ ମଡେଲ୍ ଥାନା ଅନ୍ତର୍ଗତ ଗାନ୍ଧୀ ଛକ ଏବଂ ବିଟୁପାଲି ଅଞ୍ଚଳର ବିଭିନ୍ନ ଦୋକାନରୁ ସିରିଜ୍ ଚୋରି ଘଟଣାରେ ପୋଲିସକୁ ବଡ଼ ସଫଳତା।
​ଉକ୍ତ ମାମଲାରେ ଅଭିଯୁକ୍ତ ରଞ୍ଜନ ନାଏକ (ପିତା: ନଟ ନାଏକ, ଗ୍ରାମ: ବାପୁଜୀନଗର, ବୌଦ୍ଧ)ଙ୍କୁ ଗିରଫ କରାଯାଇ ଆଜି ମାନ୍ୟବର ଅଦାଲତକୁ ଚାଲାଣ କରାଯାଇଛି।
​<nis:link nis:type=tag nis:id=boudhpolice nis:value=BoudhPolice nis:enabled=true nis:link/> <nis:link nis:type=tag nis:id=crimeupdate nis:value=CrimeUpdate nis:enabled=true nis:link/> <nis:link nis:type=tag nis:id=lawandorder nis:value=LawAndOrder nis:enabled=true nis:link/> <nis:link nis:type=tag nis:id=boudhdistilleries nis:value=boudhdistilleries nis:enabled=true nis:link/>
ପ୍ରେମିକ ର ମୃତ ର ଦୁଇଦିନ ପରେ ଖବର ପାଇ ଜୀବନ ହାରିଲେ ପ୍ରେମିକା I
ପ୍ରେମ ଏମିତି ଏକ ଶବ୍ଦ ଯିଏ କି ଜାତି ଧର୍ମ ଧନୀ ଗରିବ କିଛି ନ ଦେଖୀ ଥାଏ I କିନ୍ତୁ ପ୍ରେମୀକ ର ହୃତଘାତ ରେ ଜୀବନ ଯାଇଥିଲା I ଏହା ସହି ନପାରି ଜୀବନ ହାରିଦେଲେ ପ୍ରେମିକା I ଏହି ଭଲି ଘଟଣା ଘଟିଛି ବଲାଙ୍ଗିର ଅଂଚଳରେ I ଉଭୟ ଆଲବୋଲ ରେ ହେରୋ ଓ ହେରୋଇନ ଭାବରେ କାମ କରିଛନ୍ତି I ଅନେକ ହିଟ ଗୀତ ମଧ୍ୟ ଦେଇଛନ୍ତି
ମଙ୍ଗଳବାର ରେ ଦର୍ଶନ କରନ୍ତୁ I ବାଧା ବିଗ୍ନ ଯାହା ବି ସବୁ ଦୁଃଖ ଯିବ I ଶ୍ରଦ୍ଧା ସହ ଭକ୍ତି ରେ ଲେଖନ୍ତୁ ଜୟ ହନୁମାନ ମହାରାଜ କି
ମୁଖ୍ୟ ନିର୍ବାଚନ କମିଶନରଙ୍କ ପଦରୁ ଜ୍ଞାନେଶ କୁମାରଙ୍କୁ ବହିଷ୍କାର ଓ ଗିରଫ ଦାବିରେ ଓଡ଼ିଶା ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ। 
​<nis:link nis:type=tag nis:id=districtcongresscommittee nis:value=DistrictCongressCommittee nis:enabled=true nis:link/> <nis:link nis:type=tag nis:id=boudh nis:value=Boudh nis:enabled=true nis:link/> <nis:link nis:type=tag nis:id=protest nis:value=Protest nis:enabled=true nis:link/> <nis:link nis:type=tag nis:id=odishacongress nis:value=OdishaCongress nis:enabled=true nis:link/> <nis:link nis:type=tag nis:id=congress nis:value=Congress nis:enabled=true nis:link/>
ଗୁଳିମାଡ଼ ରେ ଦୁଇ ଗୁରୁତର 
କଣ୍ଟାମାଲ ଥାନା ମେଟକାନି ଛକ ରେ ଘଟିଛି ଏହି ଗୁଳିମାଡ଼ ଘଟଣା I ଲମ୍ବସ୍ୱରୀ ଅଂଚଳର ଦୁଇଗୁରୁତର I ଏପଟେ ବନ୍ଧୁକ ଜବତ କରି ସାରି ଦେଉଛି ପୋଲିସ I କିନ୍ତୁ ଠିକରେ କରିନି ତଦନ୍ତ ଯାହା ଫଳରେ ଦିନ କୁ ଦିନ ଦୁର୍ବୁତ୍ତ ଙ୍କ ହାତରେ ବନ୍ଧୁକ ରହୁଛି
ବୌଦ୍ଧ ରେ ଖୁମ୍ଭୀର ଆତଙ୍କ
ବୌଦ୍ଧ କଣ୍ଟାମାଲ ବ୍ରେକିଙ୍ଗ 
ଭାଲୁ ଆକ୍ରମଣ ରେ ଜଣେ ଛେଳି ଚରାଳି ଗୁରୁତର l ବୌଦ୍ଧ ଜିଲ୍ଲା  ମନମୁଣ୍ଡା ଥାନା ତଥା ରେଞ୍ଜ ଅନ୍ତର୍ଗତ ବରଗୋଚ୍ଛା ପଂଚାୟତ ର ଶଗଡା ସେକ୍ସନ ' ଶିଗାଡି ' ଗ୍ରାମ ନିକଟରେ ଘଟିଛି ଘଟଣା l ଆହତ ଜଣକ ଶିଗାଡି ଗ୍ରାମର ନବୀନ ମଲ୍ଲିକ । ସେ ଗାଁ ଠାରୁ ପ୍ରାୟ ଅଧ କିମି ଦୂରରେ ଆଜି ଅପରାହ୍ନ  ସମୟରେ ଛେଳି ଚରାଉଥିବା ବେଳେ ଘଟିଛି ଘଟଣା
<nis:link nis:type=tag nis:id=ଦୁଇ_ବାଇକ_ଚୋର_ଗିରଫ nis:value=ଦୁଇ_ବାଇକ_ଚୋର_ଗିରଫ nis:enabled=true nis:link/> 
ଏମ୍ସ ହସ୍ପିଟାଲ ପରିସରରରୁ ଏକ ହୋଣ୍ଡା ବାଇକ ଚୋରି କରି କମ ଦାମରେ କବାଡିଆ ପାଖରେ ବିକ୍ରି କରିବା ପାଇଁ ଯୋଜନା କରୁଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ମାଡ଼ି ବସିଲା ଖଣ୍ଡଗିରି ଥାନା ପୋଲିସ l ଅଭିଯୁକ୍ତ ଦୁଇ ଜଣ ହେଲେ ଶେଖ ଅଲ୍ଲୀ ଆକବର ଓ ଶେଖ ମୁସରୁଫ ଅଲ୍ଲୀ l
ବୌଦ୍ଧ କଣ୍ଟାମାଲ ରେ ଜିଲ୍ଲାପାଳ ଙ୍କ ଜନଶୁଣାଣି ଶିବିର
ପୁନେ ରେ ଓଡିଶା ପ୍ରବାସୀ ଧୁମଧାମ ରେ ପାଳିଲେ ନୁଆଁଖାଇ
ମହାପ୍ରଭୁ ଙ୍କ ଦିବ୍ୟ ଦର୍ଶନ I ସମୟ ଥିଲେ ଲାଇକ କମେଣ୍ଟ ସହ ସେୟାର କରିବା ପାଇଁ ଅନୁରୋଧ
ବଦନାମ ବୌଦ କୁ କରିଛି କିଏ?
ଗଂଜେଇ ସହ ମାଫିଆ ଗିରଫ ଦେଖନ୍ତୁ ଭିଡିଓ I ଟଙ୍କା ନିଶା କେତେ ପ୍ରତିଦିନ ଗଂଜେଇ ଜବତ ମାଫିଆ ଗିରଫ ପରେ ବି ସିଧୁରୁନାହାନ୍ତି ଲୋକେ I ବୌଦ ବଦନାମ ଏହି ଗଞ୍ଜଇ ଚାଲାଣ ଓ ଚାଷ ପାଇଁ I
ଘର ଭିତରୁ ବିରାଟ ନାଗ ସାପ ଉଦ୍ଧାର I ସାପ କୁ ଫୋଟୋ ଉଟେଇଲା ସାପ ଧରାଲି I ବୌଦ୍ଧ ମନମୁଣ୍ଡା ଅଂଚଳର ଦୃଶ୍ୟ
ମନମୁଣ୍ଡା ପୋଲିସ ପକ୍ଷରୁ ଗଂଜେଇ ଜବତ
<nis:link nis:type=tag nis:id=ସୋନପୁରନୁ_ବିପୁଲ_ନିଶା_ଜବତ_2_ଝନ_ଗରିଫ nis:value=ସୋନପୁରନୁ_ବିପୁଲ_ନିଶା_ଜବତ_2_ଝନ_ଗରିଫ nis:enabled=true nis:link/> 
ଛାତ୍ ଉପରେ କପ୍ ସିରପ, ବାରିଆଡେ ଗଦା ଗଦା ଗଞ୍ଜେଇ । ଖେଳନା ପିସ୍ତଲ ଦେଖାଇ କରୁଥିଲେ ନିଶା କାରବାର୍ । ଘରନୁ ଚଳାଇଥିଲେ ନେଟୱାର୍କ । ହେଲେ ପଡ଼ିଗଲେ ପୁଲିସ ହାବୁଡ଼ରେ । ଆପନ ଦେଖୁଥିବା ଦୃଶ୍ୟ ହେଉଛେ ସୋନପୁର ଜିଲ୍ଲା ଜନମୁରା ଗାଁର । ଏବାବଦରେ ଜିଲ୍ଲା ଏସପିକଁର ସାଙ୍ଗେ ଅଏଦକା କଥା ହେଇଛନ୍ ଆମର ସୋନପୁର ପ୍ରତିନିଧି ସତ୍ୟବ୍ରତ ପ୍ରଧାନ ।
ଜଗତ ର ନାଥ ଶ୍ରୀ ଜଗନ୍ନାଥ ଙ୍କ ଦିବ୍ୟ ଦର୍ଶନ
ଫୁଟବଲ ଖେଳିଲେ ମୁଖ୍ୟମନ୍ତ୍ରୀ I ଗୋଟେ ବଳ ରେ କରିଦେଲେ ଗୋଲ I ଦେଖନ୍ତୁ ଭିଡିଓ
ବିଧାୟକ ଙ୍କ ନା ରେ ଗିରଫ ପରୱାନା I ଏହାକୁ ନେଇ. ପ୍ରତିକ୍ରିୟା ରଖିଲେ ବିଧାୟକ
ଅନେକ ସ୍ଥାନରେ ଚାଷ ନଷ୍ଟ କାନ୍ଧୁଛି ଚାଷୀ