ପୁରୀ: ପୁରୀରେ ପାଳିତ ମହାତ୍ମା ଗାନ୍ଧୀଙ୍କ 157ତମ ଜୟନ୍ତୀ: ଗାନ୍ଧୀଙ୍କ ସ୍ୱପ୍ନକୁ ନେଇ ହେଲା ଚର୍ଚ୍ଚା
Puri, Puri | Oct 3, 2026
ପୁରୀରେ ଆୟୋଜିତ ହୋଇଯାଇଛି ମହାତ୍ମା ଗାନ୍ଧୀଙ୍କ 157ତମ ଜୟନ୍ତୀ କାର୍ଯ୍ୟକ୍ରମ। ଗାନ୍ଧୀବାଦୀ ଲେଖକ ଗୌରାଙ୍ଗ ଚରଣ ପରିଡ଼ା ଗାନ୍ଧୀଙ୍କ ସ୍ୱପ୍ନର ଭାରତ ଓ ଆଜିର ସମାଜ ଉପରେ ବକ୍ତୃତା ପ୍ରଦାନ କରିଛନ୍ତି। ଏହି ଅବସରରେ ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଗାନ୍ଧୀଜୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।