Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
Maharashtra
Bjp
National
Police
Bihar
India
कांग्रेस
Accident
Congress
Modi
Delhi
Viral
Up
अमित_शाह
Bollywood
दिल्ली
Patna
Breakingnews
Narendramodi
Madhya_pradesh
Madhyapradesh
Pmmodi
Rahulgandhi
Uttarpradesh
Haryana
Cricket
Lucknow
usr869859281
ଚୋରିର ମାତ୍ର ୨ ଦିନ ମଧ୍ୟରେ ଚୋରି ସାମଗ୍ରୀ ଉଦ୍ଧାର କରିବା ସହ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ଜୟପୁର ଟାଉନ ପୋଲିସ। # #jeyporenews #jeyporeupdatenews #jeyporesocialmedia #koraputupdate #koraput #Rayagada #Malakangiri #Nabarangpur #viralpost2024 #viralfacebookpage #public #facebookchallange #trendingreels #informativepost #highlightseveryonefollowers2025 #highlights #dmkoraput #CMOdisha #facebookfollowersfollowers #jeyporemuncipalty #koraputpolice #viralpost #viralvideoシ
Jeypore, Koraput
| Oct 1, 2026
#jeyporenews
#jeyporeupdatenews
#jeyporesocialmedia
#koraputupdate
#koraput
#rayagada
#malakangiri
#nabarangpur
#viralpost2024
#viralfacebookpage
#public
#facebookchallange
#trendingreels
#informativepost
#highlightseveryonefollowers2025
#highlights
#dmkoraput
#cmodisha
#facebookfollowersfollowers
#jeyporemuncipalty
#koraputpolice
#viralpost
#viralvideoシ
MORE NEWS
ଜୟପୁର ଟାଉନ ହଲରେ ଅନ୍ତର୍ଜାତୀୟ ବୟୋଜ୍ୟେଷ୍ଠ ଦିବସ ପାଳିତ ଜୟପୁର ଉପଖଣ୍ଡସ୍ତରୀୟ କାର୍ଯ୍ୟକ୍ରମ ଅବସରରେ ବୟୋଜ୍ୟେଷ୍ଠଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଓ ସଚେତନତାମୂଳକ ପଦକ୍ଷେପ ଆୟୋଜନ କରାଯିବ
Jeypore, Koraput | Oct 1, 2026
ଗାଁକୁ ରାସ୍ତା ନାହିଁ, ଦୁର୍ଦ୍ଦଶାରେ ଗ୍ରାମବାସୀ; ଶେଷରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ, କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ବ୍ଲକ ଗୁଣ୍ଠାପୁଟ ପଞ୍ଚାୟତ ଅନ୍ତର୍ଗତ ଏଚ୍ ମାଝୀପୁଟ ଗାଁରୁ।ଗାଁକୁ ରାସ୍ତା ନଥିବାରୁ ଦୀର୍ଘଦିନ ଧରି ଗ୍ରାମବାସୀ ଦୁର୍ଦ୍ଦଶା ଭୋଗୁଥିବା ଅଭିଯୋଗ ହୋଇଛି। ବିଶେଷକରି ଗୁରୁତର ରୋଗୀଙ୍କୁ ମେଡିକାଲ ନେବା ସମୟରେ ଅନେକ ସମସ୍ୟା ଉପୁଜୁଛି। ବର୍ଷା ଦିନେ ସ୍ଥିତି ଆହୁରି ସଙ୍ଗିନ ହୋଇପଡ଼ୁଥିବା ବେଳେ ଗାଁରୁ ବାହାରିବା ମଧ୍ୟ କଷ୍ଟକର ହୋଇଯାଉଛି।ଗାଁକୁ ରାସ୍ତା ନିର୍ମାଣ ପାଇଁ ସ୍ଥାନୀୟ ପ୍ରଶାସନଙ୍କ ନିକଟରେ ବାରମ୍ବାର ଗୁହାରି କରିଥିଲେ ମଧ୍ୟ ଏଯାଏଁ ସମସ୍ୟାର ସମାଧାନ ହୋଇନଥିବା ଗ୍ରାମବାସୀ କହିଛନ୍ତି।
Jeypore, Koraput | Oct 1, 2026
ଆନ୍ତର୍ଜାତିକ କଫି ଦିବସ ଅବସରରେ କୋରାପୁଟ ସମେତ ଓଡ଼ିଶାର ସମସ୍ତ କଫି ଚାଷୀ ଓ କଫିପ୍ରେମୀଙ୍କୁ ଓଡ଼ିଶା କଫି ଉତ୍ପାଦକ ସଂଘର ସଭାପତି ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ ଶୁଭେଚ୍ଛା ଜଣାଇଛନ୍ତି। କୋରାପୁଟ କଫିର ମାନ ଓ ଚାହିଦା ବୃଦ୍ଧିରେ ଚାଷୀଙ୍କ ପରିଶ୍ରମ ପ୍ରଶଂସନୀୟ ବୋଲି ସେ କହିଛନ୍ତି। ଅନୁକୂଳ ଅଞ୍ଚଳରେ କଫି ଚାଷ ବୃଦ୍ଧି କରି ଚାଷୀଙ୍କ ଆୟ ଓ ସ୍ଥାନୀୟ ରୋଜଗାର ବଢ଼ାଇବା ସହ କୋରାପୁଟ କଫିକୁ ଦେଶ-ବିଦେଶରେ ଆହୁରି ପରିଚିତ କରିବାକୁ ସେ ଆହ୍ୱାନ ଦେଇଛନ୍ତି।
Jeypore, Koraput | Oct 1, 2026
ଜୟପୁର ଉପଖଣ୍ଡସ୍ତରୀୟ ଅନ୍ତର୍ଜାତୀୟ ବୟୋଜ୍ୟେଷ୍ଠ ଦିବସ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଛି ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଯୋଗଦେଇଥିଲେ
Jeypore, Koraput | Oct 1, 2026
ଜୟପୁରରେ ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ ପାଳନ ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ ଅବସରରେ ଅକ୍ଟୋବର ୧ ତାରିଖରେ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର କନଫରେନ୍ସ ହଲ୍ରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନର ଗୁରୁତ୍ୱ ଓ ରକ୍ତଦାନ ପାଇଁ ଜନସଚେତନତା ଉପରେ ଗୁରୁତ୍ୱ ଦିଆଯିବ।
Jeypore, Koraput | Oct 1, 2026
ମରଣଯନ୍ତା ପାଲଟିଛି ରାଜ୍ୟ ରାଜପଥ ୪୮ ଖାଲଖମାରେ ଯାତାୟାତ ବିପର୍ଯ୍ୟସ୍ତ, ଧୂଳିଧୂଆଁରେ ଅଣନିଶ୍ୱାସୀ ସହରବାସୀ ବୋରିଗୁମ୍ମାକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ ୪୮ ଏବେ ମରଣଯନ୍ତା ପାଲଟିଛି। ପ୍ରତିଦିନ ଏହି ରାସ୍ତା ଦେଇ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ ଅଭିମୁଖେ ଶହ ଶହ ଗାଡ଼ି ଯାତାୟାତ କରୁଥିବା ବେଳେ ରାସ୍ତାର ଦୟନୀୟ ଅବସ୍ଥା ଯୋଗୁଁ ଯାତ୍ରୀ ଓ ଗାଡ଼ି ଚାଳକ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।ରାସ୍ତାସାରା ବଡ଼ ବଡ଼ ଖାଲଖମା ହୋଇଥିବାରୁ ଦୁର୍ଘଟଣାର ଆଶଙ୍କା ବଢ଼ିଛି। ବିଶେଷକରି କୋରାପୁଟ ସହର ମଧ୍ୟଦେଇ ଯାଇଥିବା ଏହି ରାସ୍ତାର ଗାନ୍ଧୀନଗରଠାରୁ ବିକାଶ ହସ୍ପିଟାଲ ପର୍ଯ୍ୟନ୍ତ ଅଞ୍ଚଳ ଅତ୍ୟନ୍ତ ଦୟନୀୟ ହୋଇପଡ଼ିଛି
Jeypore, Koraput | Oct 1, 2026
ଜୟପୁର ପୌରପାଳିକା ଦ୍ଵାରା ୨ କୋଟି ଟଙ୍କାରୁ ଉର୍ଦ୍ଧ ନିର୍ମିତ ସୁନାନଗର ସ୍ଥିତ ଗୋଶାଳାର ଅବସ୍ଥା ଅତି ଦୁର୍ଭାଗ୍ୟପୂର୍ଣ୍ଣ ଦେଖନ୍ତୁ ପୁରା ଏହି ସ୍ଵତନ୍ତ୍ର ଭିଡିଓ ସମାଜସେବୀ କୃଷ୍ଣ କେଶବ ଷଡ଼ଙ୍ଗୀଙ୍କ ।
Jeypore, Koraput | Oct 1, 2026
ଜୟପୁର ପୌରପାଳିକାରେ ବୁଲୁଛି ନମ୍ବର ଅସଲି ଗାଡ଼ି ନକଲି, ଏଥି ସହିତ କିଛି ଗାଡିର କାଗଜ ପତ୍ର ସଠିକ୍ ନଥିବା ଅଭିଯୋଗ ଆଣିଛନ୍ତି ବିଜେପି ନେତା ରବିନ୍ଦ୍ର ମହାପାତ୍ର।
Jeypore, Koraput | Oct 1, 2026
ଶିକ୍ଷକଙ୍କ ମାଡ଼ରେ ଛାତ୍ରଙ୍କ ମୃତ୍ୟୁ ଅଭିଯୋଗ ଶିକ୍ଷକଙ୍କ ମାଡ଼ରେ ପଞ୍ଚମ ଶ୍ରେଣୀର ଜଣେ ଛାତ୍ରଙ୍କ ମୃତ୍ୟୁ ଅଭିଯୋଗ । ଚିକିତ୍ସାଧୀନ ଅବସ୍ଥାରେ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତ ଛାତ୍ର ହେଲେ ଗଙ୍ଗା ଜାନି ଗଡ଼ପଦର ଆବାସିକ ବିଦ୍ୟାଳୟରେ ରହି ପଞ୍ଚମ ଶ୍ରେଣୀରେ ପାଠ ପଢୁଥିଲେ । ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଗଙ୍ଗାଙ୍କ ମୃତ୍ୟୁ ହୋଇଛି ।ଘଟଣାକୁ ନେଇ ମୃତ ଛାତ୍ରଙ୍କ ପରିବାର ପକ୍ଷରୁ ପ୍ରଧାନଶିକ୍ଷକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ତେବେ ଛାତ୍ରଙ୍କ ମୃତ୍ୟୁର ପ୍ରକୃତ କାରଣ ଏବଂ ଶିକ୍ଷକଙ୍କ ମାଡ଼ ସହ ମୃତ୍ୟୁର ସମ୍ପର୍କ ନେଇ ତଦନ୍ତ ପରେ ସ୍ପଷ୍ଟ ହେବ । ଏହାକୁ ନେଇ ପ୍ରଧାନ ଶିକ୍ଷକ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ମଧ୍ୟ ଉଚ୍ଚସ୍ତରୀୟ ତଦନ୍ତ ଦାବି ହୋଇଛି।
Jeypore, Koraput | Oct 1, 2026