BIG BREAKING
#ଜାତୀୟ_ରାଜପଥର_ଓଭର_ବ୍ରିଜ୍_ତଳକୁ_ଖସିଲା_ଟ୍ରକ_ଚାଳକ_ଆହତ
୧୬ ନମ୍ବର ଜାତୀୟ ରାଜପଥର ଓଭର ବ୍ରିଜ୍ ତଳକୁ ଖସିଲା ଏକ ଛଅ ଚକିଆ ଟ୍ରକ । ଏବେ ଏବେ ଯାଜପୁର ଜିଲ୍ଲା ବଡ଼ଚଣା ଥାନା ନିକଟସ୍ଥ ଗଣ୍ଠିଛକ ଓଭର ବ୍ରିଜ୍ ଉପରୁ ଦଶ ଫୁଟ୍ ତଳକୁ ଖସିଲା ଟ୍ରକ୍, ଖବର ପାଇ ଘଟଣା ସ୍ଥଳେ ବଡ଼ଚଣା ପୋଲିସ୍ ପହଞ୍ଚି ଆହତ ଚାଳକକୁ ଉଦ୍ଧାର କରି ବଡ଼ଚଣା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ ଗାଡ଼ିର ନମ୍ୱର୍ OR 09E 6429 ଗାଡ଼ିଟି କଟକରୁ ଚଣ୍ଡିଖୋଲ ଅଭିମୁଖେ ଯାଉଥିବା ଜଣାପଡ଼ିଛି।
#RoadAcident
#Truckaccident
#NHAIAcident
#Nh16
#Rescusbarchanapollice
#Jajpur
#Barchana
#Chandikhol
#AsmitaKhabar
Jajapur, Jajpur | Aug 12, 2026