Public App Logo
Profile Picture

Ashutosh Bal

@newsjajpur9124
8750Followers
1662Following
ବିଞ୍ଝାରପୁର: ଦଶରଥପୁର ବ୍ଲକ ଅହିୟାସ ସରକାରୀ ଉଚ୍ଚ ବିଦ୍ୟାଳୟର ୭୯ ବର୍ଷ ପୂର୍ତ୍ତି ଉତ୍ସବ ଓ ହିରକ ଜୟନ୍ତୀ ସମାରୋହ ଉଦ୍ଘାଟିତ
କୋରେଇ: ଯାଜପୁର ଟାଉନ ସ୍ଥିତ ମା ବିରଜା ମନ୍ଦିରକୁ ଜିଲ୍ଲାପାଳଙ୍କ ଗସ୍ତ,ଦର୍ଶନକୁ ନେଇ ବରିଷ୍ଠ ନାଗରିକଙ୍କ ସହିତ କଲେ ଆଲୋଚନା
ବଡଚଣା: ବଡ଼ଚଣାର ପୂର୍ବତନ ବିଧାୟକଙ୍କ ବାପାଙ୍କ ଶ୍ରାଦ୍ଧ ବାର୍ଷିକ ଉତ୍ସବ,ବଡ଼ଚଣା ସ୍ଥିତ ଵାସଭବନରେ ଯୋଗଦେଲେ ଅନେକ ରାଜନେତା
ଯାଜପୁର: ରୂଢିଆ ବ୍ରିଜ ନିକଟରେ ଯାଜପୁର ତହସିଲ ପ୍ରଶାସନ ପକ୍ଷରୁ ଚଢ଼ାଉ,ଗୋଟିଏ ଜେସିବି ଗାଡି ଜବତ
ଯାଜପୁର: କୁଆଖିଆ ସତସଙ୍ଗ ବିହାର ପରିସରରେ ବନ୍ଧୁମିଳନ ଉତ୍ସବରେ ସାମିଲ ହେଲେ ମହମ୍ମଦ ମୋକିମ୍,ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ଦେଲେ ସୂଚନା
ଯାଜପୁର: ଚଣ୍ଡିଖୋଲ ଛକ ରେ ଥିବା ଜବରଦଖଲ କାରୀଙ୍କୁ ଉଚ୍ଛେଦ କଲା ପ୍ରଶାସନ, ବ୍ୟାପକ ପୋଲିସ ମୁତୟନ
ଯାଜପୁର: କୋରେଇ ବ୍ଲକର ପୂର୍ବତନ ଅଧ୍ୟକ୍ଷଙ୍କ ଶ୍ରାଦ୍ଧ ବାର୍ଷିକ ଉତ୍ସବ,ପାଣିକୋଇଲି  ଵାସଭବନରେ ପରିବାରକୁ ଭେଟି ସମବେଦନା ଜଣାଇଲେ ପୂର୍ବତନ ବିଧାୟକ
ଯାଜପୁର: ମୁକୁନ୍ଦପୁର ଗାଁରେ ଯୌତୁକ ପାଇଁ ବହୁକୁ ହତ୍ୟା ଅଭିଯୋଗ,ନ୍ୟାୟ ପାଇଁ  କୋରେଇ ଥାନରେ ଏତେଲା ଦେଲେ ମୃତ ବହୁର ପରିବାର
ଯାଜପୁର: ଚିତ୍ତରାସାହିରେ ଜନୈକ ବ୍ୟକ୍ତିଙ୍କ ଘରେ ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ,ଘର ପୋଡି ପାଉଁଶ,ଅଗ୍ନିଶମ ବିଭାଗ ଦ୍ୱାରା ନିଆଁକୁ ଆୟତ୍ତ
ଯାଜପୁର: ରାଜ୍ୟ କଂଗ୍ରେସ ନେତୃତ୍ୱରେ ବଡ଼ଚଣା ବୈରୀ ଠାରୁ ଚମ୍ପାପୁର ପର୍ଯ୍ୟନ୍ତ ପଦଯାତ୍ରା,ଅନେକ କଂଗ୍ରେସ କର୍ମୀ ସାମିଲ
ବିଞ୍ଝାରପୁର: ବିଂଝାରପୁର ବ୍ଲକ କାର୍ଯ୍ୟାଳୟ ସଭା ଗୃହରେ ଜିଲ୍ଲାପାଳ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ
ଯାଜପୁର: ବଡ଼ଚଣା ବ୍ଲକ ଧାନମଣ୍ଡଳ ସରକାରୀ ଉଚ୍ଚ ବିଦ୍ୟାଳୟ ବାର୍ଷିକ ଉତ୍ସବ ଅନୁଷ୍ଠିତ, ଯୋଗଦେଲେ ଅନେକ ଛାତ୍ର ଛାତ୍ରୀ
କୋରେଇ: ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ମନ୍ଦିର ଭିତରେ ଜଣେ ହିନ୍ଦୁ ଯୁବତୀଙ୍କ ସହ ସଂଖ୍ୟା ଲଘୁ ଯୁବକ ପ୍ରବେଶ କରିବାକୁ ନେଇ ଉତ୍ତେଜନ
ଯାଜପୁର: ଟାଟା କମ୍ପାନୀ ବିଦ୍ୟୁତ ବିଲ ବୃଦ୍ଧି କରିବାକୁ ନେଇ ଆନ୍ଦୋଳନ ପାଇଁ ସାପଗଡିଆ କାର୍ଯ୍ୟାଳୟରେ ଚେତାବନୀ ଦେଲେ କଂଗ୍ରେସ ନେତା ବିଦ୍ୟାଧର ମହାନ୍ତି
ବରୀ ରାମଚନ୍ଦ୍ରପୁର: ସମିତି ସଭ୍ୟା ଶାଶୁଙ୍କ ଦେହାନ୍ତ, ବାଇଁଶିରିଆ ଗାଁରେ ପରିବାରକୁ ଭେଟି ସମବେଦନା ଜଣାଇଲେ ବିଧାୟକ ବିଶ୍ୱରଂଜନ ମଲ୍ଲିକ
ଯାଜପୁର: ମିଳିତ ଟ୍ରେଡ଼ ୟୁନିୟନ ପକ୍ଷରୁ ବିଭିନ୍ନ ସମସ୍ୟାର ସମାଧାନ ଉଦେଶ୍ୟ ଡାକବଙ୍ଗଳା ସ୍ଥିତ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର
ଯାଜପୁର: 5 ଟି ପ୍ରକଳ୍ପ କାର୍ଯ୍ୟର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଆଜି ବ୍ୟାସନଗର ସ୍ଥିତ ଡାକବଙ୍ଗାଳ ଛକରେ ଦାବିକଲେ ଜିଲ୍ଲା ସିପିଆଇଏମ ସଭାପତି ପ୍ରଫୁଲ
ଯାଜପୁର: ଯାଜପୁର ବିଜେପି ପକ୍ଷରୁ ମକେଇପୁର ସ୍ଥିତ କାର୍ଯ୍ୟାଳୟ ସାଙ୍ଗଠନିକ ବୈଠକ,ସାମିଲ ହେଲେ ଅନେକ ବିଜେପି କାର୍ଯ୍ୟକର୍ତା
ବିଞ୍ଝାରପୁର: ବଡ଼ଚଣା ବିଜେପି ପକ୍ଷରୁ କାଇମାଟିଆ ସ୍ଥିତ ନେତାଜୀ ଉଚ୍ଚ ବିଦ୍ୟାଳୟରେ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ
ବଡଚଣା: ରସୁଲପୁର ବ୍ଲକ ବାହାଦଲାପୁର ଗାଁର ସମାଜସେବୀ ବିଶ୍ୱଜିତଙ୍କ ଭାଇଙ୍କ ଦେହାନ୍ତପରିବାରକୁ ଭେଟି ସମବେଦନା ଜଣାଇଲେ ସାଂସଦ
କୋରେଇ: ପଞ୍ଚିକୋଟ ପଂଚାୟତ ବିଜେଡି ପକ୍ଷରୁ କାମୁଡ଼େଇ ପୀଠରେ ଯୁବ ଛାତ୍ର ସମ୍ମିଳନୀ ଅନୁଷ୍ଠିତ,ଶତାଧିକ ଯୁବ ଓ ଛାତ୍ର ସାମିଲ
ଯାଜପୁର: ଧର୍ମଶାଳା ଅଂଚଳରେ ଅଶାନ୍ତ ପରିସ୍ଥିତିକୁ ନେଇ ଯାଜପୁର ଟାଉନରେ ପତିକ୍ରିୟା ରଖିଲେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ ଚନ୍ଦ୍ର ଘଡେଇ
ଯାଜପୁର: ଅଡଙ୍ଗ ଗାଁ ରାସ୍ତା କଡରେ କେହି ଦୁର୍ବୁର୍ତ୍ତ ଷଣ୍ଢକୁ ହାଣି ରକ୍ତାତ କରିବା ଘଟଣା,କରି ରାଷ୍ଟ୍ରୀୟ ବଜରଙ୍ଗଦଳ ପକ୍ଷରୁ ସଦର ଥାନାରେ ଏତେଲା
ଯାଜପୁର: ଶଙ୍ଖଚିଲା ସ୍ଥିତ ମନ୍ଦିରରେ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୮୩ତମ ଆବିର୍ଭାବ ମହୋତ୍ସବ ଅନୁଷ୍ଠିତ
ଯାଜପୁର: ଯାଜପୁର ଟାଉନ ସ୍ଥିତ ବିଜେଡି କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣି,କୋରେଇ ପଂଚାୟତ ବାସି ଦେଲେ ଯୋଗ