Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
Congress
Modi
Delhi
Viral
मारपीट
Crime
Jharkhand
Dm
Up
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
Uttarpradesh

News in Jajapur

BIG BREAKING 
#ଜାତୀୟ_ରାଜପଥର_ଓଭର_ବ୍ରିଜ୍_ତଳକୁ_ଖସିଲା_ଟ୍ରକ_ଚାଳକ_ଆହତ 
୧୬ ନମ୍ବର ଜାତୀୟ ରାଜପଥର ଓଭର ବ୍ରିଜ୍ ତଳକୁ ଖସିଲା ଏକ ଛଅ ଚକିଆ ଟ୍ରକ । ଏବେ ଏବେ ଯାଜପୁର ଜିଲ୍ଲା ବଡ଼ଚଣା ଥାନା ନିକଟସ୍ଥ ଗଣ୍ଠିଛକ ଓଭର ବ୍ରିଜ୍ ଉପରୁ ଦଶ ଫୁଟ୍ ତଳକୁ ଖସିଲା ଟ୍ରକ୍, ଖବର ପାଇ ଘଟଣା ସ୍ଥଳେ ବଡ଼ଚଣା ପୋଲିସ୍ ପହଞ୍ଚି ଆହତ ଚାଳକକୁ ଉଦ୍ଧାର କରି  ବଡ଼ଚଣା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ ଗାଡ଼ିର ନମ୍ୱର୍ OR 09E 6429 ଗାଡ଼ିଟି କଟକରୁ ଚଣ୍ଡିଖୋଲ ଅଭିମୁଖେ ଯାଉଥିବା ଜଣାପଡ଼ିଛି।
#RoadAcident 
#Truckaccident 
#NHAIAcident 
#Nh16
#Rescusbarchanapollice
#Jajpur
#Barchana
#Chandikhol
#AsmitaKhabar

BIG BREAKING #ଜାତୀୟ_ରାଜପଥର_ଓଭର_ବ୍ରିଜ୍_ତଳକୁ_ଖସିଲା_ଟ୍ରକ_ଚାଳକ_ଆହତ ୧୬ ନମ୍ବର ଜାତୀୟ ରାଜପଥର ଓଭର ବ୍ରିଜ୍ ତଳକୁ ଖସିଲା ଏକ ଛଅ ଚକିଆ ଟ୍ରକ । ଏବେ ଏବେ ଯାଜପୁର ଜିଲ୍ଲା ବଡ଼ଚଣା ଥାନା ନିକଟସ୍ଥ ଗଣ୍ଠିଛକ ଓଭର ବ୍ରିଜ୍ ଉପରୁ ଦଶ ଫୁଟ୍ ତଳକୁ ଖସିଲା ଟ୍ରକ୍, ଖବର ପାଇ ଘଟଣା ସ୍ଥଳେ ବଡ଼ଚଣା ପୋଲିସ୍ ପହଞ୍ଚି ଆହତ ଚାଳକକୁ ଉଦ୍ଧାର କରି ବଡ଼ଚଣା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ ଗାଡ଼ିର ନମ୍ୱର୍ OR 09E 6429 ଗାଡ଼ିଟି କଟକରୁ ଚଣ୍ଡିଖୋଲ ଅଭିମୁଖେ ଯାଉଥିବା ଜଣାପଡ଼ିଛି। #RoadAcident #Truckaccident #NHAIAcident #Nh16 #Rescusbarchanapollice #Jajpur #Barchana #Chandikhol #AsmitaKhabar

Jajapur, Jajpur | Aug 12, 2026

Jajapur, Jajpur | Aug 12, 2026

#ବାଘ_ସନ୍ଧାନରେ_ବନବିଭାଗ।  
ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ସାଉଡିଆ ପଞ୍ଚାୟତ ତାଳୁଆ  ଆଖୁ ବିଲରେ ବାଘ । ସନ୍ଧାନରେ ବନ ବିଭାଗ ପ୍ରଶାସନ ସହ ଖାନ ତଲାସି କରୁଛନ୍ତି ପୋଲିସ ବିଭାଗ । 
#BreakingNews 
#TigerNation 
#VillageTiger 
#Barachana
#BalichandrapurPS 
#ForestDepartment 
#ASMITAKHABAR

#ବାଘ_ସନ୍ଧାନରେ_ବନବିଭାଗ। ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ସାଉଡିଆ ପଞ୍ଚାୟତ ତାଳୁଆ ଆଖୁ ବିଲରେ ବାଘ । ସନ୍ଧାନରେ ବନ ବିଭାଗ ପ୍ରଶାସନ ସହ ଖାନ ତଲାସି କରୁଛନ୍ତି ପୋଲିସ ବିଭାଗ । #BreakingNews #TigerNation #VillageTiger #Barachana #BalichandrapurPS #ForestDepartment #ASMITAKHABAR

Jajapur, Jajpur | Aug 8, 2026

#ନବୀନ_ବାବୁ_କହୁଛନ୍ତି_ମୁଁ_କୁଆଡ଼େ_ବଦମାସ_ଧର୍ମେନ୍ଦ୍ର ?
ରେଢ଼ାଖୋଲରେ କେନ୍ଦ୍ରିୟ ବିଶ୍ୱବିଦ୍ୟାଳୟରେ ସ୍ଥାପନ ଅବସରରେ ମତେ ପ୍ରଶ୍ନନ ଭାଇ ଅନୁମତି ଦେଇଛନ୍ତି ,  ଆପଣଙ୍କ ଦଳପତି ମତେ କହୁଛନ୍ତି ଗୋ-ବ୍ୟାକ୍ , ଏ ଓଡ଼ିଶାରର କୁଳାଙ୍ଗାର ଏ ପଳାଉ । ସାଢେ଼ ଚାରି କୋଟି ଲୋକଙ୍କର ମୁଣ୍ଡ ତଳକୁ କରିନି ମହାପ୍ରଭୁଙ୍କ ଆର୍ଶୀବାଦ ମୋ ଉପରେ ଅଛି ...
#DharmendraPradhan 
#NaveenPatanaik 
#DharmendraPradhanaGoBack 
#SambalpurMeeting
#ASMITAKHABAR

#ନବୀନ_ବାବୁ_କହୁଛନ୍ତି_ମୁଁ_କୁଆଡ଼େ_ବଦମାସ_ଧର୍ମେନ୍ଦ୍ର ? ରେଢ଼ାଖୋଲରେ କେନ୍ଦ୍ରିୟ ବିଶ୍ୱବିଦ୍ୟାଳୟରେ ସ୍ଥାପନ ଅବସରରେ ମତେ ପ୍ରଶ୍ନନ ଭାଇ ଅନୁମତି ଦେଇଛନ୍ତି , ଆପଣଙ୍କ ଦଳପତି ମତେ କହୁଛନ୍ତି ଗୋ-ବ୍ୟାକ୍ , ଏ ଓଡ଼ିଶାରର କୁଳାଙ୍ଗାର ଏ ପଳାଉ । ସାଢେ଼ ଚାରି କୋଟି ଲୋକଙ୍କର ମୁଣ୍ଡ ତଳକୁ କରିନି ମହାପ୍ରଭୁଙ୍କ ଆର୍ଶୀବାଦ ମୋ ଉପରେ ଅଛି ... #DharmendraPradhan #NaveenPatanaik #DharmendraPradhanaGoBack #SambalpurMeeting #ASMITAKHABAR

Jajapur, Jajpur | Aug 8, 2026

#ମା_କହୁଛି_ପୁଅ_ଡରୁଛି_ପୁଅ_କହୁଛି_ଏଆଇ_ରେ_କରିଛି_ବାଘକୁ_ନେଇ_ତୁମୁଳକାଣ୍ଡ 
ପୋଲିସ ଓ ବନ ବିଭାଗକୁ ନାକେଦମ କଲେ ଯୁବକ, ଶେଷରେ ଜେରା ପରେ ମାନିଲେ ମୁଁ କରିଥିଲି ଏମିତି କାଣ୍ଡ , ଏବେ ପୋଲିସ ହେପାଜତରେ ସାଉଡିଆ ପଞ୍ଚାୟତ ବଣିଆରି  ତାଳୁକା ଗ୍ରାମର ଶ୍ରୀକାନ୍ତ ନିଧି । ପୋଲିସ ପକ୍ଷରୁ ଗୁଜବ ବୋଲି ସ୍ପଷ୍ଟୀକରଣ।
#TigerViral 
#TigerViral 
#FakePhoto 
#BalichandrapurPolice 
#FalseAligation 
#ASMITAKHABAR

#ମା_କହୁଛି_ପୁଅ_ଡରୁଛି_ପୁଅ_କହୁଛି_ଏଆଇ_ରେ_କରିଛି_ବାଘକୁ_ନେଇ_ତୁମୁଳକାଣ୍ଡ ପୋଲିସ ଓ ବନ ବିଭାଗକୁ ନାକେଦମ କଲେ ଯୁବକ, ଶେଷରେ ଜେରା ପରେ ମାନିଲେ ମୁଁ କରିଥିଲି ଏମିତି କାଣ୍ଡ , ଏବେ ପୋଲିସ ହେପାଜତରେ ସାଉଡିଆ ପଞ୍ଚାୟତ ବଣିଆରି ତାଳୁକା ଗ୍ରାମର ଶ୍ରୀକାନ୍ତ ନିଧି । ପୋଲିସ ପକ୍ଷରୁ ଗୁଜବ ବୋଲି ସ୍ପଷ୍ଟୀକରଣ। #TigerViral #TigerViral #FakePhoto #BalichandrapurPolice #FalseAligation #ASMITAKHABAR

Jajapur, Jajpur | Aug 8, 2026

#ମହାବିନାୟକ_ପୀଠରେ_କାଉଡ଼ିଆଙ୍କ_ଭିଡ଼,
#ବାବାଙ୍କୁ_ଜଳାଭିଷେକ_କଲେ_ହଜାର_ହଜାର_ଭକ୍ତ
ବୋଲ ବମ୍ ଧ୍ୱନିରେ କମ୍ପିଲା ମହାବିନାୟକ ପୀଠ; ଶୃଙ୍ଖଳିତ ଭାବେ ପାଣି ଢାଳି ପୂଜାର୍ଚ୍ଚନା କଲେ କାଉଡ଼ିଆ ଭକ୍ତ
#Bolbom
#PaniBhara 
#ShrabanaMasa
#Mahabinayaktemple 
#Mahabinayak
#HaraHarMahadeb
#Jajpur
#chandikhol 
#ASMITAKHABAR

#ମହାବିନାୟକ_ପୀଠରେ_କାଉଡ଼ିଆଙ୍କ_ଭିଡ଼, #ବାବାଙ୍କୁ_ଜଳାଭିଷେକ_କଲେ_ହଜାର_ହଜାର_ଭକ୍ତ ବୋଲ ବମ୍ ଧ୍ୱନିରେ କମ୍ପିଲା ମହାବିନାୟକ ପୀଠ; ଶୃଙ୍ଖଳିତ ଭାବେ ପାଣି ଢାଳି ପୂଜାର୍ଚ୍ଚନା କଲେ କାଉଡ଼ିଆ ଭକ୍ତ #Bolbom #PaniBhara #ShrabanaMasa #Mahabinayaktemple #Mahabinayak #HaraHarMahadeb #Jajpur #chandikhol #ASMITAKHABAR

Jajapur, Jajpur | Aug 3, 2026

#ଶ୍ରାବଣ_ମାସ_ପାଣିଭାରର_ଜାଣନ୍ତୁ_ନିୟମ 
ଧାରାଶ୍ରୀ ଶ୍ରାବଣ ମାସରେ ଭକ୍ତମାନେ ଜଳ ଲାଗି କରିବା ପାଇଁ ନିମନ୍ତେ ପାଣିଭାର ନେଇ ବିଭିନ୍ନ ଶୈବପୀଠକୁ ଯାଆନ୍ତି। ହେଲେ ପାଣିଭାର ନେବା ପାଇଁ କଣ ରହିଛି ପାଳନ ନିୟମ ଦେଖନ୍ତୁ ଏହି ଭିଡ଼ିଓ ଅସ୍ମିତା ଖବର ଡିଜିଟାଲ ମିଡିଆ ମାଧ୍ୟମରେ । 
#Bolbom
#PaniBhara 
#ShrabanaMasa
#Raghunathapanda
#ShaibaPitha 
#HaraHarMahadeb
#SpritualSpeach 
#ASMITAKHABAR

#ଶ୍ରାବଣ_ମାସ_ପାଣିଭାରର_ଜାଣନ୍ତୁ_ନିୟମ ଧାରାଶ୍ରୀ ଶ୍ରାବଣ ମାସରେ ଭକ୍ତମାନେ ଜଳ ଲାଗି କରିବା ପାଇଁ ନିମନ୍ତେ ପାଣିଭାର ନେଇ ବିଭିନ୍ନ ଶୈବପୀଠକୁ ଯାଆନ୍ତି। ହେଲେ ପାଣିଭାର ନେବା ପାଇଁ କଣ ରହିଛି ପାଳନ ନିୟମ ଦେଖନ୍ତୁ ଏହି ଭିଡ଼ିଓ ଅସ୍ମିତା ଖବର ଡିଜିଟାଲ ମିଡିଆ ମାଧ୍ୟମରେ । #Bolbom #PaniBhara #ShrabanaMasa #Raghunathapanda #ShaibaPitha #HaraHarMahadeb #SpritualSpeach #ASMITAKHABAR

Jajapur, Jajpur | Aug 2, 2026

#ବ୍ରଜପାତରେ_ଜଣେ_ମୃତ_ଦୁଇ_ଗୃରୁତର
ସମିଆ ସ୍ଥିତ ଏକ ବିଲରେ କାମ କରୁଥିବା ସମୟରେ ବଜ୍ରପାତ ହୋଇଥିବାରୁ ଜଣଙ୍କ ମୃତ୍ୟୁ ଘଟିଛି । ମୃତ ଜଣକ ଚଣ୍ଡିତଳ ପଞ୍ଚାୟତର  କୁମର ମଲ୍ଲିକଙ୍କ ପୁତ୍ର ଚନ୍ଦନ ( ୨୮ ) ସମିଆ ସ୍ଥିତ ତାଙ୍କ ବନ୍ଧୁ ପରିଜନ ଙ୍କ ବିଲ କ୍ଷେତରେ କାମକରୁଥିବା ସମୟରେ ବଜ୍ରପାତ ହୋଇଥିଲା । ସେଠାରେ  ସେ ସଙ୍ଗ୍ୟାହୀନ ହୋଇପଡିଲେ , ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିଥିବାରୁ ଜଣାପଡ଼ିଛି । ଅନ୍ୟ ଦୁଇ ଜଣ ଗୃରୁତର ହୋଇଥିବା ସୂଚନା ମିଳିଛି। 
#BreakingNews 
#LightningStrike
#Thunderbolt
#OdishaWeather
#Accident
#WeatherAlert 
#OdishaNews
#Barchana
#Budhakendua
#ASMITAKHABAR

#ବ୍ରଜପାତରେ_ଜଣେ_ମୃତ_ଦୁଇ_ଗୃରୁତର ସମିଆ ସ୍ଥିତ ଏକ ବିଲରେ କାମ କରୁଥିବା ସମୟରେ ବଜ୍ରପାତ ହୋଇଥିବାରୁ ଜଣଙ୍କ ମୃତ୍ୟୁ ଘଟିଛି । ମୃତ ଜଣକ ଚଣ୍ଡିତଳ ପଞ୍ଚାୟତର କୁମର ମଲ୍ଲିକଙ୍କ ପୁତ୍ର ଚନ୍ଦନ ( ୨୮ ) ସମିଆ ସ୍ଥିତ ତାଙ୍କ ବନ୍ଧୁ ପରିଜନ ଙ୍କ ବିଲ କ୍ଷେତରେ କାମକରୁଥିବା ସମୟରେ ବଜ୍ରପାତ ହୋଇଥିଲା । ସେଠାରେ ସେ ସଙ୍ଗ୍ୟାହୀନ ହୋଇପଡିଲେ , ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିଥିବାରୁ ଜଣାପଡ଼ିଛି । ଅନ୍ୟ ଦୁଇ ଜଣ ଗୃରୁତର ହୋଇଥିବା ସୂଚନା ମିଳିଛି। #BreakingNews #LightningStrike #Thunderbolt #OdishaWeather #Accident #WeatherAlert #OdishaNews #Barchana #Budhakendua #ASMITAKHABAR

Jajapur, Jajpur | Aug 2, 2026

#ଅସ୍ମିତା_ଖବରର_ପ୍ରଥମ_ସ୍ୱଣ୍ଣକ୍ଷେତ୍ର_ଦିବସ ପବିତ୍ର ରଥଯାତ୍ରା ଅବସରରେ ଅସ୍ମିତା ଖବର ଡିଜିଟାଲ ମିଡ଼ିଆ ହାଉସର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ  ଅସ୍ମିତା ଖବରକୁ ସହୋଯୋଗର ହାତ ବଢ଼ାଈଥିବାରୁ ଅନୁଷ୍ଠାନ ପକ୍ଷରୁ ଅନେକ ଅନେକ ଶୁଭେଚ୍ଛା । 
#OneYearCelebraation 
#AsmitaKhabarDigital
#AsmitaKhabarOdia 
#AsmitaMediaHouse #GenaralMeettingAsmitaKhabar #ChandikholNews 
#RathaYatraSpecial 
#OdishaNews 
#ChandiMobillpoint
#SwabhimanOdishaFoundation
#AustinNews
#BuildReachRelcons
#NewStyleFashion
#Adarshayubaparishadsora
#SaiEnterpise
#MahalaxmiJewellery
#prayasSechhasebiAnushthan 
#ASMITAKHABAR

#ଅସ୍ମିତା_ଖବରର_ପ୍ରଥମ_ସ୍ୱଣ୍ଣକ୍ଷେତ୍ର_ଦିବସ ପବିତ୍ର ରଥଯାତ୍ରା ଅବସରରେ ଅସ୍ମିତା ଖବର ଡିଜିଟାଲ ମିଡ଼ିଆ ହାଉସର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଅସ୍ମିତା ଖବରକୁ ସହୋଯୋଗର ହାତ ବଢ଼ାଈଥିବାରୁ ଅନୁଷ୍ଠାନ ପକ୍ଷରୁ ଅନେକ ଅନେକ ଶୁଭେଚ୍ଛା । #OneYearCelebraation #AsmitaKhabarDigital #AsmitaKhabarOdia #AsmitaMediaHouse #GenaralMeettingAsmitaKhabar #ChandikholNews #RathaYatraSpecial #OdishaNews #ChandiMobillpoint #SwabhimanOdishaFoundation #AustinNews #BuildReachRelcons #NewStyleFashion #Adarshayubaparishadsora #SaiEnterpise #MahalaxmiJewellery #prayasSechhasebiAnushthan #ASMITAKHABAR

Jajapur, Jajpur | Jul 29, 2026