Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
Uttarpradesh
image
image
image
image
image

ଭଦ୍ରକରେ ଲଗାଣ ବର୍ଷା ଓ ବନ୍ୟା ସ୍ଥିତି ପରେ ଗ୍ରାଉଣ୍ଡ ଜିରୋରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । #Odishanews #cmodisha #Mohancharanmajhi #pabitranewsodisha

MORE NEWS

#ବନ୍ୟାଞ୍ଚଳ_ପରିଦର୍ଶନ_କଲେ_ମୁଖ୍ୟମନ୍ତ୍ରୀ 
ଭଦ୍ରକ ଜିଲ୍ଲା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ତିହିଡି ବ୍ଲକ୍‌ ଅନ୍ତର୍ଗତ ବୋଡ଼କ ଓରାଳି ଠାରେ ପହଞ୍ଚି ସେଠାରୁ ଓଡାଫ ଟିମ୍ ସହିତ ଶ୍ୟାମସୁନ୍ଦରପୁର ପଞ୍ଚାୟତର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। 
#pabitranewsodisha #MohanCharanMajhi #OdishaNews #CMOdisha #Bhadrak

#ବନ୍ୟାଞ୍ଚଳ_ପରିଦର୍ଶନ_କଲେ_ମୁଖ୍ୟମନ୍ତ୍ରୀ ଭଦ୍ରକ ଜିଲ୍ଲା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ତିହିଡି ବ୍ଲକ୍‌ ଅନ୍ତର୍ଗତ ବୋଡ଼କ ଓରାଳି ଠାରେ ପହଞ୍ଚି ସେଠାରୁ ଓଡାଫ ଟିମ୍ ସହିତ ଶ୍ୟାମସୁନ୍ଦରପୁର ପଞ୍ଚାୟତର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। #pabitranewsodisha #MohanCharanMajhi #OdishaNews #CMOdisha #Bhadrak

Kendujhar Town, Kendujhar | Aug 18, 2026

#ବର୍ଷାରେ_ଭୁଶୁଡ଼ିଲା_ଘର
#ଅଳ୍ପକେ_ବର୍ତ୍ତିଲା_ପରିବାର
କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗିରି ଗ୍ରାମରେ ଲଗାଣ ବର୍ଷା ଯୋଗୁଁ ଏକ ମାଟିଘର ଭୁଶୁଡ଼ି ପଡ଼ିଛି। ଗ୍ରାମର ପୁରୁଷୋତ୍ତମ ମହାନ୍ତଙ୍କ ବାସଗୃହର ମାଟି କାନ୍ଥ ଭାଙ୍ଗି ପଡ଼ିବା ସହ ଘରର ଛାଉଣୀ ଓ ଘରୋଇ ସାମଗ୍ରୀ କ୍ଷତିଗ୍ରସ୍ତ ହୋଇଛି।
#Latastnews #Patna #keonjhar #Pabitranewsodisha #odishanews #odianews

#ବର୍ଷାରେ_ଭୁଶୁଡ଼ିଲା_ଘର #ଅଳ୍ପକେ_ବର୍ତ୍ତିଲା_ପରିବାର କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗିରି ଗ୍ରାମରେ ଲଗାଣ ବର୍ଷା ଯୋଗୁଁ ଏକ ମାଟିଘର ଭୁଶୁଡ଼ି ପଡ଼ିଛି। ଗ୍ରାମର ପୁରୁଷୋତ୍ତମ ମହାନ୍ତଙ୍କ ବାସଗୃହର ମାଟି କାନ୍ଥ ଭାଙ୍ଗି ପଡ଼ିବା ସହ ଘରର ଛାଉଣୀ ଓ ଘରୋଇ ସାମଗ୍ରୀ କ୍ଷତିଗ୍ରସ୍ତ ହୋଇଛି। #Latastnews #Patna #keonjhar #Pabitranewsodisha #odishanews #odianews

Kendujhar Town, Kendujhar | Aug 17, 2026

ଲଗାଣ ବର୍ଷାର ଯୋଗୁଁ ଆଜି ବାରିପଦା ସହରର ଷ୍ଟେସନବଜାର-ଶୁନଗଡ଼ିଆ ନିକଟରେ ପ୍ରାୟ ୫୦ ମିଟର ରେଳଧାରଣା ଦବିଯାଇଛି। ଫଳରେ ରେଳ ବିଭାଗ ପକ୍ଷରୁ ଏହି ରୁଟ୍‌ରେ ସମସ୍ତ ରେଳ ଚଳାଚଳକୁ ବନ୍ଦ ରଖାଯାଇଛି।
#Pabitranewsodisha #Baripada #OdishaNews #Train #Trainrouteclosed
#mayurbhanj

ଲଗାଣ ବର୍ଷାର ଯୋଗୁଁ ଆଜି ବାରିପଦା ସହରର ଷ୍ଟେସନବଜାର-ଶୁନଗଡ଼ିଆ ନିକଟରେ ପ୍ରାୟ ୫୦ ମିଟର ରେଳଧାରଣା ଦବିଯାଇଛି। ଫଳରେ ରେଳ ବିଭାଗ ପକ୍ଷରୁ ଏହି ରୁଟ୍‌ରେ ସମସ୍ତ ରେଳ ଚଳାଚଳକୁ ବନ୍ଦ ରଖାଯାଇଛି। #Pabitranewsodisha #Baripada #OdishaNews #Train #Trainrouteclosed #mayurbhanj

Kendujhar Town, Kendujhar | Aug 17, 2026