Public App Logo
କୋରାପୁଟ ସହରର ମେଘରାଜ ଅଞ୍ଚଳରେ ବଡ଼ଧରଣର ଚୋରି ଘଟଣାକୁ ନେଇ ଆତଙ୍କ। ଗୋଟିଏ ରାତିରେ ମାମୁ-ଭଣଜାଙ୍କ ଦୁଇଟି ଘରକୁ ଟାର୍ଗେଟ କରିଛନ୍ତି ଦୁର୍ବୃତ୍ତ। ତାଲା ଭାଙ୍ଗି ଘରେ ପଶି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି, - Jeypore News