ଭଦ୍ରକ::#ତିହିଡି_ବ୍ଲକ୍ରେ_ବନ୍ୟା_ପରିସ୍ଥିତି_ଅନୁଧ୍ୟାନ_କଲେ_ମୁଖ୍ୟମନ୍ତ୍ରୀ ବନ୍ୟା ପରିସ୍ଥିତିର ସ୍ଥିତି ଅନୁଧ୍ୟାନ କରିବା ସହ ଈଶାନପୁର, ଶ୍ୟାମସୁନ୍ଦରପୁର, ବାଲିଘାଇ, କଣପା ଆଦି ନିକଟସ୍ଥ ଗ୍ରାମର ଲୋକମାନଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। ବନ୍ୟା ଯୋଗୁଁ ସେମାନେ ସମ୍ମୁଖୀନ ହେଉଥିବା ସମସ୍ୟା, ରିଲିଫ୍ ଓ ଅନ୍ୟାନ୍ୟ ଆବଶ୍ୟକତା ସମ୍ପର୍କରେ ସେ ଲୋକଙ୍କଠାରୁ ଅବଗତ ହୋଇଥିଲେ।
#SSnews #Bhadraknews #flood #Odisha #OdishaNews #BREAKING #CMOdisha #MohanCharanMajhi #viralpost #SureshPujari #BJPOdisha
Bhadrak Rural, Bhadrak | Aug 17, 2026