Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर

ସରକାର ପ୍ରତିବଛର୍ ଚାଷୀମାନଙ୍କୁ ହଇରାନ୍-ହଟହଟା କରୁଥିବାର୍‌କେ ନେଇକରି ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍। #farmers #kuchinda #amarkuchinda #NewsUpdate

Kochinda, Sambalpur | Aug 14, 2026

MORE NEWS

ସ୍ବେଛାସେବୀ ମାନଙ୍କ ଦ୍ୱାରା ସଫେଇ କାର୍ଯ୍ୟକ୍ରମ 
କୁଚିଣ୍ଡା,୧୭।୦୮:କୁଚିଣ୍ଡା ବ୍ଲକ ବକ୍ସମା ଗ୍ରାମ ପଂଚାୟତ ଅନ୍ତର୍ଗତ କେଲିପଦର ପୂଜାମଣ୍ଡପ ପାଖ ଡ୍ରେନ ରେ ପୂର୍ବତନ ମା ବୀଣାପାଣି ଯୁବକ ସଂଘ ର ସଦସ୍ୟ ମାନଙ୍କ ଦ୍ୱାରା ସଫେଇ କାର୍ଯ୍ୟକ୍ରମ ହୋଇ ଯାଇଅଛି।ଉକ୍ତ ଡ୍ରେନ ଟି ଚଳିତ ବର୍ଷ ର ବହୁତ ବର୍ଷା ଯୋଗୁଁ ଡ୍ରେନ ରାସ୍ତା ଘାଟ ରେ ଅତ୍ୟଧିକ ପାଣି ଜମି ରହୁଥିଲା ଫଳରେ ଯିବା ଆସିବା କରିବା ପାଇଁ ଛୋଟ ଛୁଆ ଠୁ ଆରମ୍ଭ କରି ବୟସ୍କ ଲୋକ ମାନଙ୍କର ବହୁତ ଅସୁବିଧା ହେଉଥିଲା, ପାଣି ଜମି ରହୁଥିବା ବେଳେ ସେଠାରେ ବେଶୀ ଶିଉଳି ଥିବା ରୁ ଅନେକ ଲୋକ ଖସି ପଡୁଥିଲେ, ଉକ୍ତ ଅସୁବିଧା ଗୁଡିକ ଦେଖିବା ପରେ ସମାଜ ସେବି ବିମଲ ମେହେର ଙ୍କ ତତ୍ୱାବଧାନ ରେ ପଡା ରେ ଥିବା ଲୋକ ମାନଙ୍କ ସହିତ ଡ୍ରେନ ଉପରେ ଭାଙ୍ଗି ଯାଇଥିବା ସ୍ଲାବ କୁ ବାହାର କରି ଡ୍ରେନ କୁ ସଫା କରାଯାଇଥିଲା. ଏହି ସଫେଇ କାର୍ଯ୍ୟକ୍ରମ ରେ ସୁରେଶ ମେହେର, ସୁଶାନ୍ତ ବୁଡ଼ା, ସୁମନ୍ତ ବାଘ, ଡିଲେଶ୍ୱର ମେହେର, ଉଗ୍ରେଶନ ରୋହିଦାସ,ବିଶ୍ୱଜିତ ମେହେର, ପ୍ରକାଶ ସୁନାନୀ, ଆକାଶ ସୁନାନୀ, ସହଦେଵ ମହାନଦିଆ,ଦୈତାରୀ ଗରଡିଆ,ମଙ୍ଗଳୁ ଓ ତରନ ପ୍ରମୁଖ ସହଯୋଗ କରିଥିଲେ। #kuchindatvlive #kuchinda #SwachhBharat #sambalpur #OdishaNews

ସ୍ବେଛାସେବୀ ମାନଙ୍କ ଦ୍ୱାରା ସଫେଇ କାର୍ଯ୍ୟକ୍ରମ କୁଚିଣ୍ଡା,୧୭।୦୮:କୁଚିଣ୍ଡା ବ୍ଲକ ବକ୍ସମା ଗ୍ରାମ ପଂଚାୟତ ଅନ୍ତର୍ଗତ କେଲିପଦର ପୂଜାମଣ୍ଡପ ପାଖ ଡ୍ରେନ ରେ ପୂର୍ବତନ ମା ବୀଣାପାଣି ଯୁବକ ସଂଘ ର ସଦସ୍ୟ ମାନଙ୍କ ଦ୍ୱାରା ସଫେଇ କାର୍ଯ୍ୟକ୍ରମ ହୋଇ ଯାଇଅଛି।ଉକ୍ତ ଡ୍ରେନ ଟି ଚଳିତ ବର୍ଷ ର ବହୁତ ବର୍ଷା ଯୋଗୁଁ ଡ୍ରେନ ରାସ୍ତା ଘାଟ ରେ ଅତ୍ୟଧିକ ପାଣି ଜମି ରହୁଥିଲା ଫଳରେ ଯିବା ଆସିବା କରିବା ପାଇଁ ଛୋଟ ଛୁଆ ଠୁ ଆରମ୍ଭ କରି ବୟସ୍କ ଲୋକ ମାନଙ୍କର ବହୁତ ଅସୁବିଧା ହେଉଥିଲା, ପାଣି ଜମି ରହୁଥିବା ବେଳେ ସେଠାରେ ବେଶୀ ଶିଉଳି ଥିବା ରୁ ଅନେକ ଲୋକ ଖସି ପଡୁଥିଲେ, ଉକ୍ତ ଅସୁବିଧା ଗୁଡିକ ଦେଖିବା ପରେ ସମାଜ ସେବି ବିମଲ ମେହେର ଙ୍କ ତତ୍ୱାବଧାନ ରେ ପଡା ରେ ଥିବା ଲୋକ ମାନଙ୍କ ସହିତ ଡ୍ରେନ ଉପରେ ଭାଙ୍ଗି ଯାଇଥିବା ସ୍ଲାବ କୁ ବାହାର କରି ଡ୍ରେନ କୁ ସଫା କରାଯାଇଥିଲା. ଏହି ସଫେଇ କାର୍ଯ୍ୟକ୍ରମ ରେ ସୁରେଶ ମେହେର, ସୁଶାନ୍ତ ବୁଡ଼ା, ସୁମନ୍ତ ବାଘ, ଡିଲେଶ୍ୱର ମେହେର, ଉଗ୍ରେଶନ ରୋହିଦାସ,ବିଶ୍ୱଜିତ ମେହେର, ପ୍ରକାଶ ସୁନାନୀ, ଆକାଶ ସୁନାନୀ, ସହଦେଵ ମହାନଦିଆ,ଦୈତାରୀ ଗରଡିଆ,ମଙ୍ଗଳୁ ଓ ତରନ ପ୍ରମୁଖ ସହଯୋଗ କରିଥିଲେ। #kuchindatvlive #kuchinda #SwachhBharat #sambalpur #OdishaNews

Kochinda, Sambalpur | Aug 17, 2026

କେନ୍ତା ବାହାର କଲେ ବନ୍ୟା ପାଏନ ଥି ଫସି ଯାଇଥିବା ପୂଜାରୀ ପୂଝରେନ ଙ୍କୁ ଅଗ୍ନିଶମ ବିଭାଗ ସୁନୁନ... #amarkuchinda #kuchinda  #BreakingNews  #NewsUpdate

କେନ୍ତା ବାହାର କଲେ ବନ୍ୟା ପାଏନ ଥି ଫସି ଯାଇଥିବା ପୂଜାରୀ ପୂଝରେନ ଙ୍କୁ ଅଗ୍ନିଶମ ବିଭାଗ ସୁନୁନ... #amarkuchinda #kuchinda #BreakingNews #NewsUpdate

Kochinda, Sambalpur | Aug 16, 2026

କୁଚିଣ୍ଡା ଟାଇଁସର ସ୍ଥିତ ଲୋୟୋଲା ଇଂରାଜୀ ସ୍କୁଲରେ ୮୦ତମ ସ୍ୱାଧୀନତା ଦିବସ ପାଳିତ #kuchindatvlive #kuchinda #sambalpur #odishanews #school #loyola #IndependenceDay

କୁଚିଣ୍ଡା ଟାଇଁସର ସ୍ଥିତ ଲୋୟୋଲା ଇଂରାଜୀ ସ୍କୁଲରେ ୮୦ତମ ସ୍ୱାଧୀନତା ଦିବସ ପାଳିତ #kuchindatvlive #kuchinda #sambalpur #odishanews #school #loyola #IndependenceDay

Kochinda, Sambalpur | Aug 16, 2026