Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर

କୋରାପୁଟରେ ଧୁମଧାମରେ ପାଳିତ ହୋଇଛି ୮୦ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ। ଆଜି ସ୍ଥାନୀୟ କୋରାପୁଟ ପୋଲିସ ପଡ଼ିଆରେ ଆୟୋଜିତ ଏହି ଜିଲ୍ଲାସ୍ତରୀୟ ସମାରୋହରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଶିଳ୍ପ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପତାକା ଉତ୍ତୋଳନ ପରେ ମନ୍ତ୍ରୀ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ସେ ଦେଶ ତଥା ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସ୍ମରଣ କରିବା ସହ ସେମାନଙ୍କ ତ୍ୟାଗ ଓ ବଳିଦାନକୁ ମନେ ପକାଇଥିଲେ। ନିଜ ଅଭିଭାଷଣରେ ମନ୍ତ୍ରୀ କହିଥିଲେ, ଓଡ଼ିଶାକୁ ଏକ ସମୃଦ୍ଧ ରାଜ୍ୟ ଭାବେ ଗଢ଼ି ତୋଳିବା ପାଇଁ ସରକାର ବିଭିନ୍ନ ଯୋଜନା ଓ ବିକାଶମୂଳକ ପ୍ରକଳ୍ପ ଉପରେ ଗୁରୁତ୍ୱ ଦେଉଛନ୍ତି। ମହିଳା ସଶକ୍ତିକରଣ, କୃଷି, ଗ୍ରାମାଞ୍ଚଳର ଭିତ୍ତିଭୂମି, ସ୍ୱାସ୍ଥ୍ୟ, ଶିକ୍ଷା, ପର୍ଯ୍ୟଟନ ଓ କ୍ରୀଡ଼ା କ୍ଷେତ୍ରରେ ବିକାଶକୁ ପ୍ରାଥମିକତା ଦିଆଯାଉଛି।

Jeypore, Koraput | Aug 15, 2026

MORE NEWS

୨୪ ଘଣ୍ଟା ଭିତରେ ହତ୍ୟାକାଣ୍ଡର ପର୍ଦାଫାସ,୩ ଅଭିଯୁକ୍ତ ଗିରଫ,
ଅଗଷ୍ଟ ୧୪ ତାରିଖରେ କୋଟପାଡ଼ ଥାନା ଅନ୍ତର୍ଗତ ଷଡ଼ରଙ୍ଗାର ଜାମୁଗୁଡା ଅଞ୍ଚଳରେ ଘଟିଥିବା ହତ୍ୟାକାଣ୍ଡର ୨୪ ଘଣ୍ଟାରେ ପର୍ଦାଫାସ କଲା କୋଟପାଡ଼ ପୋଲିସ୍,

୨୪ ଘଣ୍ଟା ଭିତରେ ହତ୍ୟାକାଣ୍ଡର ପର୍ଦାଫାସ,୩ ଅଭିଯୁକ୍ତ ଗିରଫ, ଅଗଷ୍ଟ ୧୪ ତାରିଖରେ କୋଟପାଡ଼ ଥାନା ଅନ୍ତର୍ଗତ ଷଡ଼ରଙ୍ଗାର ଜାମୁଗୁଡା ଅଞ୍ଚଳରେ ଘଟିଥିବା ହତ୍ୟାକାଣ୍ଡର ୨୪ ଘଣ୍ଟାରେ ପର୍ଦାଫାସ କଲା କୋଟପାଡ଼ ପୋଲିସ୍,

Jeypore, Koraput | Aug 17, 2026

କାଉଡ଼ିଆ ଭକ୍ତଙ୍କ ସେବା ପାଇଁ ଆଗେଇ ଆସିଲେ JOB LESS GROUP। ଭକ୍ତମାନଙ୍କୁ ସହଯୋଗ ଓ ସେବା ଯୋଗାଇ ଦେଇ ଗଢ଼ିଲେ ଏକ ସେବାମୟ ପରିବେଶ।

UD MEDIA News Page #Jeypore #jeyporenews #jeyporeupdatenews #jeyporesocialmedia #koraputupdate  #koraput #Rayagada #Malakangiri #Nabarangpur  #viralpost2024 #viralfacebookpage #public  #highlightseveryonefollowers2025 #highlights #dmkoraput #CMOdisha #jeyporemuncipalty

କାଉଡ଼ିଆ ଭକ୍ତଙ୍କ ସେବା ପାଇଁ ଆଗେଇ ଆସିଲେ JOB LESS GROUP। ଭକ୍ତମାନଙ୍କୁ ସହଯୋଗ ଓ ସେବା ଯୋଗାଇ ଦେଇ ଗଢ଼ିଲେ ଏକ ସେବାମୟ ପରିବେଶ। UD MEDIA News Page #Jeypore #jeyporenews #jeyporeupdatenews #jeyporesocialmedia #koraputupdate #koraput #Rayagada #Malakangiri #Nabarangpur #viralpost2024 #viralfacebookpage #public #highlightseveryonefollowers2025 #highlights #dmkoraput #CMOdisha #jeyporemuncipalty

Jeypore, Koraput | Aug 17, 2026

ଜୁଆ ଆଡ୍ଡା ଉପରେ ଝରୀଗାଁ ପୋଲିସର ଚଢ଼ାଉ
ଜୁଆ ଖେଳୁଥିବା ବେଳେ ପୋଲିସର ଅଚାନକ ରେଡ୍ — ଅନେକ ଜୁଆଡ଼ି ଧରାପଡ଼ିଥିବା ସୂଚନା
UD MEDIA News Page #Jeypore #jeyporenews #jeyporeupdatenews #jeyporesocialmedia #koraputupdate  #koraput #Rayagada #Malakangiri #Nabarangpur  #viralpost2024 #viralfacebookpage #public  #highlightseveryonefollowers2025 #highlights #dmkoraput #CMOdisha #police #koraputpolice

ଜୁଆ ଆଡ୍ଡା ଉପରେ ଝରୀଗାଁ ପୋଲିସର ଚଢ଼ାଉ ଜୁଆ ଖେଳୁଥିବା ବେଳେ ପୋଲିସର ଅଚାନକ ରେଡ୍ — ଅନେକ ଜୁଆଡ଼ି ଧରାପଡ଼ିଥିବା ସୂଚନା UD MEDIA News Page #Jeypore #jeyporenews #jeyporeupdatenews #jeyporesocialmedia #koraputupdate #koraput #Rayagada #Malakangiri #Nabarangpur #viralpost2024 #viralfacebookpage #public #highlightseveryonefollowers2025 #highlights #dmkoraput #CMOdisha #police #koraputpolice

Jeypore, Koraput | Aug 17, 2026