Public App Logo
#ବିଦ୍ୟୁତ_ଆଘାତରେ_ଯୁବ_ବ୍ୟବସାୟୀଙ୍କ_ଅକାଳ_ବିୟୋଗ ବିଦ୍ୟୁତ୍ ଆଘାତରେ ଛେନାପଦି ଛକର ଯୁବ ବ୍ୟବସାୟୀ ତଥା ବଞ୍ଚୋ ପଞ୍ଚାୟତର ସରପଞ୍ଚ ପ୍ରଶାନ୍ତ ରାଉତଙ୍କ ସାନଭାଇ ସୁଶାନ୍ତ ରାଉତ (ପାର୍ଥ)ଙ୍କ ଅକାଳ ବିୟୋଗ ଘଟିଛି। ତାଙ୍କ ଅକାଳ ମୃତ୍ୟୁରେ ଛେନାପଦି ଛକ ସମେତ ବଞ୍ଚୋ ପଞ୍ଚାୟତ ଓ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। #pabitranewsodisha #Anandpur #Keonjhar #Electricshock #latastnewsupdate #Breakingnews - Kendujhar Town News