ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଆଜି ମୟୂରଭଞ୍ଜ , ଭଦ୍ରକ ଏବଂ କେନ୍ଦୁଝର ଜିଲ୍ଲା ପ୍ରଶାସନ ୨୦୨୬ ଅଗଷ୍ଟ ୧୭ ତାରିଖ ସମସ୍ତ ଶିକ୍ଷାନୁଷ୍ଠାନ ସ୍କୁଲ ,କଲେଜ , ଅଙ୍ଗନବାଡ଼ି କେନ୍ଦ୍ର ଛୁଟି ଘୋଷଣା କରିଛନ୍ତି । ଏହି ସବୁ ଜିଲ୍ଲା କୁ ପ୍ରବଳ ବର୍ଷା ପାଇଁ ରେଡ୍ ୱାଲିଂ ଜାରି କରାଯାଇଛି |
#pabitranewsodishalive #OdishaNews #Breaking #schoolholiday #heavyrain