ରାଉରକେଲା ଅବକାରୀ ବିଭାଗ ସୁନ୍ଦରଗଡ Collector Dr. ଶୁଭଙ୍କର ମହାପାତ୍ର ଙ୍କ ନିର୍ଦେଶ କ୍ରମେ ରାଉରକେଲା ଅବକାରୀ ବିଭାଗ ଅବକାରୀ ଅଧିକ୍ଷକ ଧନେଶ୍ୱର ବରାଡ଼ ଙ୍କ ତତ୍ୱାବଧାନରେ ଲାଠିକଟା ଏବଂ ଶୀତଳପଡ଼ା ଅଞ୍ଚଳରେ ଚଢ଼ାଉ କରି ଦୁଇ ଗୋଟି NDPS ( Ganja) କେସ ରୁଜୁ କରା ଯାଇଛି | 7.100 kg Ganja ଜବତ କରା ଯିବା ସହିତ ଦୁଇ ଜଣ ଆସାମୀ ଉଦୟ ସଂଙ୍କର ସାହୁ ଏବଂ ସୁଧାଂଶୁ ରଞ୍ଜନ ପଣ୍ଡା ଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହି ଚଢ଼ାଉ ରେ Excise Inspector ଦୁର୍ବାଦଲ ବିଶ୍ୱାଳ, SI ଜ୍ଞାନେଶ୍ବରୀ ବିଶ୍ୱାଳ, SI ରୋହିତ ଦନସେନା,SI ଯତୀନ ଦେବସା, ASI ଆଲୋକ ପଧାନ ଓ ବିଭାଗୀୟ ଷ୍ଟାଫ ସାମିଲ ଥିଲେ l