Public App Logo
କଂଗ୍ରେସ ବିରୋଧରେ ବୌଦ୍ଧ ବିଜେପି ଯୁବ ମୋର୍ଚ୍ଚାର ରଣହୁଙ୍କାର: ଗାନ୍ଧୀ ଛକରେ କ୍ୟାଣ୍ଡେଲ୍ ମାର୍ଚ୍ଚ! ​'ବନ୍ଦେ ମାତରମ୍' ପ୍ରତି କଂଗ୍ରେସ ନେତୃତ୍ୱ ଅସମ୍ମାନ ପ୍ରଦର୍ଶନ କରିଥିବା ଅଭିଯୋଗରେ ବୌଦ୍ଧ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏକ ବିଶାଳ ପ୍ରତିବାଦ ଶୋଭାଯାତ୍ରା ଓ କ୍ୟାଣ୍ଡେଲ୍ ମାର୍ଚ୍ଚ ଅନୁଷ୍ଠିତ ହୋଇଯାଇଛି। କ୍ୟାଣ୍ଡେଲ୍ ଓ ପ୍ଲାକାର୍ଡ ଧରି କଂଗ୍ରେସ ନେତୃତ୍ୱ ବିରୋଧରେ ଜୋରଦାର ନାରାବାଜି ​ଦେଶପ୍ରେମ ଓ 'ବନ୍ଦେ ମାତରମ୍'ର ସମ୍ମାନ ପାଇଁ ବିଜେପି ଯୁବ ମୋର୍ଚ୍ଚା ସଦାସର୍ବଦା ସଂଗ୍ରାମ ଜାରି ରଖିବ ବୋଲି ନେତୃବୃନ୍ଦ ପ୍ରକାଶ କରିଛନ୍ତି। ​#Boudh #BoudhNews #BJPOdisha #BJPYuvaMorcha #VandeMataram #CandleMarch #OdishaPolitics #Protest #BoudhUpdate - Baudh Sadar News