Breaking
◆ ମାଟି କାନ୍ଥ ପଡି ଆଇ ନାତି ମୃତ , ନାତୁଣୀ ଗୁରୁତର
◆ଲଗାଣ ବର୍ଷା ଯୋଗୁଁ ପଡିଲା ମାଟି କାନ୍ଥ ।
◆କାନ୍ଥ ତଳେ ଚାପି ହୋଇ ଦୁଇ ମୃତ , ଜଣେ ଗୁରୁତର ।
◆ ରାତିରେ ଶୋଇଥିବା ବେଳେ ଧସିଲା ମାଟି କାନ୍ଥ
◆ଜଳେଶ୍ୱର ଥାନା ନେତୁଆ ପଞ୍ଚାୟତର କପାସୁଦା ଗାଁରେ ଅଘଟଣ
◆ମୃତକ୬୫ ବର୍ଷୀୟା ରାଧିକା ଜେନା ଓ ଜ୍ୟୋତି ପ୍ରକାଶ ସ୍ୱାଇଁ ।
◆ ୧୭ ବର୍ଷୀୟା ସ୍ମୃତିରେଖା ସ୍ୱାଇଁ ଗୁରୁତର ଆହତ,ଜଳେଶ୍ୱର ହସ୍ପିଟାଲ ରେ ଭର୍ତ୍ତି