Public App Logo
ଭାଗ୍ୟବାନ ଭଣଜା। ଏମିତି ମାମୁଁ କୋଟିଏରେ ଗୋଟିଏ.. ମାଲକାନଗିରି ଜିଲ୍ଲା କୋରକୁଣ୍ଡାର ଜଣେ ଶ୍ରଦ୍ଧାଳୁ କାଉଡ଼ିରେ ନିଜ ଭଣଜାକୁ ଗୋଟିଏ ପଟେ ଓ ଶିବଙ୍କ ଜଳାଭିଷେକ ପାଇଁ ପାଣି ଅନ୍ୟପଟେ ଧରି ଗୁପ୍ତେଶ୍ୱର ପହଞ୍ଚିଛନ୍ତି। ସେ ୧୨ ବର୍ଷ ହେବ ଏମିତି ଆସୁଛନ୍ତି । - Koraput Town News