Public App Logo
#ନକଲି_କଫ_ସିରଫ_ଜବତ_ତିନି_ଗିରଫ... ବରଗଡ଼ ଜିଲ୍ଲା ସୋହେଲା ଥାନା ଅଞ୍ଚଳରେ ନକଲି କଫ୍ ସିରପ୍ ପ୍ରସ୍ତୁତ କରି ବେଆଇନ ଭାବେ ବିକ୍ରି କରୁଥିବା ଅଭିଯୋଗରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଗିରଫ ତିନି ଜଣ ହେଲେ କେନ୍ଦବାହାଲ ଗାଁର ଯୁଧିଷ୍ଠିର ବାଗଦୁଚିଆ, ଚିତାଖାଇ ଗାଁର ସରୋଜ ଭୁଏ ଏବଂ ବବୁଲା ଓରଫ ସୁନିଲ ମହାନନ୍ଦ। ଏହି ଘଟଣା ସମ୍ପର୍କରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି। - Baudh Sadar News