Public App Logo
ସାମାଜିକ ଅନ୍ୟାୟ ଓ ଭେଦଭାବ ବିରୋଧରେ ବୌଦ୍ଧରେ କଂଗ୍ରେସର ଗର୍ଜନ! ସମାଜରୁ ଅସ୍ପୃଶ୍ୟତା ଓ ଭେଦଭାବ ଦୂର କରି ସମାନତା ପ୍ରତିଷ୍ଠା କରିବା ଲକ୍ଷ୍ୟରେ ଜିଲ୍ଲା କଂଗ୍ରେସ କମିଟି, ବୌଦ୍ଧ ପକ୍ଷରୁ ଏକ ବିଶାଳ ସତ୍ୟାଗ୍ରହ ଓ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ​ହାତରେ ତ୍ରିରଙ୍ଗା ଧରି ସାମାଜିକ ନ୍ୟାୟ ଓ ସାମ୍ବିଧାନିକ ଅଧିକାର ସୁରକ୍ଷା ପାଇଁ ଏକଜୁଟ୍ ହୋଇଛନ୍ତି କଂଗ୍ରେସ ନେତା ଓ କର୍ମୀ। ସମାନତାର ଏହି ଲଢ଼େଇ ଆଗକୁ ମଧ୍ୟ ଜାରି ରହିବ! ​#BoudhCongress #SocialJustice #Satyagraha #OdishaCongress #EqualRights - Baudh Sadar News