ଭଦ୍ରକ ପୁରୁଣାବଜ଼ାର ଥାନା ନିକଟ ନଙ୍ଗାମହଲା ନିକଟରେ ସାଳନ୍ଦୀ ନଦୀରେ ଯୁବକ ନିଖୋଜ. ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ର ଖୋଜାଖୋଜି . ଯୁବକ ଙ୍କ ସେକ ମୂଲା ଖାଁ ବୋଲି ସୂଚନା ମିଳି ନଥିବା ବେଳେ ନଦୀ ପାଖକୁ ଶୋଉଚ ପାଇଁ ଆସିଥିବା ବେଳେ ପାଣି ସ୍ରୋତ ରେ ଭାସି ଯାଇଥିବା ସୂଚନା. ତେବେ କିଭଳି ନଦୀ ରେ ଭାସିଲେ ପୁରୁଣା ବଜ଼ାର ପୋଲିସ ତଦନ୍ତ ଆରମ୍ଭ କରୁଛି,
#StqMedia #NewsUpdate #bhadrak #Odisha #viralpost
Bhadrak Rural, Bhadrak | Oct 1, 2026