Public App Logo
Profile Picture

Daily Malkangiri

@abhisek.govind
354Followers
0Following
୧୧ ଦଫା ଦାବି ପୂରଣ ନେଇ ରାଜରାସ୍ତାରେ ଅଙ୍ଗନବାଡ଼ି ଓ ଆଶା କର୍ମୀ। 

<nis:link nis:type=tag nis:id=anganwadiworkers nis:value=AnganwadiWorkers nis:enabled=true nis:link/> <nis:link nis:type=tag nis:id=ashaworkers nis:value=AshaWorkers nis:enabled=true nis:link/> <nis:link nis:type=tag nis:id=odishanews nis:value=OdishaNews nis:enabled=true nis:link/> <nis:link nis:type=tag nis:id=protest nis:value=Protest nis:enabled=true nis:link/> <nis:link nis:type=tag nis:id=demandforrights nis:value=DemandForRights nis:enabled=true nis:link/> <nis:link nis:type=tag nis:id=dailyupdate nis:value=DailyUpdate nis:enabled=true nis:link/>
ସମାଜ ପକ୍ଷରୁ ମାଲକାନଗିରିର ମୁଦୁଲିପଡ଼ାଠାରେ ମେଗା ସ୍ୱାସ୍ଥ୍ୟ ଶିବିର: ୨୦୦ରୁ ଉର୍ଦ୍ଧ୍ୱ ବଣ୍ଡା ଜନଜାତିଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ପରୀକ୍ଷା ।

<nis:link nis:type=tag nis:id=khairput nis:value=Khairput nis:enabled=true nis:link/>
ମାଲକାନଗିରି : ପୂର୍ବତନ ଏସ୍‌ଡିସି ଅଧ୍ୟକ୍ଷ ଶ୍ରୀ ଆଡ଼ମା ରାବା ବିଜେପିରେ ଯୋଗଦେଲେ।
ସ୍ୱାଧୀନତା ଦିବସର ହାର୍ଦ୍ଦିକ ଶୁଭେଚ୍ଛା 

ଗର୍ବରେ ଉଡ଼ୁ ତ୍ରିରଙ୍ଗା,
ସବୁବେଳେ ଉଚ୍ଚ ରହୁ ଭାରତର ଗୌରବ। ❤️🇮🇳

ଜୟ ହିନ୍ଦ୍! ବନ୍ଦେ ମାତରମ୍! 🙏

<nis:link nis:type=tag nis:id=independenceday nis:value=IndependenceDay nis:enabled=true nis:link/> <nis:link nis:type=tag nis:id=15august nis:value=15August nis:enabled=true nis:link/> <nis:link nis:type=tag nis:id=jaihind nis:value=JaiHind nis:enabled=true nis:link/> <nis:link nis:type=tag nis:id=dailymalkangiri nis:value=DailyMalkangiri nis:enabled=true nis:link/>
ଆଡ଼ମା ରାବାଙ୍କ ଇସ୍ତଫାକୁ ନେଇ ବଢ଼ିଲା ଚର୍ଚ୍ଚା!
ବିଜେଡିରୁ ଇସ୍ତଫା ପଛର କାରଣ କ’ଣ? ଆଗାମୀ ରାଜନୈତିକ ଯାତ୍ରା କେଉଁ ଦିଗରେ? ଅନ୍ୟ ଦଳରେ ଯୋଗଦେବେ କି ଆଡ଼ମା ରାବା?
ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗ ନେଇ ମଧ୍ୟ ଚର୍ଚ୍ଚା ଜୋରଦାର। ଏସବୁ ପ୍ରସଙ୍ଗରେ ଆଡ଼ମା ରାବାଙ୍କ ମୁହଁରୁ ଶୁଣନ୍ତୁ ସିଧାସଳଖ ପ୍ରତିକ୍ରିୟା।

<nis:link nis:type=tag nis:id=malkangiri nis:value=Malkangiri nis:enabled=true nis:link/> <nis:link nis:type=tag nis:id=adamaraba nis:value=AdamaRaba nis:enabled=true nis:link/> <nis:link nis:type=tag nis:id=bjd nis:value=BJD nis:enabled=true nis:link/> <nis:link nis:type=tag nis:id=politicalnews nis:value=PoliticalNews nis:enabled=true nis:link/> <nis:link nis:type=tag nis:id=dailymalkangiri nis:value=DailyMalkangiri nis:enabled=true nis:link/>
ମାଥିଲି ଆଇ.ଟି.ଆଇ.ରେ ଇ-ବାହନ ସେଣ୍ଟର ଅଫ୍ ଏକ୍ସିଲେନ୍ସର ଭିତ୍ତିପ୍ରସ୍ତର ରଖିଲେ ମାନ୍ୟବର ମନ୍ତ୍ରୀ I

ସରକାରୀ ଆଇ.ଟି.ଆଇ.ରେ ୪.୮ କୋଟି ଟଙ୍କା ବ୍ୟୟବରାଦରେ ନିର୍ମିତ ହେବାକୁ ଥିବା ‘ଇଲେକ୍ଟ୍ରିକ୍ ଭେହିକିଲ୍ ଟେକ୍ନୋଲୋଜି’ ର ସେଣ୍ଟର ଅଫ୍ ଏକ୍ସିଲେନ୍ସର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମାନ୍ୟବର ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ବାଇଁ। ଏହାସହ ଅନୁଷ୍ଠାନର ଶିକ୍ଷାଦାନ ଓ ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ମାନ୍ୟବର ମନ୍ତ୍ରୀ ସେଠାରେ ଏକ ଇଞ୍ଜିନିୟରିଂ ଡ୍ରଇଂ ଲ୍ୟାବ୍, ଅନଲାଇନ୍ କ୍ଲାସରୁମ୍ ଏବଂ ସମ୍ମିଳନୀ କକ୍ଷର ଉଦ୍‌ଘାଟନ କରିଛନ୍ତି।

<nis:link nis:type=tag nis:id=mathili nis:value=Mathili nis:enabled=true nis:link/>
ମାଲକାନଗିରି ଜିଲ୍ଲା ବିଜେଡିର ପୂର୍ବତନ ଏସ୍‌ଡିସି ଅଧ୍ୟକ୍ଷ ଶ୍ରୀ ଆଡ଼ମା ରାବାଙ୍କ ଇସ୍ତଫା । 

କାହିଁକି ଇସ୍ତଫା ଦେବାକୁ ନିଷ୍ପତ୍ତି ନେଲେ?
କ’ଣ ରହିବ ଶ୍ରୀ ଆଡ଼ମା ରାବାଙ୍କ ଆଗାମୀ ରାଜନୈତିକ ଯାତ୍ରା?
ଅନ୍ୟ କୌଣସି ରାଜନୈତିକ ଦଳରେ ଯୋଗଦେବେ କି?

ତେବେ ଚର୍ଚ୍ଚା ମଧ୍ୟରେ ଆଉ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି ଆଣ୍ଟି-ପାର୍ଟି ଆକ୍ଟିଭିଟି (ଦଳ ବିରୋଧୀ କାର୍ଯ୍ୟକଳାପ) ଅଭିଯୋଗରେ ଦଳ ପକ୍ଷରୁ ମଧ୍ୟ ତାଙ୍କୁ ପଦରୁ ହଟାଯାଇଥିବା ସୂଚନା ରହିଛି।

<nis:link nis:type=tag nis:id=bjd nis:value=BJD nis:enabled=true nis:link/> <nis:link nis:type=tag nis:id=malkangiri nis:value=Malkangiri nis:enabled=true nis:link/> <nis:link nis:type=tag nis:id=admaraba nis:value=Admaraba nis:enabled=true nis:link/>
ସ୍ଵାଭିମାନ ଅଞ୍ଚଳରେ ନିଶାମୁକ୍ତ ଭାରତ ଅଭିଯାନ: ନିଶାମୁକ୍ତ ସମାଜ ଓ ବିକଳ୍ପ ଜୀବିକା ଗଠନ ପାଇଁ ଜିଲ୍ଲାପାଳଙ୍କ ଆହ୍ଵାନ I ମାଲକାନଗିରି ଜିଲ୍ଲା ସ୍ଵାଭିମାନ ଅଞ୍ଚଳର ନାକାମାମୁଡ଼ି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ନିଶାମୁକ୍ତ ଭାରତ ଓ ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୂଲ୍ୟରେ ଏକ ଜିଲ୍ଲା ସ୍ତରୀୟ ଜନସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଅଞ୍ଚଳରୁ ନିଶାର କୁପ୍ରଭାବ ଓ ବେଆଇନ ଚାଷର ଅନ୍ଧକାରକୁ ସଂପୂର୍ଣ୍ଣ ରୂପେ ଦୂର କରି ଯୁବପିଢ଼ିଙ୍କୁ ଏକ ସୁସ୍ଥ ତଥା ପ୍ରଗତିଶୀଳ ସମାଜ ସହ ଯୋଡ଼ିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
ତ୍ରିରଙ୍ଗା ରାଲି, ମାଲକାନଗିରି
କାଳିମେଳା ଥାନା ପୋଲିସ ସୁଧାକୋଣ୍ଡା ଗାଁ ନିକଟରେ ଏକ ଆମ୍ବୁଲାନ୍ସକୁ ଅଟକାଇ ୨୦୦ କେଜି ଗଞ୍ଜେଇ ଜବତ କରିଛି।  ଆମ୍ବୁଲାନ୍ସ,ମୋବାଇଲ ଫୋନ୍ ସହ ୨ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଦୁଇ ଅଭିଯୁକ୍ତ ମହାରାଷ୍ଟ୍ରର ପୁଣେ ଅଞ୍ଚଳର ବୋଲି ଜଣାପଡ଼ିଛି।

<nis:link nis:type=tag nis:id=kalimelapolice nis:value=KalimelaPolice nis:enabled=true nis:link/> <nis:link nis:type=tag nis:id=ndps nis:value=NDPS nis:enabled=true nis:link/> <nis:link nis:type=tag nis:id=ganjaseized nis:value=GanjaSeized nis:enabled=true nis:link/> <nis:link nis:type=tag nis:id=malkangiri nis:value=Malkangiri nis:enabled=true nis:link/> <nis:link nis:type=tag nis:id=breakingnews nis:value=BreakingNews nis:enabled=true nis:link/>
କାଳିମେଳା ପୋଲିସର ବଡ଼ ଚଢ଼ାଉ I

କାଳିମେଳା ଥାନା ପୋଲିସ ସୁଧାକୋଣ୍ଡା ଗାଁ ନିକଟରେ ଏକ ଆମ୍ବୁଲାନ୍ସକୁ ଅଟକାଇ ୨୦୦ କେଜି ଗଞ୍ଜେଇ ଜବତ କରିଛି।

ଆମ୍ବୁଲାନ୍ସ, ମୋବାଇଲ ଫୋନ୍ ସହ ୨ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଦୁଇ ଅଭିଯୁକ୍ତ ମହାରାଷ୍ଟ୍ରର ପୁଣେ ଅଞ୍ଚଳର ବୋଲି ଜଣାପଡ଼ିଛି।
 

<nis:link nis:type=tag nis:id=kalimelapolice nis:value=KalimelaPolice nis:enabled=true nis:link/> <nis:link nis:type=tag nis:id=ndps nis:value=NDPS nis:enabled=true nis:link/> <nis:link nis:type=tag nis:id=ganjaseized nis:value=GanjaSeized nis:enabled=true nis:link/> <nis:link nis:type=tag nis:id=malkangiri nis:value=Malkangiri nis:enabled=true nis:link/> <nis:link nis:type=tag nis:id=breakingnews nis:value=BreakingNews nis:enabled=true nis:link/>
ମାଲକାନଗିରିରେ ଭବ୍ୟ ତ୍ରିରଙ୍ଗା ରାଲି ସାମିଲ ହେଲେ ବିଧାୟକ,ଜିଲ୍ଲାପାଳ,ଏସପି, ଛାତ୍ରଛାତ୍ରୀ ଓ ଶହ ଶହ ଜନସାଧାରଣ ।

<nis:link nis:type=tag nis:id=malkangiri nis:value=Malkangiri nis:enabled=true nis:link/>
ତ୍ରିରଙ୍ଗା ରାଲି , ମାଲକାନଗିରି
ମାଲକାନଗିରିରେ ଇଣ୍ଟେନ୍ସିଫାଏଡ୍ IEC କ୍ୟାମ୍ପେନ୍ 3.0ର ଜିଲ୍ଲାସ୍ତରୀୟ ଶୁଭାରମ୍ଭ I

<nis:link nis:type=tag nis:id=malkangiri nis:value=Malkangiri nis:enabled=true nis:link/>
ମାଲକାନାଗିରି: ଗତ କାଲି ରାତିରେ ନୂଆ ମେଡିକାଲ୍ ରୋଡ୍‌ସ୍ଥିତ ଆର.କେ ଟାୱାର ସମ୍ମୁଖରେ ଏକ  ସଡ଼କ ଦୁର୍ଘଟଣା ଘଟିଯାଇଛି। ​ରାସ୍ତା ଉପରେ ଗୋଟିଏ ଗାଈ ଶୋଇଥିବା ବେଳେ, ଗୋଟିଏ ସ୍କୁଟିରେ ୩ ଜଣ ବ୍ୟକ୍ତି ଆସି ନିୟନ୍ତ୍ରଣ ହରାଇ ଗାଈ ଉପରେ ଚଢ଼ାଇ ଦେଇଥିଲେ। ଫଳରେ ସ୍କୁଟିଟି ଓଲଟି ପଡ଼ିବାରୁ ସ୍କୁଟିରେ ଥିବା ୩ ଜଣ ବ୍ୟକ୍ତି ମଧ୍ୟରୁ ଜଣେ ଗୁରୁତର ଆହତ ହୋଇଛନ୍ତି। ​ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଯାଇଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ମାଲକାନାଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। 

​<nis:link nis:type=tag nis:id=malkanagiri nis:value=Malkanagiri nis:enabled=true nis:link/> <nis:link nis:type=tag nis:id=accidentnews nis:value=AccidentNews nis:enabled=true nis:link/> <nis:link nis:type=tag nis:id=malkanagirinews nis:value=MalkanagiriNews nis:enabled=true nis:link/> <nis:link nis:type=tag nis:id=roadsafety nis:value=RoadSafety nis:enabled=true nis:link/> <nis:link nis:type=tag nis:id=odishanews nis:value=OdishaNews nis:enabled=true nis:link/> <nis:link nis:type=tag nis:id=localnews nis:value=LocalNews nis:enabled=true nis:link/>
ଏମ୍.ଭି-୧୦୪ ଗାଁ ପୋଖରୀରୁ ୩ ଫୁଟର କୁମ୍ଭୀର ଉଦ୍ଧାର: ୪୮ ଘଣ୍ଟାର ଅପରେସନ୍ ପରେ ଚିତ୍ରକୋଣ୍ଡା ଡ୍ୟାମ୍‌ରେ ଛଡ଼ାଗଲା ।

<nis:link nis:type=tag nis:id=malkangiri nis:value=Malkangiri nis:enabled=true nis:link/>
ଚିତ୍ରକୋଣ୍ଡା ପୋଲିସର ବଡ଼ ସଫଳତା 
୭ଟି ବାଇକ୍ ଚୋରି ମାମଲାରେ ୧୨ ଅଭିଯୁକ୍ତଙ୍କୁ ଫରୱାର୍ଡ, ୧୨ଟି ବାଇକ୍ ଜବତ ଏବଂ ୬ଟି ବାଇକ୍‌କୁ ମାଲିକଙ୍କୁ ହସ୍ତାନ୍ତର । ମାତ୍ର ୨୫ ଦିନରେ ଚିତ୍ରକୋଣ୍ଡା ପୋଲିସର ଉଲ୍ଲେଖନୀୟ କାର୍ଯ୍ୟାନୁଷ୍ଠାନ । 

<nis:link nis:type=tag nis:id=spmalkangiri nis:value=SPMalkangiri nis:enabled=true nis:link/>
ଜିଲ୍ଲା ପ୍ରଶାସନ, ମାଲକାନଗିରି ପକ୍ଷରୁ ଏକ ନିଆରା ପ୍ରୟାସ “ବସ୍ତ୍ର ଉପହାର କେନ୍ଦ୍ର” (ବସ୍ତ୍ର ସହାୟତା କାର୍ଯ୍ୟକ୍ରମ) ଆରମ୍ଭ କରାଯାଇଛି। ଆପଣଙ୍କ ଘରେ ପଡ଼ିଥିବା ବ୍ୟବହାରଯୋଗ୍ୟ ପୁରୁଣା କିମ୍ବା ନୂଆ ପୋଷାକ ଏଠାରେ ଦାନ କରି ଅନ୍ୟମାନଙ୍କ ମୁହଁରେ ହସ ଫୁଟାନ୍ତୁ।

କାର୍ଯ୍ୟକ୍ରମର ମୁଖ୍ୟ ବିଶେଷତା:
ବସ୍ତ୍ର ଦାନ କରନ୍ତୁ: ଆପଣଙ୍କ ପାଖରେ ଥିବା ପୁରୁଣା କିନ୍ତୁ ପରିଷ୍କାର ବସ୍ତ୍ର ଏଠାରେ ଦାନ କରନ୍ତୁ।

ନିଜ ପସନ୍ଦର ପୋଷାକ ବାଛନ୍ତୁ: ଆବଶ୍ୟକତା ଅନୁଯାୟୀ ଲୋକମାନେ ନିଜ ପସନ୍ଦ ଓ ମାପ ମୁତାବକ ପରିଷ୍କାର ପୋଷାକ ମାଗଣାରେ କିମ୍ବା ସ୍ଵଳ୍ପ ମୂଲ୍ୟରେ ନେଇପାରିବେ।

ମାନବତାର ସେବା: ଆପଣଙ୍କର ସାମାନ୍ୟ ସହଯୋଗ ଅନ୍ୟମାନଙ୍କ ଜୀବନରେ ଏକ ନୂତନ ପ୍ରେରଣା ସାଜିବ।

"ସହଯୋଗ କରନ୍ତୁ, ସମ୍ମାନ କରନ୍ତୁ, ମାନବତା ବଞ୍ଚାନ୍ତୁ।"

ସ୍ଥାନ: ଜିଲ୍ଲା ପରିଷଦ କାର୍ଯ୍ୟାଳୟ, ମାଲକାନଗିରି, ଓଡ଼ିଶା

ପୋଷାକ ଦାନ କରିବା ପାଇଁ ଯୋଗାଯୋଗ କରନ୍ତୁ: 8895237871, 9437951746
ମାଲକାନଗିରି : ଅଯୋଧ୍ୟାରୁ ରାମେଶ୍ୱରମ୍: ସନ୍ଥ ସୀତାରମଣ ଦାସଙ୍କ ଅନନ୍ୟ ଆଧ୍ୟାତ୍ମିକ ପଦଯାତ୍ରା । ​ପ୍ରଭୁ ଶ୍ରୀରାମଙ୍କ ପବିତ୍ର ଭୂମି ଅଯୋଧ୍ୟାରୁ ବାହାରିଛନ୍ତି ସନ୍ଥ ସୀତାରମଣ ଦାସ। ହାତରେ ଚିତ୍ରକୁଟର ମନ୍ଦାକିନୀ ଓ ପବିତ୍ର ଗଙ୍ଗା ନଦୀର ଜଳ, ଆଉ ମନରେ ଦୃଢ଼ ସଂକଳ୍ପ ୬୫ଟି ପବିତ୍ର ଶିବଲିଙ୍ଗରେ ଜଳାଭିଷେକ କରିବା।

<nis:link nis:type=tag nis:id=malkangiri nis:value=Malkangiri nis:enabled=true nis:link/>
ମାଲକାନଗିରି : ସହିଦ ନରସିଂହ ଡ଼ମ ସମାଜର ସଦସ୍ୟମାନେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଡ଼ମ ସମ୍ପ୍ରଦାୟର ବିଭିନ୍ନ ସମସ୍ୟା ଓ ଦାବି ନେଇ ଦାବିପତ୍ର ପ୍ରଦାନ କରିଛନ୍ତି।

<nis:link nis:type=tag nis:id=malkangiri nis:value=Malkangiri nis:enabled=true nis:link/>
<nis:link nis:type=tag nis:id=kbc_ମଞ୍ଚରେ_ମାଲକାନଗିରି_ଆଦିବାସୀ_ଝିଅ nis:value=KBC_ମଞ୍ଚରେ_ମାଲକାନଗିରି_ଆଦିବାସୀ_ଝିଅ nis:enabled=true nis:link/> 
ମାଲକାନଗିରିର ଝିଅ ଜୟନ୍ତୀ ବୁରୁଦାଙ୍କ KBC ହଟ୍ ସିଟ୍ ଯାତ୍ରା। ଦେଶର ୧୦ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ଓଡ଼ିଶାରୁ ସ୍ଥାନ ପାଇଲେ ଜୟନ୍ତୀ। ଆଦିବାସୀ ସମାଜ ପାଇଁ ତାଙ୍କ ସାମାଜିକ କାର୍ଯ୍ୟ ଆଜି ମାଲକାନଗିରିକୁ ଗର୍ବିତ କରିଛି। 
<nis:link nis:type=tag nis:id=jayantiburuda nis:value=JayantiBuruda nis:enabled=true nis:link/> <nis:link nis:type=tag nis:id=malkangiri nis:value=Malkangiri nis:enabled=true nis:link/> <nis:link nis:type=tag nis:id=kbc nis:value=KBC nis:enabled=true nis:link/> <nis:link nis:type=tag nis:id=odisha nis:value=Odisha nis:enabled=true nis:link/> <nis:link nis:type=tag nis:id=tribalpride nis:value=TribalPride nis:enabled=true nis:link/>
ମାଲକାନଗିରି : ବିଶ୍ୱ ଆଦିବାସୀ ଦିବସରେ ବିରାଟ ଶୋଭାଯାତ୍ରା 
୧୫ ଜନଜାତି ସମ୍ପ୍ରଦାୟ ଏକତ୍ରିତ ହୋଇ ଦେଲେ ଏକତାର ବାର୍ତ୍ତା 

<nis:link nis:type=tag nis:id=worldindigenousday nis:value=WorldIndigenousDay nis:enabled=true nis:link/> <nis:link nis:type=tag nis:id=tribalunity nis:value=TribalUnity nis:enabled=true nis:link/> <nis:link nis:type=tag nis:id=adivasi nis:value=Adivasi nis:enabled=true nis:link/> <nis:link nis:type=tag nis:id=indigenouspeople nis:value=IndigenousPeople nis:enabled=true nis:link/> <nis:link nis:type=tag nis:id=malkangiri nis:value=Malkangiri nis:enabled=true nis:link/> <nis:link nis:type=tag nis:id=dailymalkangiri nis:value=DailyMalkangiri nis:enabled=true nis:link/> <nis:link nis:type=tag nis:id=odishanews nis:value=OdishaNews nis:enabled=true nis:link/>
ବିଶ୍ୱ ଆଦିବାସୀ ଦିବସର ହାର୍ଦ୍ଦିକ ଶୁଭେଚ୍ଛା 

ଆଦିବାସୀ ସମାଜର ସଂସ୍କୃତି, ପରମ୍ପରା, ଅଧିକାର ଓ ଅବଦାନକୁ ସମ୍ମାନ କରିବାର ଦିନ।

<nis:link nis:type=tag nis:id=malkangiri nis:value=Malkangiri nis:enabled=true nis:link/>
ମାଲକାନଗିରି ଜିଲ୍ଲା ପାଇଁ ଗର୍ବର ମୁହୂର୍ତ୍ତ! 
ମାଲକାନଗିରି ଝିଅ ଜୟନ୍ତୀ ବୁରୁଦା ଦେଶର ଲୋକପ୍ରିୟ କୁଇଜ୍ ଶୋ KBC (କୌନ୍ ବନେଗା କରୋଡପତି) ର ହଟ୍ ସିଟ୍‌ରେ ନଜର ଆସିବେ। 

ଆସନ୍ତା ୧୦ ଅଗଷ୍ଟ, ରାତି ୯ଟାରେ
Sony TV ରେ ହେବ ଏହି ବିଶେଷ ଏପିସୋଡ୍‌ର ପ୍ରସାରଣ ହେବ ।

<nis:link nis:type=tag nis:id=malkangiri nis:value=Malkangiri nis:enabled=true nis:link/> <nis:link nis:type=tag nis:id=jayantiburuda nis:value=JayantiBuruda nis:enabled=true nis:link/> <nis:link nis:type=tag nis:id=kbc nis:value=KBC nis:enabled=true nis:link/> <nis:link nis:type=tag nis:id=kaunbanegacrorepati nis:value=KaunBanegaCrorepati nis:enabled=true nis:link/> <nis:link nis:type=tag nis:id=sonytv nis:value=SonyTV nis:enabled=true nis:link/> <nis:link nis:type=tag nis:id=malkangiripride nis:value=MalkangiriPride nis:enabled=true nis:link/> <nis:link nis:type=tag nis:id=proudmoment nis:value=ProudMoment nis:enabled=true nis:link/>
ମାଲକାନଗିରି : ସ୍କୁଲ୍ ଛାତରୁ ଗଳୁଛି ପାଣି, ଅଭିଭାବକଙ୍କ ପ୍ରତିବାଦ! 
ବର୍ଷା ହେଲେ ସ୍କୁଲ୍ ଛାତରୁ ଗଳୁଛି ପାଣି। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ଚିନ୍ତିତ ଅଭିଭାବକମାନେ ସ୍କୁଲ୍‌ରେ ତାଲା ପକାଇ ପ୍ରତିବାଦ କରିଛନ୍ତି। ସମସ୍ୟାର ତୁରନ୍ତ ସମାଧାନ ଦାବି କରିଛନ୍ତି ଅଭିଭାବକ। 

<nis:link nis:type=tag nis:id=malkangiri nis:value=Malkangiri nis:enabled=true nis:link/>