Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
Maharashtra
Bjp
National
Police
Bihar
India
कांग्रेस
Accident
Congress
Modi
Delhi
Viral
Up
अमित_शाह
Bollywood
दिल्ली
Patna
Breakingnews
Narendramodi
Madhya_pradesh
Madhyapradesh
Pmmodi
Rahulgandhi
Uttarpradesh
Haryana
Cricket
Lucknow
abhisek.govind
Previous slide
Next slide
ମାଲକାନଗିରି ସହର ଦେଇ ଯାଇଥିବା ଜାତୀୟ ରାଜପଥ ୩୨୬ର ଏ କି ଅବସ୍ଥା? ରାସ୍ତାର ଅବସ୍ଥା ଏଭଳି ହୋଇଛି ଯେ, ଗୋଟିଏ ଗାଡ଼ି ଗଲେ ଚାରିଆଡ଼େ ଧୂଳି ଉଡ଼ୁଛି। ଏହି ରାସ୍ତା ଦେଇ ପ୍ରତିଦିନ ଶହ ଶହ ଗାଡ଼ି ଯାତାୟାତ କରୁଥିବା ବେଳେ ଧୂଳି ଓ ଖାଲଖମା ଯୋଗୁଁ ଯାତ୍ରୀମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। #Malkangiri #MalkangiriNews #NH326 #NationalHighway326 #RoadCondition #BadRoad #RoadProblem #RoadSafety #RoadAccident #DustProblem #MalkangiriDistrict #OdishaNews #Odisha #DailyMalkangiri #BreakingNews #GroundReport #PublicIssue #RoadRepair
Malkangiri, Malkangiri
| Sep 27, 2026
#malkangiri
#malkangirinews
#nh326
#nationalhighway326
#roadcondition
#badroad
#roadproblem
#roadsafety
#roadaccident
#dustproblem
#malkangiridistrict
#odishanews
#odisha
#dailymalkangiri
#breakingnews
#groundreport
#publicissue
#roadrepair
MORE NEWS
Malkangiri, Malkangiri | Oct 1, 2026
ଆଜି ବିଶ୍ୱ ବରିଷ୍ଠ ନାଗରିକ ଦିବସ ଅବସରରେ କୋରାପୁଟ ଟାଉନ ହଲ୍ ଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ କରାଯାଇଥିଲା ଏବଂ ଆବଶ୍ୟକତା ଥିବା ବରିଷ୍ଠ ନାଗରିକ ମାନଙ୍କୁ ହୁଇଲ୍ ଚେୟାର ବଣ୍ଟନ କରାଯାଇଥିଲା।
Malkangiri, Malkangiri | Oct 1, 2026
ଚିତ୍ରକୋଣ୍ଡା ବ୍ଲକ୍ର ପୋପଲୁର ଗ୍ରାମରେ ଜିଲ୍ଲାପାଳ ପୋପଲୁର, କୁର୍ମାନୁର ଓ କପାତୁଟି ପଞ୍ଚାୟତର ଆଦିବାସୀ ହିତାଧିକାରୀଙ୍କ ସହ ବୈଠକ କରି ଭିବି-ଜି ରାମ-ଜି ଯୋଜନା ମାଧ୍ୟମରେ ମଜୁରି ପ୍ରଦାନ, ମଣ୍ଡି, ଜୋବ୍ କାର୍ଡ ଓ ଆଧାର ସଂଶୋଧନ ସମ୍ପର୍କରେ ସମୀକ୍ଷା କରିଛନ୍ତି। ଚାଷୀଙ୍କ ଆୟ ବୃଦ୍ଧି ପାଇଁ ଏକ କୃଷି ସଂସ୍ଥା ସହ ସହଭାଗିତା ମାଧ୍ୟମରେ ଜାଫ୍ରାରୁ ଗୁଣ୍ଡ ଓ କ୍ରିଷ୍ଟାଲ୍ ପ୍ରସ୍ତୁତ କରି ବିକ୍ରି କରାଯିବ। ଗସ୍ତ କାଳରେ କାଟାଗୁଡ଼ାରେ ବୃକ୍ଷରୋପଣ ସାଇଟ୍ ଓ ଏକ ଭିୟୁ ପଏଣ୍ଟ ଚିହ୍ନଟ କରାଯାଇଛି। ଏହାସହ ପୋପଲୁର-ଭେଞ୍ଜଙ୍ଗିୱାଡ଼ା ରାସ୍ତାରେ ହୋଇଥିବା ଭୂସ୍ଖଳନ ଅଞ୍ଚଳ ବୁଲି ଦେଖି ତୁରନ୍ତ ସଫା କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
Malkangiri, Malkangiri | Oct 1, 2026
ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଅବସରରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ଆନୁକୂଲ୍ୟରେ କଲ୍ୟାଣ ମଣ୍ଡପଠାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଯୋଗ ଶିବିର, ବୃକ୍ଷରୋପଣ, ସ୍ୱାସ୍ଥ୍ୟ ପରୀକ୍ଷା, ଆଇନଗତ ସଚେତନତା ଏବଂ 'ନିଶାମୁକ୍ତ ଭାରତ' ଶପଥ ପାଠ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ)ଙ୍କ ସମେତ ଅନ୍ୟାନ୍ୟ ମାନ୍ୟଗଣ୍ୟ ଅତିଥିମାନଙ୍କ ଉପସ୍ଥିତିରେ ୬ ଜଣ ଆଦର୍ଶ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
Malkangiri, Malkangiri | Oct 1, 2026
ଅର୍ଣ୍ଣବ ଘୁର୍ଣ୍ଣିବାତ୍ୟାରେ ବେହାଲ ମାଥିଲି, ରାସ୍ତାଘାଟ ଓ ଫସଲ କ୍ଷୟକ୍ଷତି ଅନୁଧ୍ୟାନ କଲେ ସାଂସଦ ବଳଭଦ୍ର ମାଝୀ : #Malkangiri #Mathili #NabarangpurMP #CycloneArnab #CycloneDamage #OdishaNews #MalkangiriNews #CropDamage #RoadDamage #AdarshNewsLive
Malkangiri, Malkangiri | Oct 1, 2026
ମାଲକାନଗିରିର ବଣ୍ଡାଘାଟି ଅଞ୍ଚଳରେ ଥିବା ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ସୀତାକୁଣ୍ଡର ସର୍ବାଙ୍ଗୀନ ବିକାଶ ନିମନ୍ତେ ଆଜି ଜିଲ୍ଲା ପ୍ରଶାସନ, OTDC, ଉତ୍କଳ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଏବଂ ସ୍ଥାପତ୍ୟ ବିଶେଷଜ୍ଞଙ୍କ ଏକ ମିଳିତ ଟିମ୍ ସୀତାକୁଣ୍ଡ ପରିଦର୍ଶନ କରି ଭୌତିକ ଭିତ୍ତିଭୂମିର ସମୀକ୍ଷା କରିଛନ୍ତି। ଏହି ଗସ୍ତ ସମୟରେ ଜିଲ୍ଲାପାଳ ଉପସ୍ଥିତ ଅଧିକାରୀ ମାନଙ୍କୁ ସୀତାକୁଣ୍ଡର ପ୍ରାକୃତିକ ସୌନ୍ଦର୍ଯ୍ୟ ଅକ୍ଷୁର୍ଣ୍ଣ ରଖି ପର୍ଯ୍ୟଟକଙ୍କ ପାଇଁ ଆଧୁନିକ ସୁବିଧା ଏବଂ ଏକ ପରିବେଶ-ଅନୁକୂଳ ମାଷ୍ଟର ପ୍ଲାନ୍ ପ୍ରସ୍ତୁତି ଉପରେ ବିଶେଷ ଗୁରୁତ୍ୱ ଦେଇଥିଲେ। ଆଗାମୀ ଦିନରେ ଏହା ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ଭାବେ ପରିଚିତ ହେବ।
Malkangiri, Malkangiri | Oct 1, 2026
‘ସ୍ୱଚ୍ଛତା ହିଁ ସେବା-୨୦୨୬’: ସେବା ସଂକଳ୍ପ ଅଭିଯାନରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରମଦାନ ‘ଏକ ଦିନ, ଏକ ଘଣ୍ଟା, ଏକ ସାଥିରେ’ ଆହ୍ୱାନରେ ସାମୂହିକ ସ୍ୱେଚ୍ଛାକୃତ ଶ୍ରମଦ#SwachhataHiSeva #SwachhataHiSeva2026 #SevaSankalpAbhiyan #SwachhBharat #CleanIndia #Shramdaan #VoluntaryService #CommunityService #Odisha #OdishaGovernment #ChiefMinisterOdisha #CMOdisha #CleanOdisha #SwachhOdisha #AdarshNewsLive
Malkangiri, Malkangiri | Oct 1, 2026
ଚତୁର୍ଥ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ଅନ୍ତର୍ଗତ କୋରାପୁଟ ଠାରୁ ବାରଣାସୀ- ଅଯୋଧ୍ୟା ତୀର୍ଥ ଯାତ୍ରାର କାର୍ଯ୍ୟକ୍ରମ ଆଜି ଜିଲ୍ଲା ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ। CMO Odisha 𝔻𝕖𝕡𝕒𝕣𝕥𝕞𝕖𝕟𝕥 𝕠𝕗 𝕎𝕠𝕞𝕖𝕟 𝕒𝕟𝕕 ℂ𝕙𝕚𝕝𝕕 𝔻𝕖𝕧𝕖𝕝𝕠𝕡𝕞𝕖𝕟𝕥, 𝔾𝕠𝕧𝕖𝕣𝕟𝕞𝕖𝕟𝕥 𝕆𝕗 𝕆𝕕𝕚𝕤𝕙𝕒 Odisha Tourism Ipr Odisha
Malkangiri, Malkangiri | Oct 1, 2026
ପରିବାର ସଦସ୍ୟମାନେ ପ୍ରସବ ଯନ୍ତ୍ରଣାରେ ପୀଡିତ ଜଣେ ମହିଳାଙ୍କୁ 6 କିଲୋମିଟର ବୋହି ନେଇ ଡାକ୍ତରଖାନାରେ ପହଞ୍ଚିବା ପରେ... ଗଜପତି ଜିଲ୍ଲାର ମୋହନା ବ୍ଲକରେ ବିକାଶ କେଉଁଠି ଏବଂ ପ୍ରସବ ଯନ୍ତ୍ରଣା କେଉଁଠି? ଆମ୍ବୁଲାନ୍ସ ଉପଲବ୍ଧ ହେବା ସତ୍ତ୍ୱେ, ରାସ୍ତା ଅଭାବରୁ ଏହା ଗାଁକୁ ପହଞ୍ଚିପାରିଲା ନାହିଁ। ଫଳସ୍ୱରୂପ, ପ୍ରସବ ଯନ୍ତ୍ରଣାରେ ପୀଡିତ ଜଣେ ମହିଳାଙ୍କୁ 6 କିଲୋମିଟର ବୋହି ନେବାକୁ ପଡିଲା। ଗଜପତି ଜିଲ୍ଲାର ମୋହନା ବ୍ଲକର ଏକ ଦୁର୍ଗମ ଅଞ୍ଚଳ ମୋହନା ଗାଁରେ ସମାନ ଦୃଶ୍ୟ ଦେଖିବାକୁ ମିଳିଛି। କଚ୍ଚା ଏବଂ ପଥୁରିଆ ରାସ୍ତା ଡ୍ରେନ୍ ରେ ପରିପୂର୍ଣ୍ଣ। ଗାଁକୁ ଯିବା ପାଇଁ ଉପଯୁକ୍ତ ରାସ୍ତା ନଥିବାରୁ ଜରୁରୀକାଳୀନ ପରିସ୍ଥିତିରେ ଆମ୍ବୁଲାନ୍ସ ମଧ୍ୟ ପହଞ୍ଚି ପାରିବ ନାହିଁ। ରବିବାର ସକାଳେ ମୋହନା ଗ୍ରାମର ମାଳତୀ ମାଝୀ (19) ପ୍ରସବ ଯନ୍ତ୍ରଣା ଅନୁଭବ କଲେ। ତାଙ୍କ ପରିବାର ତୁରନ୍ତ 108 ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। କିନ୍ତୁ, ଗାଁ ରାସ୍ତା ଏତେ ଖରାପ ଯେ ଆମ୍ବୁଲାନ୍ସ ଗାଁ ଭିତରକୁ ପ୍ରବେଶ କରିପାରିଲା ନାହିଁ। ପ୍ରାୟ 6 କିଲୋମିଟର ଦୂର ବାଲାଗୁଡ଼ା ନିକଟରେ ଆମ୍ବୁଲାନ୍ସ ଅଟକିଗଲା। ଶେଷରେ, ଯେତେବେଳେ କୌଣସି ସାହାଯ୍ୟ ମିଳିଲା ନାହିଁ, ଗାଁ ଲୋକେ ମାଳତୀଙ୍କୁ 6 କିଲୋମିଟର ପର୍ଯ୍ୟନ୍ତ ଚେୟାରରେ ବୋହି ନେଇଗଲେ। ପରେ, ତାଙ୍କୁ ଆମ୍ବୁଲାନ୍ସ ଦ୍ୱାରା ମୋହନା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ସେଠାରେ ମାଳତୀ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ତ୍ରିଶୁଳ ସାହିବି କହିଛନ୍ତି ଯେ ମା ଏବଂ ପିଲା ଉଭୟ ଭଲ ଅଛନ୍ତି।
Malkangiri, Malkangiri | Oct 1, 2026