ତ୍ରିଶିକାଙ୍କ ଜୀବନ ବଞ୍ଚାଇବାକୁ ଦରକାର ₹୧୬ କୋଟି | ଆପଣଙ୍କ ଛୋଟ ସାହାଯ୍ୟ ହୋଇପାରେ ବଡ଼ ଆଶା ❤️
ମାତ୍ର ୧ ବର୍ଷ ୫ ମାସର ଶିଶୁ ତ୍ରିଶିକା ଏକ ଗୁରୁତର ରୋଗ SMA (Spinal Muscular Atrophy) Type-II ସହ ଲଢ଼ୁଛନ୍ତି।
ଯେଉଁ ବୟସରେ ଟିକିଏ ଟିକିଏ ପାଦରେ ଚାଲିବା, ଖେଳିବା ଓ ହସିବା କଥା, ସେହି ବୟସରେ ଟ୍ରିଶିକା ନିଜ ଶରୀରର ଦୁର୍ବଳତା ସହ ସଂଘର୍ଷ କରୁଛନ୍ତି। AIIMSର ଚିକିତ୍ସା ରେକର୍ଡରେ ତାଙ୍କର SMA Type-II ନିର୍ଣ୍ଣୟ ଉଲ୍ଲେଖ ରହିଛି।
ତ୍ରିଶିକା ଚିକିତ୍ସା ପାଇଁ ପ୍ରାୟ ₹୧୬ କୋଟି ଟଙ୍କା ଆବଶ୍ୟକ।
ଏତେ ବଡ଼ ରାଶି ଗୋଟିଏ ପରିବାର ପାଇଁ ଏକାଠି କରିବା ଅସମ୍ଭବ ପ୍ରାୟ। କିନ୍ତୁ ଆମ ସମସ୍ତଙ୍କ ଛୋଟ ଛୋଟ ସହଯୋଗ ମିଶିଲେ ତ୍ରିଶିକା ପାଇଁ ଆଶାର ଆଲୋକ ହୋଇପାରେ।
#Trishika #Help #trending #help #OdishaNews