Public App Logo
କୋରାପୁଟ ଜିଲ୍ଲା ବୈପାରିଗୁଡା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମିତି ବୈଠକରେ ଉତ୍ତେଜନା ଅଧାରୁ ବୈଠକ ସ୍ଥଗିତ ହେଲା। ପଞ୍ଚାୟତ କାର୍ଯ୍ୟରେ ବିଧାୟକଙ୍କ ହସ୍ତକ୍ଷେପକୁ ନେଇ ସରପଞ୍ଚ ଓ ସମିତି ସଭ୍ୟ ଓ ଅନ୍ୟାନ୍ୟ ସଭ୍ୟମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ବିଧାୟକ କହିଛନ୍ତି ବିଜେପି ସରକାର ବିକାଶ ର ସରକାର ତେଣୁ ଏଠି ରାଜନୀତି ନକରି ବିକାଶକୁ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି। ସେମାନେ ବିକାଶର ଧାରା ରେ ବାଧା ସୃଷ୍ଟି କରୁଛନ୍ତି, ଏପରି ମିଥ୍ୟା ଆରୋପ କରି ମୋ ଛବିକୁ ଖରାପ କରିବାକୁ ଉଦ୍ୟମ କରୁଛନ୍ତି। - Jeypore News