#ଖଟିଆରେ_ବୁହା_ହେଲେ_ବୃଦ୍ଧ
ବନ୍ୟା ପାଣି ପ୍ରଖର ସ୍ରୋତରେ ଭାସିଗଲେ ବୃଦ୍ଧ, ଉଦ୍ଧାର କରି ଖଟିଆରେ
ଡାକ୍ତରଖାନା ନେଲେ ସ୍ଥାନରେ ଲୋକେ, ବସ୍ତା ବ୍ଲକ କାଶିମାରୀ ଗ୍ରାମରେ ଘଟିଛି ଅଘଟଣ , ବୃଦ୍ଧ ଜଣକ କାସିମାରୀ ଗ୍ରାମର ଗୁଡୁରା ମାଝି, ଲଗାଣ ବର୍ଷା ଯୋଗୁଁ ଜଳକା ନଦୀର ବନ୍ୟା ଆସି ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ପାଣି ପ୍ରବାହିତ ହେଉଛି,ଗୁଡୁରା କୈଣସି କାମରେ ବଢ଼ି ପାଣିରେ ରାସ୍ତା ପାରି ହୋଇ ଯାଉଥିବା ବେଳେ ପ୍ରଖର ସ୍ରୋତରେ ଭାସି ଯାଇଥିଲେ, ସ୍ଥାନୀୟ ଲୋକେ ଉଦ୍ଧାର କରି ତାଙ୍କୁ ଡାକ୍ତରଖାନା ନେବା ପାଇଁ ଆମ୍ବୁଲାନ୍ସ କୁ ଫୋନ କରିଥିଲେ,ମାତ୍ର ରାସ୍ତାରେ ବନ୍ୟା ପାଣି ପ୍ରବାହିତ ହେଉଥିବାରୁ ଆମ୍ବୁଲାନ୍ସ ପହଞ୍ଚି ପାରି ନଥିଲା,ଯାହା ଫଳରେ ଗ୍ରାମବାସୀ ଏକ ଖଟିଆରେ ଡାକ୍ତରଖାନା ନେଇଥିଲେ |
#BASTA #baleswar #kasimari #CMOOdisha #