Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर

MORE NEWS

#ଖଟିଆରେ_ବୁହା_ହେଲେ_ବୃଦ୍ଧ 
ବନ୍ୟା ପାଣି ପ୍ରଖର ସ୍ରୋତରେ ଭାସିଗଲେ ବୃଦ୍ଧ, ଉଦ୍ଧାର କରି ଖଟିଆରେ 
ଡାକ୍ତରଖାନା ନେଲେ ସ୍ଥାନରେ ଲୋକେ, ବସ୍ତା ବ୍ଲକ କାଶିମାରୀ ଗ୍ରାମରେ ଘଟିଛି ଅଘଟଣ , ବୃଦ୍ଧ ଜଣକ କାସିମାରୀ ଗ୍ରାମର ଗୁଡୁରା ମାଝି, ଲଗାଣ ବର୍ଷା ଯୋଗୁଁ ଜଳକା ନଦୀର ବନ୍ୟା ଆସି ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ପାଣି ପ୍ରବାହିତ ହେଉଛି,ଗୁଡୁରା କୈଣସି କାମରେ ବଢ଼ି ପାଣିରେ ରାସ୍ତା ପାରି ହୋଇ ଯାଉଥିବା ବେଳେ ପ୍ରଖର ସ୍ରୋତରେ ଭାସି ଯାଇଥିଲେ, ସ୍ଥାନୀୟ ଲୋକେ ଉଦ୍ଧାର କରି  ତାଙ୍କୁ ଡାକ୍ତରଖାନା ନେବା ପାଇଁ ଆମ୍ବୁଲାନ୍ସ କୁ ଫୋନ କରିଥିଲେ,ମାତ୍ର ରାସ୍ତାରେ ବନ୍ୟା ପାଣି ପ୍ରବାହିତ ହେଉଥିବାରୁ ଆମ୍ବୁଲାନ୍ସ ପହଞ୍ଚି ପାରି ନଥିଲା,ଯାହା ଫଳରେ ଗ୍ରାମବାସୀ ଏକ ଖଟିଆରେ ଡାକ୍ତରଖାନା ନେଇଥିଲେ |
#BASTA #baleswar #kasimari #CMOOdisha #

#ଖଟିଆରେ_ବୁହା_ହେଲେ_ବୃଦ୍ଧ ବନ୍ୟା ପାଣି ପ୍ରଖର ସ୍ରୋତରେ ଭାସିଗଲେ ବୃଦ୍ଧ, ଉଦ୍ଧାର କରି ଖଟିଆରେ ଡାକ୍ତରଖାନା ନେଲେ ସ୍ଥାନରେ ଲୋକେ, ବସ୍ତା ବ୍ଲକ କାଶିମାରୀ ଗ୍ରାମରେ ଘଟିଛି ଅଘଟଣ , ବୃଦ୍ଧ ଜଣକ କାସିମାରୀ ଗ୍ରାମର ଗୁଡୁରା ମାଝି, ଲଗାଣ ବର୍ଷା ଯୋଗୁଁ ଜଳକା ନଦୀର ବନ୍ୟା ଆସି ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ପାଣି ପ୍ରବାହିତ ହେଉଛି,ଗୁଡୁରା କୈଣସି କାମରେ ବଢ଼ି ପାଣିରେ ରାସ୍ତା ପାରି ହୋଇ ଯାଉଥିବା ବେଳେ ପ୍ରଖର ସ୍ରୋତରେ ଭାସି ଯାଇଥିଲେ, ସ୍ଥାନୀୟ ଲୋକେ ଉଦ୍ଧାର କରି ତାଙ୍କୁ ଡାକ୍ତରଖାନା ନେବା ପାଇଁ ଆମ୍ବୁଲାନ୍ସ କୁ ଫୋନ କରିଥିଲେ,ମାତ୍ର ରାସ୍ତାରେ ବନ୍ୟା ପାଣି ପ୍ରବାହିତ ହେଉଥିବାରୁ ଆମ୍ବୁଲାନ୍ସ ପହଞ୍ଚି ପାରି ନଥିଲା,ଯାହା ଫଳରେ ଗ୍ରାମବାସୀ ଏକ ଖଟିଆରେ ଡାକ୍ତରଖାନା ନେଇଥିଲେ | #BASTA #baleswar #kasimari #CMOOdisha #

Singla, Balasore | Aug 17, 2026

#ବସ୍ତା_ବିଧାୟିକା_ସୁବାସିନୀ_ଜେନା_ଙ୍କ_ଜରିଆରେ_ଆଜି_ବଣିଆଡିହା #ପଞ୍ଚାୟତ_ପୂର୍ବତନ_ଚେୟାରମ୍ୟାନ୍_ଅଶ୍ୱିନୀ_ଜେନା_ଏବଂ_ପୂର୍ବତନ #ସରପଞ୍ଚ_ମହେନ୍ଦ୍ର_ବାରିକ_ଆଜି_ବନ୍ୟା_ପ୍ରଭାବିତ_ଅଞ୍ଚଳ_କୁ_ଜାଇ #ଶୁଖିଲା_ଖାଦ୍ୟ_ବଣ୍ଟନ_କରିଛନ୍ତି
#bharatnewsodia #Baliapal #baniadiha #CMOOdisha #SubasiniJena

#ବସ୍ତା_ବିଧାୟିକା_ସୁବାସିନୀ_ଜେନା_ଙ୍କ_ଜରିଆରେ_ଆଜି_ବଣିଆଡିହା #ପଞ୍ଚାୟତ_ପୂର୍ବତନ_ଚେୟାରମ୍ୟାନ୍_ଅଶ୍ୱିନୀ_ଜେନା_ଏବଂ_ପୂର୍ବତନ #ସରପଞ୍ଚ_ମହେନ୍ଦ୍ର_ବାରିକ_ଆଜି_ବନ୍ୟା_ପ୍ରଭାବିତ_ଅଞ୍ଚଳ_କୁ_ଜାଇ #ଶୁଖିଲା_ଖାଦ୍ୟ_ବଣ୍ଟନ_କରିଛନ୍ତି #bharatnewsodia #Baliapal #baniadiha #CMOOdisha #SubasiniJena

Singla, Balasore | Aug 16, 2026

Singla, Balasore | Aug 15, 2026