Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Madhyapradesh
Pmmodi
Rahulgandhi

#ଚିତ୍ତଲାଗି_ଅମାବାସ୍ୟା_ରେ_ମା_ବିମଳାଙ୍କର_ବାର୍ଷିକ_ପୂଜା_ଉତ୍ସବ ପୂର୍ଣ୍ଣତ୍ରୟା ବୈତରଣୀ କୂଳରେ ଥିବା ବରାହନାଥ ଗ୍ରାମରେ ମା ବିମଳାଙ୍କର ସହ ସହ ବର୍ଷରୁ ଚାଲି ଆସିଛି ବାର୍ଷିକ ପୂଜା ଉତ୍ସବ ଏହି ପୂଜାକୁ ଚିତ୍ତଲାଗି ଅମାବାସ୍ୟା ବା ଯନ୍ତାଳ ବୋଲି କୁହାଯାଏ । ଏହି ଚିତ୍ତଲାଗି ଅମାବାସ୍ୟା ରେ ମା ବିମଳାଙ୍କୁ ସେବାୟତ ମାନେ ବୈତରଣୀ ନଦୀରୁ ୧୦୮ ଗଗରା ପାଣିଆଣି ମାଙ୍କ ମହାସ୍ନାନ କରାଇଥାନ୍ତି। ତାପରେ ମାଙ୍କର ମହାସ୍ନାନ ଓ ଚନ୍ଦନ ଭେଷ, ଫୁଲ ଭେଷ ଓ ବଡ଼ ସିଂହାର ବେଶ, ମଧ୍ୟ୍ୟରାତ୍ରିରେ ହୋମ ଓ ନୈବେଦ୍ୟ ଅର୍ପଣ ହୁଏ । ଗ୍ରାମବାସୀ ମାନଙ୍କର ଇଏ ଏକ ଉତ୍ସବ ଭଳି ପାଳନ କରନ୍ତି। ମାଙ୍କ ଉପରେ ଭରଷା ଓ ବିଶ୍ୱସ ରହିଛି ମା ବିମଳାଙ୍କୁ ପୂଜା କଲେ ଗ୍ରାମରେ କୌଣସି ପ୍ରକାର ମହାମାରୀ ବା କୌଣସି ପ୍ରକାରର ଉଡ଼ନ୍ତା ରୋଗ ବ୍ୟପିବ ନାହିଁ ବୋଲି ଗ୍ରାମ ବାସୀଙ୍କର ଆସ ଓ ବିଶ୍ୱସ ରହିଛି । ଏହି ଚିତ୍ତଲାଗି ଅମାବାସ୍ୟା ବରାହନାଥ ଗ୍ରାମବାସୀ ମାନେ ବୋହୁ ଆଡମ୍ବର ସହ ପାଳନ କରିଛନ୍ତି । #lntvnetwork #JajpurNews #jajpurkhabar #Aeiodisha