Public App Logo
#ବିଶ୍ୱ_ହିନ୍ଦୁ_ପରିଷଦର_ପରିଚୟ_ବର୍ଗ_ଅନୁଷ୍ଠିତ ଯାଜପୁର ଜିଲ୍ଲାର ଧାନମଣ୍ଡଳ ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଏକ ପରିଚୟ ବର୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ବିଶ୍ୱ ହିନ୍ଦୁ ପରିଷଦର ଉଦ୍ଦେଶ୍ୟ, ସଂଗଠନର କାର୍ଯ୍ୟଧାରା ଓ ସମାଜ ସେବାମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଉପସ୍ଥିତ ସଦସ୍ୟ ଓ ଅତିଥିମାନେ ଅବଗତ କରାଯାଇଥିଲା। ଏହି ଅବସରରେ ବିଭିନ୍ନ ବକ୍ତାମାନେ ହିନ୍ଦୁ ସମାଜର ଏକତା, ସଂସ୍କୃତିର ସୁରକ୍ଷା ଏବଂ ରାଷ୍ଟ୍ର ଗଠନରେ ସମସ୍ତଙ୍କ ସହଭାଗିତାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ସଂଗଠନର ବହୁ କର୍ମକର୍ତ୍ତା, ବରିଷ୍ଠ ନାଗରିକ ଓ ସ୍ଥାନୀୟ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇ କାର୍ଯ୍ୟକ୍ରମର ସମାପନ କରାଯାଇଥିଲା। #VishvaHinduParishd #Biswahinduparishad #BargaBaithaka #HinduSangathana #HinduSamajAkada #RashtriyaSonguthan #saraswatisishuvidyamandir #Dhanamadal #Chandikhol #Barchana #Jajpur #ASMITAKHABAR - Jajapur News