Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर

କୋରାପୁଟରେ ମଜଦୁର ସଂଘର ବିରାଟ ରାଲି, ଦାବିପତ୍ର ପ୍ରଦାନ @amoodishalive #news #koraput #LabourUnion #highlightseveryonefollowers #nonfollowers

Koraput Town, Koraput | Aug 17, 2026

MORE NEWS

🚨 ଦାବି ପୂରଣ ନହେଲେ ବଡ଼ ଆନ୍ଦୋଳନ
 ବିଭିନ୍ନ ଦାବି ନେଇ ଭାରତୀୟ ମଜଦୁର ସଂଘ ପକ୍ଷରୁ କୋରାପୁଟରେ ବିଶାଳ ପ୍ରତିବାଦ ଓ ରାଲି କରାଯାଇଛି।
ନିଶାଣି ମୁଣ୍ଡାଠାରୁ ବାହାରିଥିବା ରାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା। ଏଥିରେ ଅଙ୍ଗନୱାଡି, ଆଶାକର୍ମୀଙ୍କ ସମେତ ବିଭିନ୍ନ ବର୍ଗର ଶ୍ରମିକ ଓ କର୍ମଚାରୀ ସାମିଲ ହୋଇଥିଲେ।
ESIC ଦରମା ସୀମା ବୃଦ୍ଧି, EPF ନ୍ୟୁନତମ ପେନସନ ବୃଦ୍ଧି, ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ସମାନ କାମକୁ ସମାନ ଦରମା ଏବଂ ନ୍ୟୁନତମ ଦରମା ବୃଦ୍ଧି ଭଳି ବିଭିନ୍ନ ଦାବି ନେଇ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଛି।

ଦାବି ପୂରଣ ନହେଲେ ଆଗାମୀ ଦିନରେ ଆହୁରି ବଡ଼ ଧରଣର ଆନ୍ଦୋଳନ କରାଯିବ ବୋଲି ଭାରତୀୟ ମଜଦୁର ସଂଘ ଚେତାବନୀ ଦେଇଛି।

#କୋରାପୁଟ #ଭାରତୀୟମଜଦୁରସଂଘ #ଶ୍ରମିକଆନ୍ଦୋଳନ #ପ୍ରତିବାଦ #ଦାବି #KoraputNews #LabourProtest #OdishaNews

🚨 ଦାବି ପୂରଣ ନହେଲେ ବଡ଼ ଆନ୍ଦୋଳନ ବିଭିନ୍ନ ଦାବି ନେଇ ଭାରତୀୟ ମଜଦୁର ସଂଘ ପକ୍ଷରୁ କୋରାପୁଟରେ ବିଶାଳ ପ୍ରତିବାଦ ଓ ରାଲି କରାଯାଇଛି। ନିଶାଣି ମୁଣ୍ଡାଠାରୁ ବାହାରିଥିବା ରାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା। ଏଥିରେ ଅଙ୍ଗନୱାଡି, ଆଶାକର୍ମୀଙ୍କ ସମେତ ବିଭିନ୍ନ ବର୍ଗର ଶ୍ରମିକ ଓ କର୍ମଚାରୀ ସାମିଲ ହୋଇଥିଲେ। ESIC ଦରମା ସୀମା ବୃଦ୍ଧି, EPF ନ୍ୟୁନତମ ପେନସନ ବୃଦ୍ଧି, ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ସମାନ କାମକୁ ସମାନ ଦରମା ଏବଂ ନ୍ୟୁନତମ ଦରମା ବୃଦ୍ଧି ଭଳି ବିଭିନ୍ନ ଦାବି ନେଇ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଛି। ଦାବି ପୂରଣ ନହେଲେ ଆଗାମୀ ଦିନରେ ଆହୁରି ବଡ଼ ଧରଣର ଆନ୍ଦୋଳନ କରାଯିବ ବୋଲି ଭାରତୀୟ ମଜଦୁର ସଂଘ ଚେତାବନୀ ଦେଇଛି। #କୋରାପୁଟ #ଭାରତୀୟମଜଦୁରସଂଘ #ଶ୍ରମିକଆନ୍ଦୋଳନ #ପ୍ରତିବାଦ #ଦାବି #KoraputNews #LabourProtest #OdishaNews

Koraput Town, Koraput | Aug 17, 2026

📢 କୋରାପୁଟ ବିଜେପିର ମିଶ୍ରଣ ପର୍ବ

କୋରାପୁଟ ବିଧାୟକ ରଘୁରାମ ମାଛଙ୍କ ବାସଭବନରେ ଅନୁଷ୍ଠିତ ହୋଇଛି ବିଜେପିର ମିଶ୍ରଣ ପର୍ବ। ବିଭିନ୍ନ ଦଳ ଛାଡ଼ି ଶତାଧିକ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଶୈଳୀରେ ଅନୁପ୍ରାଣିତ ହୋଇ ନୂଆ କର୍ମୀମାନେ ବିଜେପିରେ ଯୋଗ ଦେଇଥିବା କୁହାଯାଇଛି।

ଏହି ଅବସରରେ କୋରାପୁଟ ବିଧାୟକ ରଘୁରାମ ମାଛ କହିଛନ୍ତି, “ଡବଲ ଇଞ୍ଜିନ ସରକାରରେ ଡବଲ ଉନ୍ନତି ଜାରି ରହିଛି।” ଆଗାମୀ ଦିନରେ କୋରାପୁଟରେ ବିଜେପିକୁ ଆହୁରି ମଜବୁତ କରିବା ସହ ଏଭଳି ମିଶ୍ରଣ ପର୍ବ ଜାରି ରହିବ ବୋଲି ସେ କହିଛନ୍ତି।

#କୋରାପୁଟ #ବିଜେପି #ମିଶ୍ରଣପର୍ବ #ରଘୁରାମମାଛ #KoraputBJP #KoraputNews #BJP #OdishaPolitics

📢 କୋରାପୁଟ ବିଜେପିର ମିଶ୍ରଣ ପର୍ବ କୋରାପୁଟ ବିଧାୟକ ରଘୁରାମ ମାଛଙ୍କ ବାସଭବନରେ ଅନୁଷ୍ଠିତ ହୋଇଛି ବିଜେପିର ମିଶ୍ରଣ ପର୍ବ। ବିଭିନ୍ନ ଦଳ ଛାଡ଼ି ଶତାଧିକ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଶୈଳୀରେ ଅନୁପ୍ରାଣିତ ହୋଇ ନୂଆ କର୍ମୀମାନେ ବିଜେପିରେ ଯୋଗ ଦେଇଥିବା କୁହାଯାଇଛି। ଏହି ଅବସରରେ କୋରାପୁଟ ବିଧାୟକ ରଘୁରାମ ମାଛ କହିଛନ୍ତି, “ଡବଲ ଇଞ୍ଜିନ ସରକାରରେ ଡବଲ ଉନ୍ନତି ଜାରି ରହିଛି।” ଆଗାମୀ ଦିନରେ କୋରାପୁଟରେ ବିଜେପିକୁ ଆହୁରି ମଜବୁତ କରିବା ସହ ଏଭଳି ମିଶ୍ରଣ ପର୍ବ ଜାରି ରହିବ ବୋଲି ସେ କହିଛନ୍ତି। #କୋରାପୁଟ #ବିଜେପି #ମିଶ୍ରଣପର୍ବ #ରଘୁରାମମାଛ #KoraputBJP #KoraputNews #BJP #OdishaPolitics

Koraput Town, Koraput | Aug 17, 2026

🐅 ଜୟପୁରରେ ବାଘ ବୁଲୁଥିବା ନେଇ ଚର୍ଚ୍ଚା, ଭୟଭୀତ ଲୋକେ

ଜୟପୁର ଅଞ୍ଚଳରେ ବାଘ ବୁଲୁଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମନରେ ଭୟ ଓ ଆତଙ୍କ ଦେଖାଦେଇଛି।

ଖବର ପାଇବା ପରେ ବନ ବିଭାଗ ପକ୍ଷରୁ ସ୍ଥିତି ଅନୁଧ୍ୟାନ କରାଯାଉଛି। ବାଘର ଉପସ୍ଥିତି ସମ୍ପର୍କରେ ବନ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି।

ଲୋକଙ୍କୁ ସତର୍କ ରହିବା ସହ ଗୁଜବରେ ବିଶ୍ୱାସ ନକରିବାକୁ ଅନୁରୋଧ କରାଯାଇଛି।

#ଜୟପୁର #ବାଘଆତଙ୍କ #Koraput #TigerAlert #ForestDepartment #OdishaNews

🐅 ଜୟପୁରରେ ବାଘ ବୁଲୁଥିବା ନେଇ ଚର୍ଚ୍ଚା, ଭୟଭୀତ ଲୋକେ ଜୟପୁର ଅଞ୍ଚଳରେ ବାଘ ବୁଲୁଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମନରେ ଭୟ ଓ ଆତଙ୍କ ଦେଖାଦେଇଛି। ଖବର ପାଇବା ପରେ ବନ ବିଭାଗ ପକ୍ଷରୁ ସ୍ଥିତି ଅନୁଧ୍ୟାନ କରାଯାଉଛି। ବାଘର ଉପସ୍ଥିତି ସମ୍ପର୍କରେ ବନ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି। ଲୋକଙ୍କୁ ସତର୍କ ରହିବା ସହ ଗୁଜବରେ ବିଶ୍ୱାସ ନକରିବାକୁ ଅନୁରୋଧ କରାଯାଇଛି। #ଜୟପୁର #ବାଘଆତଙ୍କ #Koraput #TigerAlert #ForestDepartment #OdishaNews

Koraput Town, Koraput | Aug 17, 2026

🚨 ମୋବାଇଲ ଟାୱାରରୁ ବ୍ୟାଟେରୀ ଚୋରି, ୬ ଗିରଫ

କୋରାପୁଟ ଜିଲ୍ଲାର ବନ୍ଧୁଗାଁ ଓ ନାରାୟଣପାଟଣା ବ୍ଲକର ବିଭିନ୍ନ ଜିଓ ଟାୱାରରୁ ଲକ୍ଷାଧିକ ଟଙ୍କାର ବ୍ୟାଟେରୀ ଚୋରି ଘଟଣାର ପର୍ଦାଫାସ କରିଛି ବନ୍ଧୁଗାଁ ପୋଲିସ।

ଘଟଣାରେ ୬ ଜଣଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି। ଅଭିଯୁକ୍ତଙ୍କଠାରୁ ୪୬ଟି ବ୍ୟାଟେରୀ, ୬ଟି ମୋବାଇଲ, ୨ଟି ବାଇକ୍, ଗୋଟିଏ ପିକଅପ୍ ଭ୍ୟାନ୍ ଓ ଗୋଟିଏ ବୋଲେରୋ ଜବତ କରିଛି ପୋଲିସ।

ସୂଚନା ଅନୁସାରେ, ଜିଓ ଟାୱାରରୁ ୧୪୮ଟି ବ୍ୟାଟେରୀ ଚୋରି ନେଇ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଚୋରି ହୋଇଥିବା କିଛି ବ୍ୟାଟେରୀ ବନ୍ଧୁଗାଁରେ ନିର୍ମାଣାଧୀନ ଏକଲବ୍ୟ ବିଦ୍ୟାଳୟ ନିକଟରୁ ଉଦ୍ଧାର ହୋଇଛି।

ଏନେଇ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ମନୋଜ ବେହେରା ସୂଚନା ଦେଇଛନ୍ତି। ଘଟଣାରେ ଆଉ କିଏ ସମ୍ପୃକ୍ତ ଅଛନ୍ତି ଏବଂ ଅବଶିଷ୍ଟ ବ୍ୟାଟେରୀ କେଉଁଠାରେ ଅଛି, ସେନେଇ ପୋଲିସର ତଦନ୍ତ ଜାରି ରହିଛି।

#Koraput #Bandhugaon #Narayanpatna #BatteryTheft #PoliceAction #CrimeNews #KoraputNews #OdishaNews

🚨 ମୋବାଇଲ ଟାୱାରରୁ ବ୍ୟାଟେରୀ ଚୋରି, ୬ ଗିରଫ କୋରାପୁଟ ଜିଲ୍ଲାର ବନ୍ଧୁଗାଁ ଓ ନାରାୟଣପାଟଣା ବ୍ଲକର ବିଭିନ୍ନ ଜିଓ ଟାୱାରରୁ ଲକ୍ଷାଧିକ ଟଙ୍କାର ବ୍ୟାଟେରୀ ଚୋରି ଘଟଣାର ପର୍ଦାଫାସ କରିଛି ବନ୍ଧୁଗାଁ ପୋଲିସ। ଘଟଣାରେ ୬ ଜଣଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି। ଅଭିଯୁକ୍ତଙ୍କଠାରୁ ୪୬ଟି ବ୍ୟାଟେରୀ, ୬ଟି ମୋବାଇଲ, ୨ଟି ବାଇକ୍, ଗୋଟିଏ ପିକଅପ୍ ଭ୍ୟାନ୍ ଓ ଗୋଟିଏ ବୋଲେରୋ ଜବତ କରିଛି ପୋଲିସ। ସୂଚନା ଅନୁସାରେ, ଜିଓ ଟାୱାରରୁ ୧୪୮ଟି ବ୍ୟାଟେରୀ ଚୋରି ନେଇ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଚୋରି ହୋଇଥିବା କିଛି ବ୍ୟାଟେରୀ ବନ୍ଧୁଗାଁରେ ନିର୍ମାଣାଧୀନ ଏକଲବ୍ୟ ବିଦ୍ୟାଳୟ ନିକଟରୁ ଉଦ୍ଧାର ହୋଇଛି। ଏନେଇ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ମନୋଜ ବେହେରା ସୂଚନା ଦେଇଛନ୍ତି। ଘଟଣାରେ ଆଉ କିଏ ସମ୍ପୃକ୍ତ ଅଛନ୍ତି ଏବଂ ଅବଶିଷ୍ଟ ବ୍ୟାଟେରୀ କେଉଁଠାରେ ଅଛି, ସେନେଇ ପୋଲିସର ତଦନ୍ତ ଜାରି ରହିଛି। #Koraput #Bandhugaon #Narayanpatna #BatteryTheft #PoliceAction #CrimeNews #KoraputNews #OdishaNews

Koraput Town, Koraput | Aug 17, 2026

🎤 “ମୋ ଜୀବନରେ ମଦ କି ଗଞ୍ଜେଇ କେବେ ଦେଖିନି କି ଜାଣିନି”

କୋରାପୁଟ ବାସିନ୍ଦା ଟୁବୁଲି ବେହେରାଙ୍କ ଏଭଳି ବୟାନକୁ ନେଇ ଚର୍ଚ୍ଚା। ନିଜ ଜୀବନରେ ମଦ କିମ୍ବା ଗଞ୍ଜେଇ କେବେ ଦେଖିନଥିବା ଓ ଏସମ୍ପର୍କରେ ଜାଣିନଥିବା ସେ କହିଛନ୍ତି।

📍 ସ୍ଥାନ: କୋରାପୁଟ
🎥 ସୌଜନ୍ୟ: ଆଜିର ଓଡ଼ିଶା

#Koraput #KoraputNews #OdishaNews #TubuliBehera #AajiraOdisha #କୋରାପୁଟ #ଆଜିରଓଡ଼ିଶା

🎤 “ମୋ ଜୀବନରେ ମଦ କି ଗଞ୍ଜେଇ କେବେ ଦେଖିନି କି ଜାଣିନି” କୋରାପୁଟ ବାସିନ୍ଦା ଟୁବୁଲି ବେହେରାଙ୍କ ଏଭଳି ବୟାନକୁ ନେଇ ଚର୍ଚ୍ଚା। ନିଜ ଜୀବନରେ ମଦ କିମ୍ବା ଗଞ୍ଜେଇ କେବେ ଦେଖିନଥିବା ଓ ଏସମ୍ପର୍କରେ ଜାଣିନଥିବା ସେ କହିଛନ୍ତି। 📍 ସ୍ଥାନ: କୋରାପୁଟ 🎥 ସୌଜନ୍ୟ: ଆଜିର ଓଡ଼ିଶା #Koraput #KoraputNews #OdishaNews #TubuliBehera #AajiraOdisha #କୋରାପୁଟ #ଆଜିରଓଡ଼ିଶା

Koraput Town, Koraput | Aug 17, 2026