ପୁରୀ: NEET-2026ରେ ସଫଳ ସତ୍ୟବାଦୀର ମେଧାବୀ ଛାତ୍ରୀ ସ୍ନିଗ୍ଧା ପ୍ରିୟଦର୍ଶିନୀ
Puri, Puri | Oct 4, 2026
ପୁରୀ ଜିଲ୍ଲା ସତ୍ୟବାଦୀର ମେଧାବୀ ଛାତ୍ରୀ ସ୍ନିଗ୍ଧା ପ୍ରିୟଦର୍ଶିନୀ ପରିଡ଼ା NEET-2026 ପରୀକ୍ଷାରେ ସଫଳତା ହାସଲ କରିଛନ୍ତି। ଏହି ଖୁସିର ମୁହୂର୍ତ୍ତରେ ସାଂସଦ ଡକ୍ଟର ସମ୍ବିତ ପାତ୍ର ଓ ବିଧାୟକ ଓଁ ପ୍ରକାଶ ମିଶ୍ର ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।