ଚିକିଟି: କ୍ଷତଗ୍ରସ୍ତ ଷଣ୍ଢକୁ ଉଦ୍ଧାର କଲେ ଚିକିଟି ବିଧାୟକ, ଦେଖାଲେ ମାନବିକତା
Chikiti, Ganjam | Oct 5, 2026
ଚିକିଟି ବିଧାୟକ ଏବଂ ତାଙ୍କ ମନୁସେନାଙ୍କ ପକ୍ଷରୁ ଏକ ମହତ କାର୍ଯ୍ୟ। କ୍ଷତଗ୍ରସ୍ତ ଅବସ୍ଥାରେ ପଡ଼ିଥିବା ଏକ ଷଣ୍ଢକୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇଲେ ବିଧାୟକ। ଜିଲ୍ଲା ପଶୁ ଚିକିତ୍ସା ବିଭାଗ ସହ ଯୋଗାଯୋଗ କରି ତୁରନ୍ତ ନିଆଗଲା ପଦକ୍ଷେପ।