Public App Logo
ଗ୍ରାହକଙ୍କ ବିଶ୍ୱାସକୁ ପାଥେୟ କରି ପ୍ରାୟ ୮୪ ଲକ୍ଷ ଟଙ୍କାର ବ୍ୟାଙ୍କ ଠକେଇ। ଅନୁଗୋଳ ସାଇବର କ୍ରାଇମ୍ ଓ ଆର୍ଥିକ ଅପରାଧ ଥାନା ପୋଲିସ ଆଇସିଆଇସିଆଇ ବ୍ୟାଙ୍କ ରିଲେସନସିପ୍ ମ୍ୟାନେଜର ଗିରଫ । #BreakingNews #BREAKING #Fraude #angulonline #police - Anugul News