Public App Logo
🇮🇳 ୮୦ତମ ସ୍ୱାଧୀନତା ଦିବସର ହାର୍ଦ୍ଦିକ ଶୁଭେଚ୍ଛା 🇮🇳 ୮୦ତମ ସ୍ୱାଧୀନତା ଦିବସ ଅବସରରେ କୋରାପୁଟବାସୀଙ୍କ ସମେତ ସମଗ୍ର ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ କୋରାପୁଟ ପୌର ପରିଷଦ ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ। ସ୍ୱାଧୀନତା ପାଇଁ ନିଜ ଜୀବନକୁ ବଳିଦାନ ଦେଇଥିବା ବୀର ସହିଦମାନଙ୍କୁ ଏହି ପବିତ୍ର ଦିନରେ ଶ୍ରଦ୍ଧାର ସହ ସ୍ମରଣ କରିବା ସହ ଦେଶର ଏକତା, ଅଖଣ୍ଡତା ଓ ଭାଇଚାରାକୁ ମଜବୁତ କରିବା ପାଇଁ ସମସ୍ତେ ସଂକଳ୍ପ ନେବାକୁ ଆହ୍ୱାନ। 🇮🇳 ଜୟ ହିନ୍ଦ୍‌ | ବନ୍ଦେ ମାତରମ୍‌ 🇮🇳 #IndependenceDay #80thIndependenceDay #Koraput #KoraputMunicipality #ଜୟହିନ୍ଦ #ସ୍ୱାଧୀନତାଦିବସ #ଲଲାଟରଞ୍ଜନସେଠୀ - Koraput Town News