ରାୟଗଡା: ଗୁଡ଼ାରୀ ପଞ୍ଚାୟତରେ ଅନୁଷ୍ଠିତ ହେଲା 'ଏକ ଦିନ, ଏକ ଘଣ୍ଟା, ଏକ ସାଥେ' ସଫେଇ ଅଭିଯାନ
ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ପଞ୍ଚାୟତରେ 'ଏକ ଦିନ, ଏକ ଘଣ୍ଟା, ଏକ ସାଥେ ଶ୍ରମଦାନ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏସଏଚଜି ମହିଳା ଓ ଜନପ୍ରତିନିଧିଙ୍କ ମିଳିତ ପ୍ରୟାସରେ ପଞ୍ଚାୟତର ବିଭିନ୍ନ ସ୍ଥାନରେ ସଫେଇ କାର୍ଯ୍ୟ କରାଯାଇଛି।