ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡିରେ ପାଳିତ ହେଲା 72 ତମ ବନ୍ୟପ୍ରାଣୀ ସପ୍ତାହ 2026
ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବନ ଖଣ୍ଡ ବିଭାଗ ପକ୍ଷରୁ 72 ତମ ବନ୍ୟପ୍ରାଣୀ ସପ୍ତାହ 2026 ପାଳନ ହୋଇଛି। କାର୍ଯ୍ୟକ୍ରମରେ ବନ୍ୟପ୍ରାଣୀ ଓ ଜଙ୍ଗଲ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।