Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर

ବାଙ୍ଗିରିପୋଷି: ରରୁଆଁ: ମାସାଆର୍ମୀ ପକ୍ଷରୁ ବାଙ୍ଗିରିପୋଷି ତହସିଲ କାର୍ଯ୍ୟାଳୟ ଘେରାଉ

ଗ୍ରାମବାସୀ ଙ୍କ ଅଧିକାର ଓ ନ୍ୟାୟ ପାଇବା ନିମନ୍ତେ ସୋମବାର ଦିନ ପ୍ରାୟ ୧୨ଟାରେ ବାଙ୍ଗିରିପୋଷି ତହସିଲ କାର୍ଯ୍ୟାଳୟ ଘେରାଉ କରିଛି ମାସାଆର୍ମି । ଗରିବ ଆଦିବାସୀଙ୍କୁ ପ୍ରଶାସନ ପକ୍ଷରୁ ଶୀଘ୍ର ନ୍ୟାୟ ପ୍ରଦାନ ନ କଲେ ଆଗାମୀ ଦିନରେ ରାଜରାସ୍ତା ଅବରୋଧ କରାଯିବ ବୋଲି ମାସାଆର୍ମି ର ରାଜ୍ୟ ସଭାପତି ସୁକଲାଲ ମାରାଣ୍ଡି କହିଛନ୍ତି।