Public App Logo
Profile Picture

ବାରିପଦା ଖବର (Baripada News)

@baripada_news
16359Followers
32Following
ବାରିପଦା ସଦର: ବାରିପଦା ହସ୍ପିଟାଲ୍ ଛକ ପାର୍କିଂ ଏରିଆରେ 'ଆମ ଖଟି' ପକ୍ଷରୁ ସ୍ୱଚ୍ଛତା ଅଭିଯାନ; ବାରିପଦା ବିଧାୟକ ଓ ନଗରପାଳ ଦେଲେ ପ୍ରତିକ୍ରିୟା
ବାରିପଦା ସଦର: ବାରିପଦାର ଗାନ୍ଧୀ ପାର୍କ ଠାରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନ ଅବସରରେ ଜିଲ୍ଲା ପରିଷଦ ସଭାପତି ଭାରତୀ ହାଁସଦାଃ ଦେଲେ ପ୍ରତିକ୍ରିୟା
ବାରିପଦା ସଦର: ବାରିପଦାର ଗାନ୍ଧୀ ପାର୍କ ଠାରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ; ଜିଲ୍ଲାପାଳ ହେମକାନ୍ତ ସୟ ଦେଲେ ପ୍ରତିକ୍ରିୟା
ବାରିପଦା ସଦର: ମୟୂରଭଞ୍ଜ ଜିଲ୍ଲାରେ ଗତ ୨୪ ଘଣ୍ଟାର ବର୍ଷା ବିବରଣୀ ପ୍ରଦାନ; କପ୍ତିପଦାରେ ସର୍ବାଧିକ ୧୬ ମିଲିମିଟର ବର୍ଷା ରେକର୍ଡ
ବାରିପଦା ସଦର: ବାରିପଦାର ତକତପୁର ଠାରେ ଗୋ ବୋଝେଇ ବଲେର ଏକସେଲ ଭାଙ୍ଗିବାରୁ ଅଟକି ରହିଲା; ତା ଭିତରୁ ୨ ଗୋରୁ ହେଲା ଉଦ୍ଧାର
ଉଦଳା: ଗୋପବନ୍ଧୁନଗର ବ୍ଲକରେ ବରିଷ୍ଠ ନାଗରିକ ଦିବସ ପାଳିତ; ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ ହେଲେ ବରିଷ୍ଠ ନାଗରିକ
ବାରିପଦା ସଦର: କୁଚେଇ ଅଞ୍ଚଳରୁ ୪ଟି ବେଆଇନ ବାଲି ବୋଝେଇ ଟ୍ରାକ୍ଟର ଜବତ କଲା ମାଇନିଂ ବିଭାଗ
ବାରିପଦା ସଦର: ଖୁଣ୍ଟା ଅବକାରୀ ଥାନା ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ୨ ମହିଳା ୧ ପୁରୁଷ ଗିରଫ
ବାରିପଦା ସଦର: ବାରିପଦାର ଶହୀଦ ସ୍ମୃତି ଭବନ ଠାରେ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ; ମତଦେଲେ ଜିଲ୍ଲା ପରିଷଦ ସଭାପତି ଓ ଅତିରିକ୍ତ ଜିଲ୍ଲାପାଳ
ବାରିପଦା ସଦର: ଆଦିବାସୀ ସାମାଜିକ, ଶିକ୍ଷା ଓ ସାଂସ୍କୃତିକ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର; ମତଦେଲେ ସମ୍ପାଦକ
ବାରିପଦା ସଦର: ଶିମିଳିପାଳ ଉତ୍ତର ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ମିନି ମାରାଥନ ଆୟୋଜିତ: ବନ୍ୟପ୍ରାଣୀ ସୁରକ୍ଷା ପାଇଁ ଗଣଦୌଡ଼
ବାରିପଦା ସଦର: ବାରିପଦାର ଶହୀଦ ସ୍ମୃତି ଭବନଠାରେ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିନ ଅବସରରେ ଯୋଗ ଶିବିର ଅନୁଷ୍ଠିତ
ବାରିପଦା ସଦର: ବାରିପଦା ପୌରପାଳିକା ପକ୍ଷରୁ 'ସ୍ୱଚ୍ଛତା ହିଁ ସେବା' ଅଭିଯାନ; କଚେରୀ ଦୈନିକ ମାର୍କେଟରେ ହେଲା ଗଣ ସଫେଇ କାର୍ଯ୍ୟକ୍ରମ; ମତଦେଲେ ନଗରପାଳ
ବାରିପଦା ସଦର: ଜିଲ୍ଲାରେ ଆସନ୍ତା ଅକ୍ଟୋବର ୨ ଯାଏଁ ବର୍ଷା ପବନ ସହ ବଜ୍ରପାତ ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୟୋଲ ୱାର୍ଣିଂ ଜାରୀ
ବାରିପଦା ସଦର: ମହାନ୍ତି ପୋଡାସିଆ ଗ୍ରାମରୁ ଏକ ୮ ଫୁଟ ଲମ୍ବ ଅଜଗର ସାପ ଉଦ୍ଧାର
ବାରିପଦା ସଦର: ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପ୍ରଭାବ ଶୁନ୍ୟ ହୋଇଛି ବାରିପଦା ସହରରେ
ବାରିପଦା ସଦର: କୁଳିଅଣା ଅବକାରୀ ବିଭାଗ ତରଫରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ; ଜଣେ ଅଟକ ସହିତ ଓମିନି ଗାଡି ଜବତ
ରାଇରଙ୍ଗପୁୁର: ଡକାୟତି ଯୋଜନା ପଣ୍ଡ; ଦୁଇ ଆନ୍ତରାଜ୍ୟ ଡକାୟତ ଗିରଫ ସହ ଦାମୀ ଗାଡ଼ି ଓ ଜୀବନ୍ତ ଗୁଳି ଜବତ; ମତଦେଲେ ରାଇରଙ୍ଗପୁର ଏସପି ସୁରେଶ ଚନ୍ଦ୍ର ପାତ୍ର
ରାଇରଙ୍ଗପୁୁର: ନୁଷାଡିହି ଗ୍ରାମରୁ ଟ୍ରାନ୍ସଫର୍ମର ଚୋରୀ; ଅନ୍ଧାରରେ ଗ୍ରାମବାସୀ; ବାମନଘାଟୀ ଉପଜିଲ୍ଲାପାଳ ଙ୍କ ବିଦ୍ଯୁତ ବିଭାଗ ଏସଡିଓଙ୍କୁ ଦାବିପତ୍ର ପ୍ରଦାନ
ରାଇରଙ୍ଗପୁୁର: UCC ବିରୋଧରେ ଅକ୍ଟୋବର ୧ରେ ବାରିପଦାରେ ଆଦିବାସୀଙ୍କ ବିଶାଳ ସଭାଯାତ୍ରା ହେବାନେଇ ଆଦିବାସୀ ପ୍ରତିନିଧିଦଳ ରାଇରଙ୍ଗପୁରରେ ଦେଲେ ସୂଚନା
ବାରିପଦା ସଦର: ତକତପୁର ଛକ ନିକଟସ୍ଥ NH ୧୮ ଉପରେ ହୁତୁ ହୁତୁ ହୋଇ ଜଳିଗଲା କାର; କ୍ଷୟକ୍ଷତି ନେଇ ସୂଚନା ଦେଲେ ବାରିପଦା ଫାୟାର ଷ୍ଟେସନର ହାବିଲଦାର
ବାରିପଦା ସଦର: ତକତପୁର ଛକ ନିକଟସ୍ଥ ୧୮ ନମ୍ବର ଜାତୀୟ ରାଜପଥ ଉପରେ ହୁତୁ ହୁତୁ ହୋଇ ଜଳିଗଲା କାର; ପ୍ରତିକ୍ରିୟା ଦେଲେ ପ୍ରତ୍ୟକ୍ଷଦର୍ଶୀ
ବାରିପଦା ସଦର: ଲୁହାମାଳିଆ ଗ୍ରାମରେ ଆଦିବାସୀ ସମ୍ପ୍ରଦାୟ ପରମ୍ପରାକୁ ନେଇ ଉଠିଲା ବିବାଦ; ସାମାନ୍ୟ ହାଣ୍ଡିଆ,କୁକୁଡ଼ା ନଦେଇପାରିବାରୁ ୨ଦିନ ଧରି ପଡିରହିଛ ଶବ
ବାରିପଦା ସଦର: ବାରିପଦା ଟାଉନ ଥାନା ଦ୍ୱାରା ୫ଜଣ ଆନ୍ତରାଜ୍ୟ ମୋବାଇଲ ଚୋର ଗ୍ୟାଙ୍ଗକୁ ଧରିବା ଘଟଣା; ମତଦେଲେ ଅତିରିକ୍ତ ଏସପି ଦୀପକ କୁମାର ଗଛାୟତ
ବାରିପଦା ସଦର: ଜିଲ୍ଲାରେ ଆସନ୍ତା ଅକ୍ଟୋବର ୨ ଯାଏଁ ବର୍ଷା ପବନ ସହ ବଜ୍ରପାତ ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୟୋଲ ୱାର୍ଣିଂ ଜାରୀ