Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर

ରାସ୍ତା ଦୁରାବସ୍ଥା ଯୋଗୁଁ ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ। ମାନବିକତା ଦେଖାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ। କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଅତଣ୍ଡା ପଞ୍ଚାୟତ ଅନ୍ତର୍ଗତ ଶ୍ରୀଗାମପୁଟ ଗାଁର। ଗୁରୁବାର ଭୋର ପ୍ରାୟ ୫ଟା ୩୦ରେ ଗାଁର ଗର୍ଭବତୀ ମଣି ଖିଲ (୨୭)ଙ୍କୁ ହସ୍ପିଟାଲ ନେବା ପାଇଁ ୧୦୮ ଆମ୍ବୁଲାନ୍ସକୁ ସୂଚନା ଦିଆଯାଇଥିଲା। ତେବେ ଗାଁକୁ ଯିବା ରାସ୍ତା ଅତ୍ୟନ୍ତ ଖରାପ ଥିବାରୁ ଆମ୍ବୁଲାନ୍ସଟି ଗାଁଠାରୁ ପ୍ରାୟ ୩ କିଲୋମିଟର ଦୂରରେ ଅଟକି ଯାଇଥିଲା। ପରିସ୍ଥିତିକୁ ଦେଖି ୧୦୮ ଆମ୍ବୁଲାନ୍ସ ଚାଳକ ଗୋପାଳ କୃଷ୍ଣ ନାୟକ, ଫାର୍ମାସିଷ୍ଟ ରାହୁଲ ପାଙ୍ଗି ଓ ସହାୟକ ଦୀପକ ପାତ୍ର ପାଦରେ ଗାଁକୁ ଯାଇଥିଲେ।

Jeypore, Koraput | Aug 14, 2026

MORE NEWS

ଗୁପ୍ତେଶ୍ୱରରେ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼
ବାବା ଗୁପ୍ତେଶ୍ୱରଙ୍କ ଦର୍ଶନ ପାଇଁ ଛୁଟିଲା ଭକ୍ତଙ୍କ ସୁଅ

UD MEDIA News Page #Jeypore #jeyporenews #jeyporeupdatenews #jeyporesocialmedia #koraputupdate  #koraput #Rayagada #Malakangiri #Nabarangpur  #viralpost2024 #viralfacebookpage #public  #highlightseveryonefollowers2025 #highlights #dmkoraput #CMOdisha #police #koraputpolice

ଗୁପ୍ତେଶ୍ୱରରେ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼ ବାବା ଗୁପ୍ତେଶ୍ୱରଙ୍କ ଦର୍ଶନ ପାଇଁ ଛୁଟିଲା ଭକ୍ତଙ୍କ ସୁଅ UD MEDIA News Page #Jeypore #jeyporenews #jeyporeupdatenews #jeyporesocialmedia #koraputupdate #koraput #Rayagada #Malakangiri #Nabarangpur #viralpost2024 #viralfacebookpage #public #highlightseveryonefollowers2025 #highlights #dmkoraput #CMOdisha #police #koraputpolice

Jeypore, Koraput | Aug 17, 2026

ଜୟପୁର ସହରରେ ବାଘ ଆତଙ୍କ!
ପ୍ରକାଶ ନଗର ଓ ଆଶ୍ରମ ନଗରରେ ବାଘ ଚଳପ୍ରଚଳ ନେଇ ଚର୍ଚ୍ଚା, CCTVରେ କଏଦ ଦୃଶ୍ୟକୁ ନେଇ ଚାଞ୍ଚଲ୍ୟ, ବନ ବିଭାଗର ତଦନ୍ତ ଜାରି

ଜୟପୁର ସହରରେ ବାଘ ଆତଙ୍କ! ପ୍ରକାଶ ନଗର ଓ ଆଶ୍ରମ ନଗରରେ ବାଘ ଚଳପ୍ରଚଳ ନେଇ ଚର୍ଚ୍ଚା, CCTVରେ କଏଦ ଦୃଶ୍ୟକୁ ନେଇ ଚାଞ୍ଚଲ୍ୟ, ବନ ବିଭାଗର ତଦନ୍ତ ଜାରି

Jeypore, Koraput | Aug 17, 2026

କୋରାପୁଟ ଜିଲ୍ଲା ବନ୍ଧୁଗାଁ ଓ ନାରାୟଣପାଟଣା ବ୍ଲକର ବିଭିନ୍ନ ଅଞ୍ଚଳରେ ଥିବା ଜିଓ ଟାୱାରରୁ ଲକ୍ଷାଧିକ ଟଙ୍କାର ବ୍ୟାଟେରୀ ଚୋରି ଘଟଣାର ପର୍ଦାଫାସ କରିଛି ବନ୍ଧୁଗାଁ ପୋଲିସ। ଘଟଣାରେ ସମ୍ପୃକ୍ତ ୬ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି।ଗିରଫ ଅଭିଯୁକ୍ତଙ୍କ ଠାରୁ ୪୬ଟି ବ୍ୟାଟେରୀ, ୬ଟି ମୋବାଇଲ, ୨ଟି ବାଇକ, ଗୋଟିଏ ପିକଅପ୍ ଭ୍ୟାନ୍ ଓ ଗୋଟିଏ ବୋଲେରୋ ଗାଡ଼ି ଜବତ କରିଛି ପୋଲିସ। ଏନେଇ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ମନୋଜ ବେହେରା ସୂଚନା ଦେଇଛନ୍ତି।

କୋରାପୁଟ ଜିଲ୍ଲା ବନ୍ଧୁଗାଁ ଓ ନାରାୟଣପାଟଣା ବ୍ଲକର ବିଭିନ୍ନ ଅଞ୍ଚଳରେ ଥିବା ଜିଓ ଟାୱାରରୁ ଲକ୍ଷାଧିକ ଟଙ୍କାର ବ୍ୟାଟେରୀ ଚୋରି ଘଟଣାର ପର୍ଦାଫାସ କରିଛି ବନ୍ଧୁଗାଁ ପୋଲିସ। ଘଟଣାରେ ସମ୍ପୃକ୍ତ ୬ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି।ଗିରଫ ଅଭିଯୁକ୍ତଙ୍କ ଠାରୁ ୪୬ଟି ବ୍ୟାଟେରୀ, ୬ଟି ମୋବାଇଲ, ୨ଟି ବାଇକ, ଗୋଟିଏ ପିକଅପ୍ ଭ୍ୟାନ୍ ଓ ଗୋଟିଏ ବୋଲେରୋ ଗାଡ଼ି ଜବତ କରିଛି ପୋଲିସ। ଏନେଇ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ମନୋଜ ବେହେରା ସୂଚନା ଦେଇଛନ୍ତି।

Jeypore, Koraput | Aug 17, 2026

ଦାବି ପୂରଣ ନହେଲେ ବଡ଼ ଆନ୍ଦୋଳନ, ରାସ୍ତାକୁ ଓହ୍ଲାଇଲା ଭାରତୀୟ ମଜଦୁର ସଂଘ,
ଶ୍ରମିକମାନଙ୍କ ବିଭିନ୍ନ ଦାବି ପୂରଣ ହେଉନଥିବା ପ୍ରତିବାଦରେ ଦେଶବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇଛି ଭାରତୀୟ ମଜଦୁର ସଂଘ। ରାଞ୍ଚିରେ ଅନୁଷ୍ଠିତ ୧୬୧ତମ କାର୍ଯ୍ୟ ସମିତି ବୈଠକର ନିଷ୍ପତ୍ତି ଅନୁଯାୟୀ ଦେଶର ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ପ୍ରତିବାଦ କରାଯାଇଛି। କୋରାପୁଟରେ ମଧ୍ୟ ଶ୍ରମିକଙ୍କ ଦାବି ନେଇ ବଡ଼ ଧରଣର ପ୍ରତିବାଦ ଦେଖିବାକୁ ମିଳିଛି। ନିଶାଣି ମୁଣ୍ଡାଠାରୁ ଏକ ବିଶାଳ ରାଲିରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏହି ରାଲିରେ ପ୍ରାୟ ୫ ହଜାରରୁ ଊର୍ଦ୍ଧ୍ୱ ଅଙ୍ଗନୱାଡି, ଆଶାକର୍ମୀଙ୍କ ସମେତ ବିଭିନ୍ନ ବର୍ଗର କର୍ମଚାରୀ ସାମିଲ ହୋଇଥିଲେ।

ଦାବି ପୂରଣ ନହେଲେ ବଡ଼ ଆନ୍ଦୋଳନ, ରାସ୍ତାକୁ ଓହ୍ଲାଇଲା ଭାରତୀୟ ମଜଦୁର ସଂଘ, ଶ୍ରମିକମାନଙ୍କ ବିଭିନ୍ନ ଦାବି ପୂରଣ ହେଉନଥିବା ପ୍ରତିବାଦରେ ଦେଶବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇଛି ଭାରତୀୟ ମଜଦୁର ସଂଘ। ରାଞ୍ଚିରେ ଅନୁଷ୍ଠିତ ୧୬୧ତମ କାର୍ଯ୍ୟ ସମିତି ବୈଠକର ନିଷ୍ପତ୍ତି ଅନୁଯାୟୀ ଦେଶର ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ପ୍ରତିବାଦ କରାଯାଇଛି। କୋରାପୁଟରେ ମଧ୍ୟ ଶ୍ରମିକଙ୍କ ଦାବି ନେଇ ବଡ଼ ଧରଣର ପ୍ରତିବାଦ ଦେଖିବାକୁ ମିଳିଛି। ନିଶାଣି ମୁଣ୍ଡାଠାରୁ ଏକ ବିଶାଳ ରାଲିରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏହି ରାଲିରେ ପ୍ରାୟ ୫ ହଜାରରୁ ଊର୍ଦ୍ଧ୍ୱ ଅଙ୍ଗନୱାଡି, ଆଶାକର୍ମୀଙ୍କ ସମେତ ବିଭିନ୍ନ ବର୍ଗର କର୍ମଚାରୀ ସାମିଲ ହୋଇଥିଲେ।

Jeypore, Koraput | Aug 17, 2026

ରାଜକନିକା ଥାନା ରେ ଥଲେସେମିଆ ରୋଗୀ ମାନଙ୍କ ପାଇଁ ରକ୍ତଦାନ ଶିବିର.
#odianews #OdishaPolitics #OdiaEntertainment
#dinaratitv #currentaffairs #odianews
#dinaratitv #currentaffairs #odianews #latestnews #news #odishaupdates

ରାଜକନିକା ଥାନା ରେ ଥଲେସେମିଆ ରୋଗୀ ମାନଙ୍କ ପାଇଁ ରକ୍ତଦାନ ଶିବିର. #odianews #OdishaPolitics #OdiaEntertainment #dinaratitv #currentaffairs #odianews #dinaratitv #currentaffairs #odianews #latestnews #news #odishaupdates

Jeypore, Koraput | Aug 17, 2026

ରାସ୍ତା ଦୁରାବସ୍ଥା ଯୋଗୁଁ ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ। ମାନବିକତା ଦେଖାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ। କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଅତଣ୍ଡା ପଞ୍ଚାୟତ ଅନ୍ତର୍ଗତ ଶ୍ରୀଗାମପୁଟ ଗାଁର। ଗୁରୁବାର ଭୋର ପ୍ରାୟ ୫ଟା ୩୦ରେ ଗାଁର ଗର୍ଭବତୀ ମଣି ଖିଲ (୨୭)ଙ୍କୁ ହସ୍ପିଟାଲ ନେବା ପାଇଁ ୧୦୮ ଆମ୍ବୁଲାନ୍ସକୁ ସୂଚନା ଦିଆଯାଇଥିଲା। ତେବେ ଗାଁକୁ ଯିବା ରାସ୍ତା ଅତ୍ୟନ୍ତ ଖରାପ ଥିବାରୁ ଆମ୍ବୁଲାନ୍ସଟି ଗାଁଠାରୁ ପ୍ରାୟ ୩ କିଲୋମିଟର ଦୂରରେ ଅଟକି ଯାଇଥିଲା। ପରିସ୍ଥିତିକୁ ଦେଖି ୧୦୮ ଆମ୍ବୁଲାନ୍ସ ଚାଳକ ଗୋପାଳ କୃଷ୍ଣ ନାୟକ, ଫାର୍ମାସିଷ୍ଟ ରାହୁଲ ପାଙ୍ଗି ଓ ସହାୟକ ଦୀପକ ପାତ୍ର ପାଦରେ ଗାଁକୁ ଯାଇଥିଲେ। - Jeypore News