Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Jharkhand
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी

ଜଗତସିଂହପୁର ଜିଲ୍ଲା ଜଂକୋଟି ଉପଡ଼ାକ ଘରେ ବର୍ଷା ପାଣିରେ ଚାଲିଛି ଡାକସେବା @topfans #apnodia #jagatsinghpur

MORE NEWS

#ବରଗଡ଼_ବନବିଭାଗର_ଅଭିନଵ_ପ୍ରୟାସରେ_ସ୍ୱାଧୀନତା 
ଦିବସ ପାଳିତ #Odisha #Ganjamnews #80thbirthdaycelebration #OdishaSangram

#ବରଗଡ଼_ବନବିଭାଗର_ଅଭିନଵ_ପ୍ରୟାସରେ_ସ୍ୱାଧୀନତା ଦିବସ ପାଳିତ #Odisha #Ganjamnews #80thbirthdaycelebration #OdishaSangram

Jagatsinghapur, Jagatsinghpur | Aug 16, 2026

#ଆଜି_ଭାଗଡା_ନାରାୟଣପୁର_ଟୋଲ_ପ୍ଲାଜାରେ_୮୦ତମ ସ୍ବାଧୀନତା ଦିବସ ପାଳନ! #Odisha #Tollplaza #80thbirthdaycelebration #bhadrknews 
#Tollbhadrk #OdishaSangram

#ଆଜି_ଭାଗଡା_ନାରାୟଣପୁର_ଟୋଲ_ପ୍ଲାଜାରେ_୮୦ତମ ସ୍ବାଧୀନତା ଦିବସ ପାଳନ! #Odisha #Tollplaza #80thbirthdaycelebration #bhadrknews #Tollbhadrk #OdishaSangram

Jagatsinghapur, Jagatsinghpur | Aug 16, 2026

ଆଜି ପବିତ୍ର 80ତମ ସ୍ୱାଧୀନତା ଦିବସ ଅବସରରେ ଭଦ୍ରକ ନୂଆ ବସଷ୍ଟାଣ୍ଡ ସ୍ଥିତ OSRTC ବସ ସେବା କାର୍ଯ୍ୟାଳୟ ଠାରେ ପତାକା ଉତ୍ତୋଳନ କରାଯାଇ ଅଛି l ଉକ୍ତ କାର୍ଯ୍ୟକ୍ରମ ରେ OSRTC ର District Manager ଦେବୀ ପ୍ରସନ୍ନ ଦାସ  ଏବଂ L&k ସଂସ୍ଥା ର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ, ମ୍ୟାନେଜେର ଦେବୀ ପ୍ରସନ୍ନ ଙ୍କ କର କମଳ ରେ ପତାକା ଉତ୍ତୋଳନ ସହ ସମସ୍ତେ ଏକତ୍ର ଜାତୀୟ ସଂଗୀତ ଗାନ କରିବା ସହ ସ୍ୱାଧୀନତା ର ପୁରଣା ସ୍ମୃତି କୁ ମନେ ପକେଇ ସ୍ୱତନ୍ତ୍ରତା ବଜାୟ ରଖି ଥିଲେ
#indipendenceday #Bhadraknews #OSRTC 
#80thbirthdaycelebration #indipencencedayspecial #OdishaSangram

ଆଜି ପବିତ୍ର 80ତମ ସ୍ୱାଧୀନତା ଦିବସ ଅବସରରେ ଭଦ୍ରକ ନୂଆ ବସଷ୍ଟାଣ୍ଡ ସ୍ଥିତ OSRTC ବସ ସେବା କାର୍ଯ୍ୟାଳୟ ଠାରେ ପତାକା ଉତ୍ତୋଳନ କରାଯାଇ ଅଛି l ଉକ୍ତ କାର୍ଯ୍ୟକ୍ରମ ରେ OSRTC ର District Manager ଦେବୀ ପ୍ରସନ୍ନ ଦାସ ଏବଂ L&k ସଂସ୍ଥା ର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ, ମ୍ୟାନେଜେର ଦେବୀ ପ୍ରସନ୍ନ ଙ୍କ କର କମଳ ରେ ପତାକା ଉତ୍ତୋଳନ ସହ ସମସ୍ତେ ଏକତ୍ର ଜାତୀୟ ସଂଗୀତ ଗାନ କରିବା ସହ ସ୍ୱାଧୀନତା ର ପୁରଣା ସ୍ମୃତି କୁ ମନେ ପକେଇ ସ୍ୱତନ୍ତ୍ରତା ବଜାୟ ରଖି ଥିଲେ #indipendenceday #Bhadraknews #OSRTC #80thbirthdaycelebration #indipencencedayspecial #OdishaSangram

Jagatsinghapur, Jagatsinghpur | Aug 16, 2026