Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
Congress
Modi
Delhi
Viral
मारपीट
Crime
Jharkhand
Dm
Up
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
Uttarpradesh

News in Jagatsinghapur

ଆଜି ପବିତ୍ର 80ତମ ସ୍ୱାଧୀନତା ଦିବସ ଅବସରରେ ଭଦ୍ରକ ନୂଆ ବସଷ୍ଟାଣ୍ଡ ସ୍ଥିତ OSRTC ବସ ସେବା କାର୍ଯ୍ୟାଳୟ ଠାରେ ପତାକା ଉତ୍ତୋଳନ କରାଯାଇ ଅଛି l ଉକ୍ତ କାର୍ଯ୍ୟକ୍ରମ ରେ OSRTC ର District Manager ଦେବୀ ପ୍ରସନ୍ନ ଦାସ  ଏବଂ L&k ସଂସ୍ଥା ର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ, ମ୍ୟାନେଜେର ଦେବୀ ପ୍ରସନ୍ନ ଙ୍କ କର କମଳ ରେ ପତାକା ଉତ୍ତୋଳନ ସହ ସମସ୍ତେ ଏକତ୍ର ଜାତୀୟ ସଂଗୀତ ଗାନ କରିବା ସହ ସ୍ୱାଧୀନତା ର ପୁରଣା ସ୍ମୃତି କୁ ମନେ ପକେଇ ସ୍ୱତନ୍ତ୍ରତା ବଜାୟ ରଖି ଥିଲେ
#indipendenceday #Bhadraknews #OSRTC 
#80thbirthdaycelebration #indipencencedayspecial #OdishaSangram

ଆଜି ପବିତ୍ର 80ତମ ସ୍ୱାଧୀନତା ଦିବସ ଅବସରରେ ଭଦ୍ରକ ନୂଆ ବସଷ୍ଟାଣ୍ଡ ସ୍ଥିତ OSRTC ବସ ସେବା କାର୍ଯ୍ୟାଳୟ ଠାରେ ପତାକା ଉତ୍ତୋଳନ କରାଯାଇ ଅଛି l ଉକ୍ତ କାର୍ଯ୍ୟକ୍ରମ ରେ OSRTC ର District Manager ଦେବୀ ପ୍ରସନ୍ନ ଦାସ ଏବଂ L&k ସଂସ୍ଥା ର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ, ମ୍ୟାନେଜେର ଦେବୀ ପ୍ରସନ୍ନ ଙ୍କ କର କମଳ ରେ ପତାକା ଉତ୍ତୋଳନ ସହ ସମସ୍ତେ ଏକତ୍ର ଜାତୀୟ ସଂଗୀତ ଗାନ କରିବା ସହ ସ୍ୱାଧୀନତା ର ପୁରଣା ସ୍ମୃତି କୁ ମନେ ପକେଇ ସ୍ୱତନ୍ତ୍ରତା ବଜାୟ ରଖି ଥିଲେ #indipendenceday #Bhadraknews #OSRTC #80thbirthdaycelebration #indipencencedayspecial #OdishaSangram

Jagatsinghapur, Jagatsinghpur | Aug 16, 2026

ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ୮୦ ତମ ସ୍ବାଧୀନତା ଦିବସ ପାଳନ
#apnodia #follower #jagatsinghpur #IndependenceDay

ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ୮୦ ତମ ସ୍ବାଧୀନତା ଦିବସ ପାଳନ #apnodia #follower #jagatsinghpur #IndependenceDay

Jagatsinghapur, Jagatsinghpur | Aug 15, 2026

ଜଗତସିଂହପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପ୍ରତିବାଦ ସ୍ୱରୂପ ଜଗତସିଂହପୁର ଆରଟିଓ ଅଫିସ ସାମନା ରାସ୍ତା ମରାମତି । ବାରମ୍ବାର ଅଭିଯୋଗ ପରେ ମଧ୍ୟ ଶୋଚନୀୟ ଅବସ୍ଥାରେ ରାସ୍ତା ଥିଲା । ପ୍ରତିବାଦସୁରୁପ ଜିଲ୍ଲା କଂଗ୍ରେସ ପକ୍ଷରୁ ମରାମତି ହେଲା ।
#apnodia #follower #jagatsinghpurcongress #BhaktaCharanDas #OdishaCongress #debaprasadnayak 
Debaprasad Nayak

ଜଗତସିଂହପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପ୍ରତିବାଦ ସ୍ୱରୂପ ଜଗତସିଂହପୁର ଆରଟିଓ ଅଫିସ ସାମନା ରାସ୍ତା ମରାମତି । ବାରମ୍ବାର ଅଭିଯୋଗ ପରେ ମଧ୍ୟ ଶୋଚନୀୟ ଅବସ୍ଥାରେ ରାସ୍ତା ଥିଲା । ପ୍ରତିବାଦସୁରୁପ ଜିଲ୍ଲା କଂଗ୍ରେସ ପକ୍ଷରୁ ମରାମତି ହେଲା । #apnodia #follower #jagatsinghpurcongress #BhaktaCharanDas #OdishaCongress #debaprasadnayak Debaprasad Nayak

Jagatsinghapur, Jagatsinghpur | Aug 15, 2026