Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Madhyapradesh
Pmmodi
Rahulgandhi

ଜମିବାଡ଼ି ବିବାଦ ପାଁଇ ଦୁଇ ପରିବାର ମଧ୍ୟରେ ତୁମୁଳ କାଣ୍ଡ କୋଣାର୍କ ଥାନା ଅନ୍ତର୍ଗତ ଧନିତ୍ରୀ ପଂଚାୟତ ଜଗନ୍ନାଥପଡା ଗ୍ରାମରେ ଘଟିଛି ଏଭଳି ଘଟଣା !! #dinaratitv #TheCommonTimes

Jeypore, Koraput | Aug 18, 2026

MORE NEWS

ଜୟପୁର ଉପ ଜିଲ୍ଲାପାଳ ଅଫିସ ରେ ଧାରଣା ରେ ବସିଛନ୍ତି ବଡ଼ଜିଉନା ଗ୍ରାମବାସୀ,ବଡ଼ଜିଉନାରେ ହେଉ ଗୋଦାବରିଶ ବିଦ୍ୟାଳୟ ନିର୍ମାଣ,ଛାତ୍ରଛାତ୍ରୀଙ୍କ ଯାତାୟାତ ଓ ଶିକ୍ଷାର ସୁବିଧାକୁ ଦୃଷ୍ଟିରେ ରଖି ବଡ଼ଜିଉନା ଗାଁରେ ହିଁ ଗୋଦାବରିଶ ବିଦ୍ୟାଳୟ ନିର୍ମାଣ କରାଯାଉ ବୋଲି ଦାବି ହୋଇଛି। ଏନେଇ ଜିଲ୍ଲାପାଳ ହସ୍ତକ୍ଷେପ କରି ଶୀଘ୍ର ପଦକ୍ଷେପ ନେବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି।

କୋରାପୁଟରେ  ଶ୍ରମିକଙ୍କ ଦାବି ନେଇ ବଡ଼ ଧରଣର ପ୍ରତିବାଦ ଦେଖିବାକୁ ମିଳିଛି। ନିଶାଣି ମୁଣ୍ଡାଠାରୁ ଏକ ବିଶାଳ ରାଲିରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏହି ରାଲିରେ ପ୍ରାୟ ୫ ହଜାରରୁ ଊର୍ଦ୍ଧ୍ୱ ଅଙ୍ଗନୱାଡି, ଆଶାକର୍ମୀଙ୍କ ସମେତ ବିଭିନ୍ନ ବର୍ଗର କର୍ମଚାରୀ ସାମିଲ ହୋଇଥିଲେ। ESIC ଦରମା ସୀମା ବୃଦ୍ଧି, EPF ନ୍ୟୁନତମ ପେନସନ ବୃଦ୍ଧି, ବୋନସ ସୀମା ବୃଦ୍ଧି, ଚୁକ୍ତିଭିତ୍ତିକ ଶ୍ରମିକଙ୍କୁ ସମାନ କାମକୁ ସମାନ ଦରମା ଏବଂ ମାସିକ ୩୦ ହଜାର ଟଙ୍କା ନ୍ୟୁନତମ ଦରମା ଭଳି ଦାବି ନେଇ ସଂଘ ଆନ୍ଦୋଳନ କରିଛି। ଦାବି ପୂରଣ ନହେଲେ ବଡ଼ ଆନ୍ଦୋଳନ, ରାସ୍ତାକୁ ଓହ୍ଲାଇଲା ଭାରତୀୟ ମଜଦୁର ସଂଘ

ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ସମୀକ୍ଷା ବୈଠକ ରେ କୋରାପୁଟ ଜିଲ୍ଲା ଲଷ୍ମୀପୂର ମେଡିକାଲ ର ବିଭିନ୍ନ ସମସ୍ୟା ର ସମାଧାନ ପାଇଁ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କୁ ଦାବିକରିଛନ୍ତି,

ଜମିବାଡ଼ି ବିବାଦ ପାଁଇ ଦୁଇ ପରିବାର ମଧ୍ୟରେ ତୁମୁଳ କାଣ୍ଡ କୋଣାର୍କ ଥାନା ଅନ୍ତର୍ଗତ ଧନିତ୍ରୀ ପଂଚାୟତ ଜଗନ୍ନାଥପଡା ଗ୍ରାମରେ ଘଟିଛି ଏଭଳି ଘଟଣା !! #dinaratitv #TheCommonTimes - Jeypore News