କଳାହାଣ୍ଡି: କଳାହାଣ୍ଡି-ରାୟଗଡ଼ା ସୀମାନ୍ତରେ ହାତୀ ଉପଦ୍ରବ, ଭାଙ୍ଗିଲା ଘର ଓ ନଷ୍ଟ ହେଲା ଫସଲ
Kalahandi, Kalahandi | Oct 5, 2026
କଳାହାଣ୍ଡି ଥୁଆମୂଳ ରାମପୁର ବ୍ଲକ ତାରାମୁଣ୍ଡି ଗାଁରେ ହାତୀ ଆତଙ୍କ। ହାତୀ ଘର ଭାଙ୍ଗିବା ସହ ଚାଷ ଜମି ନଷ୍ଟ କରିଥିବା ଅଭିଯୋଗ। ଭୟଭୀତ ଅଞ୍ଚଳବାସୀ ସରକାରୀ ସହାୟତା ପାଇଁ ଦାବି କରିଛନ୍ତି।