Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
bouddhatimes7
4
ବୌଦ୍ଧ ମାଉସୀ ମା’ ମନ୍ଦିର ପରିସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ "ବିଭାଜନ ବିଭୀଷିକା ସ୍ମୃତି ଦିବସ" ପାଳିତ ହୋଇଯାଇଛି।
Baudh Sadar, Boudh (Bauda)
| Aug 14, 2026
MORE NEWS
ଏଠାରେ ରେଳ ଓଭରବ୍ରିଜ ହେବା ନିହାତି ଦରକାର ! ପଟିଆ ରେଲୱେ ଲେବୁଲ କ୍ରସିଂ #IndianRailway #RailwayLevelCrossing #Patia #Bhubaneswar #RailwayLineUpdate #OdishaTour
Baudh Sadar, Boudh (Bauda) | Aug 17, 2026
#ନିମାପଡ଼ାରେ_୨୪_ଘଣ୍ଟା_ନପୂରୁଣୁ_ଭୁଶୁଡ଼ିଲା_ବ୍ରିଜ୍ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ନିର୍ବାଚନମଣ୍ଡଳୀ ନିମାପଡ଼ାର ଧନୁଆ ଛକ ନିକଟରେ ଶାଖା କେନାଲ ଉପରେ ନିର୍ମାଣାଧୀନ ବ୍ରିଜ୍ର ଛାତ ପଡ଼ିବାର ୨୪ ଘଣ୍ଟା ନପୂରୁଣୁ ଭୁଶୁଡ଼ି ପଡ଼ିଥିବା ଅଭିଯୋଗ। ବଳଙ୍ଗା-ନିମାପଡ଼ା ମୁଖ୍ୟ ରାସ୍ତାର ଧନୁଆ ଛକରେ ଘଟିଛି ଏହି ଘଟଣା । ବ୍ରିଜ୍ ଭୁଶୁଡ଼ି ପଡ଼ିବା ପରେ କେନାଲ ଭିତରକୁ ଲୁହା, ରଡ୍ ଓ କଂକ୍ରିଟ୍ ଖସିପଡ଼ିଛି। ନିମ୍ନମାନର କାମ ହୋଇଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ ଆଣିଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିଥିବା ବେଳେ ନିମାପଡ଼ା PWD ବିଭାଗର କାର୍ଯ୍ୟକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ଏହି ବ୍ରିଜ୍ ଉପରେ ନିମାପଡ଼ା-ବଳଙ୍ଗା ଅଞ୍ଚଳର ୩୦ରୁ ଊର୍ଦ୍ଧ୍ୱ ପଞ୍ଚାୟତର ଲୋକେ ନିର୍ଭରଶୀଳ। ତେବେ ଏଭଳି ନିର୍ମାଣକାର୍ଯ୍ୟ ଅନ୍ୟ ଅଞ୍ଚଳରେ କେତେ ସୁରକ୍ଷିତ, ତାହାକୁ ନେଇ ମଧ୍ୟ ଉଠିଛି ପ୍ରଶ୍ନ
Baudh Sadar, Boudh (Bauda) | Aug 17, 2026
ଦେଖନ୍ତୁ ଭିଡିଓ କେମିତି ଲୋକଙ୍କ ସମସ୍ୟା ବୁଝିଲେ ଜିଲ୍ଲାପାଳ
Baudh Sadar, Boudh (Bauda) | Aug 17, 2026
କେମିତି ଉଡିଗଲା କାର ଦେଖନ୍ତୁ ଭିଡିଓ I ଏହା ସୁବର୍ଣ୍ଣପୁର ଜୟଯବାନ ନିକଟରେ ଦୁର୍ଘଟଣା ଗ୍ରସ୍ତ କାର ର CCTV ଚିତ୍ର
Baudh Sadar, Boudh (Bauda) | Aug 17, 2026
ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ବାରା କଣ୍ଟାମାଳ ରେ ଆୟୋଜିତ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ଦ୍ୱାରା ଭିନ୍ନକ୍ଷମ ଭତ୍ତା, ଭିନ୍ନକ୍ଷମ ପ୍ରମାଣପତ୍ର, ହ୍ୱିଲ ଚେୟାର ଓ ମାଗଣା ବସ୍ ପାସ ବଣ୍ଟନ l
Baudh Sadar, Boudh (Bauda) | Aug 17, 2026
ବୌଦ୍ଧ ମାଉସୀ ମା’ ମନ୍ଦିର ପରିସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ "ବିଭାଜନ ବିଭୀଷିକା ସ୍ମୃତି ଦିବସ" ପାଳିତ ହୋଇଯାଇଛି। - Baudh Sadar News