ରାଜ୍ୟର ପ୍ରମୁଖ ପରିମଳ କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ଏକ ବିଶେଷ ପରିକଳ୍ପନା 'ଗରିମା'। ଏହା କେବଳ ଏକ ଯୋଜନା ନୁହେଁ, ଏହା ଆମର ପରିମଳ କର୍ମଚାରୀଙ୍କ ସୁରକ୍ଷା ଏବଂ ସମ୍ମାନ ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା। ତେଣୁ ଆପଣଙ୍କ ସେପ୍ଟିକ ଟାଙ୍କି ସଫା ପାଇଁ ସିଧାସଳଖ କୌଣସି ସଫେଇ କର୍ମଚାରୀଙ୍କୁ ଯୋଗାଯୋଗ ନକରି ସରକାରଙ୍କ ଦ୍ୱାରା ପ୍ରଦତ୍ତ ହେଲ୍ପଲାଇନ ନଂ ୧୪୪୨୦ କୁ କଲ୍ କରନ୍ତୁ। ସୁରକ୍ଷାର ସମସ୍ତ ମାପଦଣ୍ଡ ସହ ଆମର ସଫେଇ କର୍ମଚାରୀମାନେ ଆପଣଙ୍କୁ ସେବା ଯୋଗାଇଦେବେ।
#SafeCleaning #GarimaScheme #SanitationSafety #ULBCampaign #DignityForAll #NoManualScavenging #ULBInitiative #CommunityAwareness
#Information_&Public Relations Department, #Government of Odisha CMO Odisha Housing & #Urban Development Department, Govt. of Odisha #Ministry of Housing and Urban Affairs Swachh #Bharat Mission - Urban