ସାନାଖେମୁଣ୍ଡି: ଦିଗପହଣ୍ଡି ପୁଞ୍ଜିକୟାଁ ବନ୍ଧରେ ବିଧାୟକଙ୍କ ସଫେଇ ଅଭିଯାନ
Sanakhemundi, Ganjam | Oct 3, 2026
ଦିଗପହଣ୍ଡି ଏନ୍ ଏ ସି ପକ୍ଷରୁ ପୁଞ୍ଜିକୟାଁ ବନ୍ଧ ପରିସରରେ ସାମୂହିକ ସଫେଇ ଅଭିଯାନ ଅନୁଷ୍ଠିତ। କାର୍ଯ୍ୟକ୍ରମରେ ବିଧାୟକଙ୍କ ସମେତ ଏନ୍ ଏ ସି ଅଧ୍ୟକ୍ଷ, କାର୍ଯ୍ୟନିର୍ବାହୀ ଅଧିକାରୀ, କାଉଁସିଲର ଓ ସ୍ଥାନୀୟ ଜନସାଧାରଣ ସାମିଲ ହୋଇ ସ୍ୱଚ୍ଛତା ପାଇଁ ଶ୍ରମଦାନ କରିଛନ୍ତି।