Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
newsodiaodisha
Previous slide
Next slide
ମହିଳା ଙ୍କୁ ମାରିଥିବା ବ୍ୟକ୍ତି #ଇଏ_ସଞ୍ଜୁକ୍ତାଙ୍କୁ_ମାରି_ଜଙ୍ଗଲରେ_ଫିଙ୍ଗି_ଦେଇଥିଲା #public #newsodiaodisha#craimenews #ବକେୟା_ଟଙ୍କା_ମାଗିବାରୁ_ମହିଳାଙ୍କୁ_ପଥରରେ_ଛେଚି_ବିବତ୍ସ_ଭାବରେ_ହତ୍ୟା_କରିଥିଲା_ଅଭିଯୁକ୍ତ_ବିଷ୍ଣୁ ୨୪ଘଣ୍ଟା ଭିତରେ ହତ୍ୟାକାରୀକୁ ଗିରଫ କରିଛି ତୁମୁସିଙ୍ଗା ପୋଲିସ ବକେୟା ଟଙ୍କା ମାଗିବାରୁ କନ୍ତିଓ ପୁଟସାହିର ବିଷ୍ଣୁ ପ୍ରସାଦ ସାହୁ ସଞ୍ଜୁକ୍ତା ସାହୁଙ୍କୁ ପଥରରେ ଛେଚି ହତ୍ୟା କରିଥିଲା ଘଟଣାର ଅଧିକ ତଦନ୍ତ ଜାରି ରହିଛି : ଏସପି ଢେଙ୍କାନାଳ
Dhenkanal Sadar, Dhenkanal
| Aug 17, 2026
#ଇଏ_ସଞ୍ଜୁକ୍ତାଙ୍କୁ_ମାରି_ଜଙ୍ଗଲରେ_ଫିଙ୍ଗି_ଦେଇଥିଲା
#public
#newsodiaodisha#craimenews
#ବକେୟା_ଟଙ୍କା_ମାଗିବାରୁ_ମହିଳାଙ୍କୁ_ପଥରରେ_ଛେଚି_ବିବତ୍ସ_ଭାବରେ_ହତ୍ୟା_କରିଥିଲା_ଅଭିଯୁକ୍ତ_ବିଷ୍ଣୁ
MORE NEWS
#ଶ୍ରାବଣ_ମାସର_ତୃତୀୟ_ପାଳି_କପିଳାସ_ପୀଠ_ରେ_ଭକ୍ତ_ଙ୍କ_ବାହୁଙ୍ଗୀ _ଧାଡିରେ_ଭରିପୂର୍ଣ୍ଣ #kapilashtemple🔱🕉️❣️🙏 #public #newsodiaodisha #dhenkanal
Dhenkanal Sadar, Dhenkanal | Aug 17, 2026
ବନ୍ଦେ ମାତରମ୍ର ଅପମାନ ବିରୋଧରେ କାମାକ୍ଷାନଗରରେ କ୍ୟାଣ୍ଡଲ ମାର୍ଚ୍ଚ.. କଂଗ୍ରେସ ର ମୁଖିଆ ମଲିକାର୍ଜୁନ ଖଡ଼ଗେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ସମ୍ପୂର୍ଣ କଂଗ୍ରେସ ର ବରିଷ୍ଠ ନେତୃତ୍ୱ ମାନଙ୍କର ୮୦ତମ ସ୍ୱାଧୀନତା ଦିବସର ପବିତ୍ର ଅବସରରେ ଦେଶର ଗୌରବ ଓ ଜାତୀୟ ଭାବନାର ପ୍ରତୀକ “ବନ୍ଦେ ମାତରମ୍” ପ୍ରତି ଅସମ୍ମାନକୁ ନେଇ ସାରା ଦେଶରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ଏହି ଘଟଣାର ପ୍ରତିବାଦରେ ଆଜି କାମାକ୍ଷାନଗର ଠାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ବିଶାଳ କ୍ୟାଣ୍ଡଲ ମାର୍ଚ୍ଚ ଅନୁଷ୍ଠିତ ହୋଇଛି। ହାତରେ ଜଳୁଥିବା ଦୀପ ଓ ମନରେ ଦେଶପ୍ରେମର ଭାବନା ସହ ଶତାଧିକ କାର୍ଯ୍ୟକର୍ତ୍ତା “ବନ୍ଦେ ମାତରମ୍”ର ସମ୍ମାନ ରକ୍ଷା ପାଇଁ ନିଜର ଦୃଢ଼ ସ୍ୱର ଉଠାଇଛନ୍ତି। ଏହି ଅବସରରେ ମାନ୍ୟବର ଜିଲ୍ଲା ସଭାପତି ଶ୍ରୀ Rash Bihari Behera , ମାନ୍ୟବର ବିଧାୟକ ଶ୍ରୀ Satrughan Jena , କାମାକ୍ଷାନଗର ଯୁବମୋର୍ଚ୍ଚା ସମେତ ଦଳର ବହୁ ବରିଷ୍ଠ ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଦେଶର ଗୌରବ ଓ ଜାତୀୟ ଭାବନା ପ୍ରତି ନିଜର ସମର୍ଥନ ଜଣାଇଥିଲେ। ବନ୍ଦେ ମାତରମ୍ କେବଳ ଏକ ଗୀତ ନୁହେଁ—ଏହା ଆମ ମାତୃଭୂମି ପ୍ରତି ଅସୀମ ଶ୍ରଦ୍ଧା, ତ୍ୟାଗ ଓ ଦେଶପ୍ରେମର ପ୍ରତୀକ। 🇮🇳 ବନ୍ଦେ ମାତରମ୍.. ଜୟ ହିନ୍ଦ୍.. ଭାରତ ମାତା କୀ ଜୟ... Nitin Nabin Narendra Modi Mohan Charan Majhi Dharmendra Pradhan Manmohan Samal #CMOOdisha #dhenkanalbjp #BJPOdisha #BJP4IND #VandeMataram Kamakshyanagar CandleMarch BJP JaiHind BharatMataKiJai
Dhenkanal Sadar, Dhenkanal | Aug 16, 2026
ପବିତ୍ର ଶ୍ରାବଣ ସୋମବାରରେ ଓଡ଼ିଶାର କୈଳାସ କପିଳାସ ପୀଠରେ ବାବା ଚନ୍ଦ୍ରଶେଖରଙ୍କ ଜଳାଭିଷେକ ପାଇଁ ରବିବାର ଦିନ ଶ୍ରଦ୍ଧାଳୁଙ୍କ ଜନସମୁଦ୍ର! 🕉️🚩 ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାତ୍ର ମହୋଦୟଙ୍କ ସୁନ୍ଦର ଆୟୋଜନରେ କପିଳାସ ପାଦଦେଶରେ ଆୟୋଜିତ "ବୋଲବମ୍ କାଉଡ଼ିଆ ଭକ୍ତ ସେବା ଶିବିର" ରେ ଆଜି ଉପସ୍ଥିତ ରହି ଶ୍ରଦ୍ଧାଳୁମାନଙ୍କ ସେବା କରିବାର ଅଭୁଲା ସୁଯୋଗ ପାଇଲି। ସେବାରେ ହିଁ ମାଧବ — ଭକ୍ତମାନଙ୍କର ହସ ଓ ପବିତ୍ର ଆଶୀର୍ବାଦ ମନକୁ ଅପୂର୍ବ ଆନନ୍ଦରେ ଭରିଦେଲା। ଏଭଳି ଆଧ୍ୟାତ୍ମିକ ଓ ଜନସେବାମୂଳକ କାର୍ଯ୍ୟକ୍ରମ ପାଇଁ ମାନ୍ୟବର ମନ୍ତ୍ରୀଙ୍କୁ ଅଶେଷ କୃତଜ୍ଞତା! 🙏#public #newsodiaodisha 🔱 ଜୟ ବାବା ଚନ୍ଦ୍ରଶେଖର! ହର ହର ମହାଦେବ! 🔱 #BolBam #KapilasDhenkanal #KaudiaYatra ShravanSomvar OdishaCulture MahadevBhakti BhaktiSewa JayChandrasekhar OdishaTourism MinisterSevaPahal
Dhenkanal Sadar, Dhenkanal | Aug 16, 2026
ରଘୁନାଥପୁର ବ୍ରିଜ ନିକଟରେ ଚାଷ ଜମିରେ ନଦି ପାଣି News odia odisha Facebook for Creators Public
Dhenkanal Sadar, Dhenkanal | Aug 16, 2026