Public App Logo
ପବିତ୍ର ଶ୍ରାବଣ ସୋମବାରରେ ଓଡ଼ିଶାର କୈଳାସ କପିଳାସ ପୀଠରେ ବାବା ଚନ୍ଦ୍ରଶେଖରଙ୍କ ଜଳାଭିଷେକ ପାଇଁ ରବିବାର ଦିନ ଶ୍ରଦ୍ଧାଳୁଙ୍କ ଜନସମୁଦ୍ର! 🕉️🚩 ​ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାତ୍ର ମହୋଦୟଙ୍କ ସୁନ୍ଦର ଆୟୋଜନରେ କପିଳାସ ପାଦଦେଶରେ ଆୟୋଜିତ "ବୋଲବମ୍ କାଉଡ଼ିଆ ଭକ୍ତ ସେବା ଶିବିର" ରେ ଆଜି ଉପସ୍ଥିତ ରହି ଶ୍ରଦ୍ଧାଳୁମାନଙ୍କ ସେବା କରିବାର ଅଭୁଲା ସୁଯୋଗ ପାଇଲି। ସେବାରେ ହିଁ ମାଧବ — ଭକ୍ତମାନଙ୍କର ହସ ଓ ପବିତ୍ର ଆଶୀର୍ବାଦ ମନକୁ ଅପୂର୍ବ ଆନନ୍ଦରେ ଭରିଦେଲା। ​ଏଭଳି ଆଧ୍ୟାତ୍ମିକ ଓ ଜନସେବାମୂଳକ କାର୍ଯ୍ୟକ୍ରମ ପାଇଁ ମାନ୍ୟବର ମନ୍ତ୍ରୀଙ୍କୁ ଅଶେଷ କୃତଜ୍ଞତା! 🙏#public #newsodiaodisha ​🔱 ଜୟ ବାବା ଚନ୍ଦ୍ରଶେଖର! ହର ହର ମହାଦେବ! 🔱 ​#BolBam #KapilasDhenkanal #KaudiaYatra ShravanSomvar OdishaCulture MahadevBhakti BhaktiSewa JayChandrasekhar OdishaTourism MinisterSevaPahal - Dhenkanal Sadar News