Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Crime
Bollywood
दिल्ली
Patna
Breakingnews
Madhya_pradesh
Mp
उत्तरप्रदेश
Nsui
Pmmodi
Rahulgandhi
Uttarpradesh
Haryana
Cricket
Lucknow
Uttarakhand
Sambalpur
Jabalpur
nftv
Dhruv Rathee & Prakash Raj to Join CJP’s Protests in Bengaluru, Delhi #DhruvRathee #PrakashRaj #CJP #CJPProtests #Bengaluru #Delhi #BengaluruProtest #DelhiProtest #IndianPolitics #PoliticalNews #Protest #BreakingNews #LatestNews #IndiaNews #NewsUpdate #NFTV #NFTVShorts
Jharsuguda, Jharsuguda
| Oct 7, 2026
#dhruvrathee
#prakashraj
#cjp
#cjpprotests
#bengaluru
#delhi
#bengaluruprotest
#delhiprotest
#indianpolitics
#politicalnews
#protest
#breakingnews
#latestnews
#indianews
#newsupdate
#nftv
#nftvshorts
MORE NEWS
📍 Debrigarh Wildlife Sanctuary, Odisha Safari ke baad local village-style thali, authentic flavours aur a beautiful local food experience! 🍗🐟 #explorepage✨ #jharsuguda #bargarh #family #food
Jharsuguda, Jharsuguda | Oct 7, 2026
ବ୍ରଜରାଜନଗର ଅଞ୍ଚଳର ଓପିଏମ୍ କଲୋନୀରେ ଦିନ ଦିପହରେ ଟ୍ରକରୁ ଚୋରି ଉଦ୍ୟମ। ଦିନ ଦିପହରେ ଟ୍ରକରୁ ଚୋରି କରୁଥିବା ବେଳେ ଧରାପଡିଲା ଚୋର। ବ୍ରଜରାଜନଗର ଅଞ୍ଚଳରେ ଏକ ଛିଡା ହୋଇଥିବା ଟ୍ରକରୁ ଚୋରି କରିବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଗ୍ରାମବାସୀ ଚୋରକୁ ଧରିପକାଇଥିଲେ।
Jharsuguda, Jharsuguda | Oct 6, 2026
#CrimeNews #ବ୍ରଜରାଜନଗରରେ_ଶାନ୍ତି_ଶୃଙ୍ଖଳା_ରକ୍ଷା_ପାଇଁ_ପୋଲିସର_ଫ୍ଲାଗ_ମାର୍ଚ୍ଚ। ଆଗାମୀ ପର୍ବ ପର୍ବାଣୀ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ରଜରାଜନଗର ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଫ୍ଲାଗ ମାର୍ଚ୍ଚ କରାଯାଇଛି। ସହରର ପ୍ରମୁଖ ଛକ, ସମ୍ବେଦନଶୀଳ ଅଞ୍ଚଳ ଏବଂ ଭିଡ ଜମୁଥିବା ସ୍ଥାନମାନଙ୍କରେ ଫ୍ଲାଗ ମାର୍ଚ୍ଚ କରିଛି। #Brajrajnagar #brajrajnagarpolice #brjnlive #SpJharsuguda #ganeshutsav
Jharsuguda, Jharsuguda | Oct 6, 2026
ସ୍ୱାୟତ୍ତ ଶାସନ ଦିବସ ପାଳିଲା ବ୍ରଜରାଜନଗର ପୌର ପରିଷଦ ବ୍ରଜରାଜନଗର ପୌର ପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ। ପୌର ପରିଷଦ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ ସହ ବିକାଶ ପାଇଁ ସଂକଳ୍ପ। ସଫେଇ କର୍ମୀଙ୍କୁ ସମ୍ମାନିତ କଲା ପୌର ପରିଷଦ। #Brajrajnagar_Municipality #Brajrajnagar #Municipality #SelfGovernanceDay #Jharsuguda
Jharsuguda, Jharsuguda | Oct 6, 2026
ରବି ସୋନି ମୃତ୍ୟୁ ମାମଲା: ତଦନ୍ତ ଦାୟିତ୍ୱ ନେବା ପରେ ବ୍ରଜରାଜନଗର ଗସ୍ତ କଲେ ଡିଏସପି ଓ ଅତିରିକ୍ତ ଏସପି ବ୍ରଜରାଜନଗର: ସାମାଜିକ କର୍ମୀ ରବି ସୋନିଙ୍କ ମୃତ୍ୟୁ ମାମଲାର ତଦନ୍ତ ଏବେ ତ୍ୱରାନ୍ୱିତ ହୋଇଛି। ଝାରସୁଗୁଡ଼ା ଏସପି ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର ତଦନ୍ତ ଦାୟିତ୍ୱ ଡିଏସପି ଏମ୍. ହଂସଦାଙ୍କୁ ଦେଇଥିବା ବେଳେ, ମାମଲାର ସୁପରଭିଜନ ଦାୟିତ୍ୱ ଅତିରିକ୍ତ ଏସପି ମଧୁସ୍ମିତା ମିଶ୍ରଙ୍କୁ ଦିଆଯାଇଛି।
Jharsuguda, Jharsuguda | Oct 6, 2026
ବ୍ରଜରାଜନଗର ରେଲୱେ ଷ୍ଟେସନ ନିକଟରେ ୩ ଦିନରୁ ପଡ଼ି ରହିଛି ଅଜଣା ଯୁବକ, ସାହାଯ୍ୟ ପାଇଁ ଅପେକ୍ଷା!
Jharsuguda, Jharsuguda | Oct 6, 2026
ଭଲ କାମକୁ ଆଉ କେତେ ଦିନ ବିରୋଧ କରିବେ? #Brajrajnagar #brajrajnagarlive
Jharsuguda, Jharsuguda | Oct 6, 2026
ବ୍ରଜରାଜନଗରରେ ନୂତନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉଦଘାଟିତ, ହଜାର ହଜାର ଲୋକ ହେବେ ଉପକୃତ #brajrajnagar #chc #health #odishahealth #jharsuguda #odishagovt #susthaodisha #brajrajnagarChc #BrjnLive #sureshpujhari
Jharsuguda, Jharsuguda | Oct 6, 2026